ଦେଶ ବିଦେଶ

କେଉଁ କର୍ମ କଲେ ମନୁଷ୍ୟକୁ ମିଳିଥାଏ କୁକୁର ଜନ୍ମ ?

ବନ୍ଧୁଗଣ କୁକୁର ଜନ୍ମ କାହିଁକି ମିଳିଥାଏ ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମ ଗ୍ରନ୍ଥରେ ଜୀବନ ସହିତ ମନୁଷ୍ୟକୁ ମୃତ୍ୟୁ ପରେ ମିଳିବାକୁ ଥିବା ଅବସ୍ଥା ବିସ୍ତାର ଭାବରେ ମିଳିଥାଏ। ଏମିତି ମାନାଯାଏ କି ମନୁଷ୍ୟର ମୃତ୍ୟୁ ପରେ ତାକୁ କର୍ମ ହିସାବରେ ହିଁ ତାକୁ ପର ଜନିରେ ଜନ୍ମ ମିଳିଥାଏ। କିଛି ଧାର୍ମିକ ଗ୍ରନ୍ଥରେ ଏହାବି ବର୍ଣ୍ଣିତ ଅଛି କି ଯେଉଁ ମନୁଷ୍ୟ ନିଜ ଜୀବନ କାଳରେ ବହୁତ ଅଧିକ ପାପ କରିଥାଏ ତ ତାକୁ ଗୋଟିଏ ଜନିରେ ଜନ୍ମ ମିଳିନଥାଏ ବରଂ ତାକୁ ଏମିତି ଜନି ମିଳିଥାଏ

ଯେଉଁଥିରେ ସେ ନିଜର ଦୁଃଖ ଅନ୍ୟ କାହାକୁ କହି ପାରିବ ନାହିଁ କି କାହା ସହିତ ସେୟାର କରିପାରିବ ନାହିଁ ତା ସହିତ ନିଜର ମଳ ମୂତ୍ରକୁ ଚାଟିଥାନ୍ତି। ଚାରି ଆଡ଼େ ମାଡ଼ ଖାଇଥାନ୍ତି। ଲୋକମାନେ ତାକୁ ମାରି ଘଉଡ଼ାଇ ଦେଇଥାନ୍ତି ଯେମିତିକି କୁକୁର ଜନିର ପ୍ରାଣୀ। ଆଜି ଆମେ ଏହି ପୋଷ୍ଟରେ କିଛି ଏମିତି କାହାଣୀ ନେଇ ଆସିଛୁ ଯେଉଁଥିରେ ଗୋଟେ ଘାୟଲ କୁକୁର ଭଗବାନ ଶ୍ରୀରାମଙ୍କ ପାଖରେ ନିଜର ଦୁଃଖ କହି ତାଙ୍କୁ ନ୍ୟାୟ ମାଗିଥିଲା।

ବନ୍ଧୁଗଣ ଗୋଟେ ସମୟ ଏମିତି ଥିଲା କି ଯେତେବେଳେ ଭଗବାନ ଶ୍ରୀରାମ ନିଜର ସଭାରେ ବସିଥିଲେ। ତ ସେତେବେଳେ କୁକୁରର କାନ୍ଦର ଶବ୍ଦ ଶୁଣିଲେ ତା ପରେ ଦ୍ୱାରପାଳକୁ କହି ସେ କୁକୁରକୁ ସେଠାରୁ ଘଉଡ଼ାଇ ଦେଲେ। ସଭାର ଦ୍ୱିତୀୟ ଦିନ ଆସୁଛି କିନ୍ତୁ ପୁଣି ସେହି କୁକୁର ସେହି ସ୍ଥାନ ଉପରେ ଆସି କାନ୍ଦିବାକୁ ଲାଗିଲା ଆଉ ଦ୍ୱାରପାଳ ପୁଣି ତାକୁ ମାରି ଘଉଡ଼ାଇ ଦେଲା। ସଭାର ତୃତୀୟ ଦିନ ବି ସେହି କୁକୁର ସେହି ସ୍ଥାନ ଉପରେ ଆସି ପୁଣି କାନ୍ଦିବାକୁ ଲାଗିଲା।

