ବିଚାର

ଘରର ଏହି ଜାଗାରେ ଲଗାଇଦିଅନ୍ତୁ ଆଈନା ଦେଖିବେ ଏମିତି ହେବ ଧନର ବର୍ଷା କି ସମ୍ଭାଳି ପାରିବେନି

ଜୀବନରେ ସବୁ କିଛି ପାଇବାର ଆଶା ସମସ୍ତଙ୍କୁ ହୋଇଥାଏ କିନ୍ତୁ କିଛି ଲୋକ ନିଜ ଭାଗ୍ୟ ଏବଂ ପରିଶ୍ରମ ଦ୍ଵାରା ପ୍ରାପ୍ତ କରିଥାନ୍ତି, ସମସ୍ତେ ଜାଣିଛନ୍ତି ଯେ ସବୁ କିଛି ପାଇବା ବହୁତ କଷ୍ଟକର କିନ୍ତୁ ସମସ୍ତେ ନିଜ ଅନୁଯାଇ ପରିଶ୍ରମ କରନ୍ତି କିନ୍ତୁ ପରିଶ୍ରମ ସହ ଭାଗ୍ୟ ରହିଲେ ସଫଳତା ପ୍ରାପ୍ତ ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ପରେ ଆପଣଙ୍କୁ ସଫଳତା ଏବଂ ଧନ ଦୁଇଟି ପ୍ରାପ୍ତ ହବ ।

Image Courtesy: Google

ଅଇନା ଏହା ଏମିତି ଗୋଟେ ଜିନିଷ ଯାହା ସମସ୍ତଙ୍କ ଘରେ ହୋଇଥାଏ ଏବଂ ଏହାକୁ ସମସ୍ତେ ବ୍ୟବହାର କରନ୍ତି ତେବେ ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁଯାଇ କହିବାକୁ ଯାଉଛୁ ଯେ ଅଇନା ଘର କେଉଁ ଜାଗାରେ ରଖିବା ଉଚିତ ଏବଂ ଏହାର ଉପଯୋଗ କେମିତି କରିବା ସଠିକ ଅଟେ । ଘର ଧନ ବା ତିଜୋରି ଯେଉଁ ଜାଗାରେ ରଖୁଛନ୍ତି ତାହା ତା ସାମ୍ନାରେ ଅଇନା ଲଗେଇବା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ।

Image Courtesy: Google

ଘର ହେଉ ବା ଦୋକାନ ମେନ କବାଟ ପାଖରେ କୌଣସି ପ୍ରକାର ଅଇନା ବା କାଚ ଜିନିଷ ରଖିଲେ ଘର ଭିତରୁକୁ ନକାରାତ୍ମକ ଊର୍ଜା ପ୍ରବେଶ କରିନଥାଏ ଏବଂ ଆପଣଙ୍କୁ ସଫଳତା ସହଜରେ ପ୍ରାପ୍ତ ହୋଇଥାଏ । ଘରେ ବା ଅଫିସରେ ଯେଉଁ ଜାଗାରେ କମ୍ପ୍ୟୁଟର ଅଛି ସେହି ଜାଗାରେ ଅଇନା ବା କାଚ ