ଧର୍ମ

ଜୀବନ ମନ୍ତ୍ର : କାହାକୁ ଭୁଲରେ ବି ନିଜ ଜୀବନ ର ଏହି ପାଞ୍ଚୋଟି କଥା କହିବା ଉଚିତ ନୁହେଁ- ଜାଣନ୍ତୁ କଣ

ବ୍ୟକ୍ତିଙ୍କ ଜୀବନରେ ସୁଖ ଦୁଃଖ ଆସୁଥାଏ ଓ ଯାଉଥାଏ, ଏହା ଜୀବନର ଗୋଟେ ବଡ ଭାଗ, ଖରାପ ପରିସ୍ଥିତି ଆସିଲେ ମଣିଷ କୁ କେବେ ଡଋ ଯିବା ଉଚିତ ନୁହେଁ, ତେବେ ପରିସ୍ଥିତି ଅନୁଯାଇ ସାହସ ରଖୀ କାମ କରିବା ଉଚିତ ଅଟେ । କିନ୍ତୁ ଜୀବନ ର କିଛି କଥା ଏମିତି ଥାଏ ଯାହା ଅନ୍ୟ କାହାକୁ କହିବା ଉଚିତ ନୁହେଁ, ମଣିଷକୁ ନିଜ କର୍ମ କରୁଥିବା ଉଚିତ ବୋଲି କୁହା ଯାଇଛି ।

Image Courtesy: Google

ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚୋଟି କଥା କଣ

ଗୁରୁ ମନ୍ତ୍ର :

ଯଦି ଆପଣ କେଉଁ ଗୁରୁ ଠାରୁ ମନ୍ତ୍ର ପାଇଛନ୍ତି ତେବେ ଏହାକୁ ଗୁପ୍ତ ରଖିବା ଉଚିତ ଅଟେ, ଗୁରୁ ମନ୍ତ୍ର ସେତେବେଳେ ଲାଭକାରୀ ହୋଇଥାନ୍ତି ଯେତେବେଳେ ଏହାକୁ ସମସ୍ତଙ୍କ ଠାରୁ ଲୁଚେଇ ରଖାଯାଏ ।

ଶାସ୍ତ୍ର ରେ ଗୁପ୍ତ ଦାନ କୁ ବିଶେଷ ବୋଲି ମନେ କରା ଯାଇଛି, ଏମିତି କୁହାଯାଏ କି ଯେଉଁ ଲୋକ ଗୁପ୍ତ ଦାନ କରନ୍ତି ତାଙ୍କୁ ଅକ୍ଷୟ ପୂର୍ଣ ସହ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳି ଥାଏ । ଅନ୍ୟ କାହାକୁ କହିଲେ ଗୁପ୍ତ ଦାନ ଫଳ ମିଳେ ନାହିଁ । ସେଥିପାଇଁ ଦାନ କରି କାହାକୁ ଜଣାଇବା ଆବଶ୍ୟକ ନୁହେଁ ।

Image Courtesy: Google

ସ୍ଵାମୀ ସ୍ତ୍ରୀ ମଧ୍ୟ କଥା :

ସ୍ଵାମୀ ସ୍ତ୍ରୀ ମଧ୍ୟ ହୋଇଥିବା ବାଦ ବିବାଦ କୁ ଅନ୍ୟ କାହା ଆଗରେ କହିବା ଉଚିତ ନୁହେଁ, ଆପଣଙ୍କ ବ୍ୟକ୍ତିଗତ କଥା କାହା ଆଗରେ କହିଲେ ସେହି ଲୋକ ଆପଣଙ୍କ ସମ୍ପର୍କରେ ଥିବା ଭୁଲ ବୁଝାମଣାର ଲାଭ ଉଠାଇ ପାରେ ।ସେଥିପାଇଆନ ଏଭଳି କରିବାରୁ ବଞ୍ଚାନ୍ତୁ ନଚେତ ଆପଣଙ୍କ ସମପ୍ରାକ ଭାଙ୍ଗି ପାରେ ।

Image Courtesy: Google

ବୟସ :

ନିଜକୁ ଯୁବକ ମନେ କରିବା ପାଇଁ କେତେକ ଲୋକ ନିଜ ବୟସ ଲୁଚାନ୍ତି, ବୟସ ଲୁଚେଇବା ଉଚିତ କିନ୍ତୁ ଅନ୍ୟ କାହା ତୁଳନାରେ ନିଜ ସହ ନିଜ ବୟସ ଲୁଚେଇବା ଲାଭକାରୀ ହୋଇପାରେ ।

Image Courtesy: Google

ଔଷଧ :

ଔଷଧ ଅନ୍ୟ ଲୋକଙ୍କ ଠାରୁ ଲୁଚେଇ ରଖିବା ଉଚିତ ଏହା ସହ ଔଷଧ ଖରା ବା ଗରମ ରୁ ଦୂରେଇ ରଖିବା ଉଚିତ ବୋଲି କୁହା ଯାଏ ଏବଂ ଔଷଧ କାମ ମଧ୍ୟ ଶୀଘ୍ର କରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button