ମନୋରଞ୍ଜନ

ହସ୍ପିଟାଲରୁ ଫେରିବା ପରେ ସିରିଏଲ ଛାଡିବାର ଅସଲ କାରଣ କହିଲେ Shiv, ଦେଖନ୍ତୁ Video

ଅଭିନେତା ଅଭିନେତ୍ରୀ ମାନେ ଆମକୁ ସବୁ ବେଳେ ନିଜ ଜୀବନର କାହାଣୀ କହି ଥାନ୍ତି ସେହି ଭଳି କିଛି ଜଣ ଅଛନ୍ତି ଯେଉଁ ମାନେ ଆମକୁ ସିରିୟାଲ ର ପରଦାରେ ଦେଖା ନଯିବା ବେଳେ ଆମେ ସବୁ ବେଳେ ଭାବି ଥାଉ କି ସେ ଆମକୁ ବୋଧେ ହୁଏ ଛାଡି ଚାଲିଗଲେ ଏହାର ମାନେ ଏହୁଛି କି ସେମାନେ ବୋଧେ ହୁଏ ଆମକୁ ଆଉ ସିରିୟାଲ ପରଦାରେ ଦେଖାଯିବେନି । ଏହା ପାଇଁ ଅନେକ ଲୋକମାନେ ଅମଣ ଖରାପ କରିଥାନ୍ତି ।

ମାତ୍ର ନିଜେର ଅଭିନେତା ମାନଙ୍କ ଅପଡେଟ ପାଇବା ପରେ ସେମାନେ ଜାଣି ଯାଇ ଥାନ୍ତି କି ସେମାନେ କଣ ପାଇଁ ସୁଟ ରୁ ଅଧିକା ସମୟ ଯାଏ ଦୂରେଇ ରହିଥିଲେ । ଆଜି ଆମେ କହିବା କି ଝିଅ ଆମର ନୂଆ ବୋହୁ ସିରିୟାଲ ର ଅଭିନେତା ଜଣେ ଯିଏ କି କିଛି ଦିନ ପାଇଁ ସିରିୟାଲ ରେ ଦେଖା ଯାଇ ନଥିଲେ ।

ବୋଧେ ହୁଏ ମାସକ ପାଇଁ ଏହା ଦେଖିବା ପରେ ଦର୍ଶକ ମାନେ କିଛି ମାତ୍ର ଡଋ ଯାଇ ଥିଲେ କି ବୋଧେ ହୁଏ ଶିବ ମାନେ ଅଭିନେତା ଅଭିନୟ କରିଇବା ପାଇଁ ଛାଡି ଦେଇଛନ୍ତି । ଏହି କଥାକୁ ନେଇକି ଅନେକ ପ୍ରକାର କଥା ସାମନାକୁ ଆସିଥିଲା । ମାତ୍ର ଏବେ ଶିବ ସାମନାକୁ ଆସିକି ସବୁ ଙ୍କୁ ସାନତ୍ଯୋନା ଦେଇଛନ୍ତି ।

ତାଙ୍କ କଥା ନଉସାରେ ସେ କିଛି ଦିନ ପାଇଁ ଛୁଟି ରେ ଥିଲେ କାରଣ ସେ ବେମାର ଥିଲେ । ମାତ୍ର ଏହାକୁ ଲୋକମାନେ ଭୁଲି ବୁଝିଲେ । ଶିବ ନ୍ନିଜ ୟୂଟ୍ଯୂବ ରେ ସାମନାକୁ ଆସିକି କହିଥିଲେ କି ଆପଣ ଙ୍କ ଶିବ କୁଆଡେ ଯାଇ ନି । ସେ ସବୁ ବେଳେ ଆପଣଙ୍କ ସହ ଅଛି ।

ମୁ କିଛି ଦିନ ପାଇଁ ଅସୁସ୍ଥ ଥିଲି ଯାହା ପାଇଁ ମୁ ଶୁଟିଙ୍ଗ କରି ପାରିଣୀ । କିଛି ଦିନ ତଳେ ହୋଇଥିବା ଆକ୍ସିଡେଣ୍ଟ ପାଇଁ ତାଙ୍କ ଗୋଡରେ ବହୁତ ବଡ ଆଘାତ ଲାଗିଥିଲା ଯାହା ଦ୍ଵାରା ତାଙ୍କ ଗୋଦା ପ୍ଲାଷ୍ଟର ହୋଇ ଥିଲା । ଦୀର୍ଘ 16 ଦିନ ପରେ ଏହା ତାଙ୍କ ପାଦରୁ ବାହାରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button