ତ ଏହିଥର ଭଗବାନ ଶ୍ରୀରାମ ସେହି କୁକୁରକୁ ସେଠାରୁ ଘଉଡ଼ାଇଲେ ନାହିଁ। ବରଂ କୁକୁରର କାନ୍ଦିବାର କାରଣ ଜାଣିବାକୁ ଚାହିଁଲେ। ଆଉ ଭଗବାନ ଶ୍ରୀରାମ ସେହି କୁକୁର ସଭାକୁ ଆଣିବା ପାଇଁ ଦ୍ୱାରପାଳକୁ କହିଲେ। ଆଉ ସେ କୁକୁର ଦ୍ୱାରପାଳକୁ ଜବାବ ଦେଉଛି କି ହେ ମହାନୁଭବ ମୋତେ ଏକ ପାପ ଜନିର ଜନ୍ମ ମିଳିଛି। ଏଥିପାଇଁ ଦେବାଳୟ କିମ୍ବା ଯଜ୍ଞ କିମ୍ବା କୌଣସି ପବିତ୍ର ସ୍ଥାନକୁ ତୁଳସୀର ବଗିଚା ଏବଂ ରାଜଭବନ ଆଉ ବହୁତ ସାରା ଏମିତି ପବିତ୍ର ତୀର୍ଥ ସ୍ଥାନ ଉପରେ ମୁଁ ଯିବାର ଯଜ୍ଞ ନୁହେଁ ତ ତୁମେ ଯାଇ ଭଗବାନ ଶ୍ରୀରାମଙ୍କୁ କହିଦିଅ କି ସେ ସ୍ୱୟଂ ନିଜେ ମତେ ସାକ୍ଷତ କରିବା ପାଇଁ ଏଠାକୁ ଆସନ୍ତୁ।

ସେ ଦ୍ୱାରପାଳ କୁକୁରର ସବୁ କଥାକୁ ଯାଇ ଭଗବାନ ଶ୍ରୀରାମଙ୍କୁ ଯାଇ କହିଲା। ଏହା ଶୁଣି ଭଗବାନ ଶ୍ରୀରାମ ସ୍ଵୟଂ ନିଜେ ଯାଇ ପହଁଚି ଗଲେ ଆଉ ତାକୁ କାନ୍ଦିବାର କାରଣ ପଚାରିଲେ ତ କୁକୁର କହିଲା ହେ ପ୍ରଭୁ ଆପଣ ମୋ ପାଇଁ ବଡ଼ କଷ୍ଟ ନେଇଛନ୍ତି ଯାହା ତୁମେ ମୋ ପାଇଁ ଏଠାକୁ ଆସିଛ। ଭଗବାନ ମୁଁ କୌଣସି ଅପରାଧ କରିନାହିଁ କିନ୍ତୁ ଗୋଟେ ସନ୍ୟାସୀ ମୋତେ ପଥରରେ ମାରିଛି ଯେଉଁ କାରଣରୁ ମୋର ଗୋଡ଼ ଭାଙ୍ଗିଯାଇଛି ଆଉ ମତେ ବହୁତ କଷ୍ଟ ହେଉଛି। ଏଥିପାଇଁ ମୁଁ ଦୁଃଖୀ ହୋଇ ଆପଣଙ୍କ ଶରଣକୁ ଆସିଛି।

ସେ କୁକୁରର କଥାକୁ ଶୁଣି ଭଗବାନ ଶ୍ରୀରାମ ସେହି ସନ୍ୟାସୀକୁ ସେଠାକୁ ଡାକିଲେ ଆଉ ଭଗବାନ ଶ୍ରୀରାମ ସେହି ସନ୍ୟାସୀଙ୍କୁ ପଚାରିଲେ କୁହନ୍ତୁ ସ୍ୱାମୀ ଆପଣ କେଉଁ ଅପରାଧ କାରଣରୁ ସେ କୁକୁରର ଗୋଡ଼ ଭାଙ୍ଗି ଦେଇଛନ୍ତି ଏ କୁକୁରର କଣ ଅପରାଧ ଥିଲା। ସନ୍ୟାସୀ ଉତ୍ତରରେ କହୁଛି ହେ ରାଜନ ମୁଁ ଭିକ୍ଷା ପାଇଁ ମାର୍ଗରେ ଯାଉଥିଲି ସେତେବେଳେ ସିଏ ମୋର ଗାମୁଛା ଛୁଇଁ ଦେଇଥିଲା। ମୋର ପଢିବାର ସମୟ ଥିଲା ଆଉ ମୁଁ ଖୁଧା ଥିଲି। ସେହି ଅପରାଧ କାରଣରୁ ମୋତେ କ୍ରୋଧ ଆସିଯାଇଥିଲା ଆଉ ୟାକୁ ସେଠାରୁ ଘଉଡ଼ାଇ ବା ପାଇଁ ମୁଁ ଗୋଟେ ପଥର ଉଠାଇ ମାରିଦେଲି ପଥର ଯାଇ ତାର ଗୋଡ଼ରେ ବାଜିଗଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button