ଦେଶ ବିଦେଶ
ଯୁବତୀ ସହ ଖରାପ କାମ କରିଦେଲା ପଡିଶା ଘର ଯୁବକ! ପୁରା ଘଟଣା ହୋସ ଆସିବା ପରେ ପୋଲିସ କୁ କହିଲା ଯୁବତୀ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ଆସିଛି ପଞ୍ଜାବର ଚଣ୍ଡିଗଡ ଜିଲ୍ଲାକୁ ନେଇ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଏହି ଖବର ବିଷୟରେ । ଚଣ୍ଡୀଗଡ଼ର ୟୁନିଭରସିଟିରେ ଘଟିଛି ଏହି ଘଟଣା । ଏହି ଘଟଣା ଏବେ ଭାଇରାଲ ହେଉଛି ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଜାଣିପାରିବେ । ମୋହାଲି ଅଞ୍ଚଳରେ ଏହି ଘଟଣା ଦେଖାଯାଇଛି । ମୋହାଲି ଅଞ୍ଚଳରେ ଆପଣମାନେ ଦେଖିପାରିବେ mms କୁ ନେଇ ଅନେକ ଖବର ଆସିଛି ।
ଏହି ମାମଲାରେ ପୋଲିସ କଲେଜ ପିଲାଙ୍କୁ ଗିରଫ କରିଛି । ଆଉ ଏହାପରେ ଏହି ଘଟଣାର ଯାଞ୍ଚ କରାଯାଉଛି । ଆଉ ଏହି ଘଟଣା ପାଇଁ ଟିମ୍ ମେମ୍ବର ଜଣକ ୬ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛନ୍ତି ।
ଏବେ ଏହି ଘଟଣାର ଆଉ କିଛି କଥା ସାମ୍ନାକୁ ଆସି ନାହିଁ । ଏବେ ଏହି ମାମଲାକୁ ନେଇ ପୋଲିସ ତଦନ୍ତ କରିବାରେ ଲାଗୁଛି । ମହିଳା ମାନଙ୍କର mms ବନେଇ କଣ କରୁଥିଲେ ବୋଲି ପୋଲିସ ତାଙ୍କୁ ପ୍ରଶ୍ନ ପଚାରିଥିଲେ ।
ଆଉ ଏହାସହ ୫୦ ରୁ ଅଧିକ ପ୍ରଶ୍ନ ସେମାନେ ପଚାରିଥିଲେ । ଯୁବତୀ ମାନଙ୍କୁ ଏହିଭଳି ଭିଡିଓ ବନେଇବା ପାଇଁ ସେମାନେ କହୁଥିଲେ ଆଉ ଅନେକ ଚାପ ପକାଉଥିଲେ । ଏବେ ଏହି ମାମଲାର ତଦନ୍ତ ପରେ ଅନେକ ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।
ସେହି ଲୋକମାନଙ୍କର ଅନେକ ପର୍ଯ୍ୟନ୍ତ ଚିହ୍ନା ଥିଲା ।ଆଉ ତାଙ୍କର ହାତ ବହୁତ ଉପରକୁ ଅଛି ସେଥିପାଇଁ ସେମାନେ ଏଭଳି କାମ କରିବା ପୂର୍ବରୁ ଭାବୁ ନାହାଁନ୍ତି ।ଏବେ ଏହି ଘଟଣା ଦ୍ଵାରା ଅନେକ ସତ ସାମ୍ନାକୁ ଆସିଲା । ଆଉ ଏହି ଘଟଣା ପଚାରିବା ପରେ ସେମାନେ ଠିକ୍ ଉତ୍ତର ଦେଉ ନଥିଲେ କିନ୍ତୁ ତାଙ୍କ ଉପରେ ସନ୍ଦେହ ଥିଲା ।
ଏହି ଭିଡିଓରେ ଆପଣମାନେ ଅନେକ ପ୍ରକାରର ଏହି ବିଷୟରେ ଆସୁଥିବା କଥା ଜାଣିପାରିବେ। ସବୁ ମାମଲାର ଯାଞ୍ଚ କରାଯାଉଛି । ଆଉ ଏହି ମାମଲାର ଯାଞ୍ଚ ପରେ ଅନେକ କଥା ସାମ୍ନାକୁ ଆସିବ। ଏହି ଭିଡିଓ ଦେଖିଲେ ଅନେକ କଥା ଜାଣିପାରିବେ ।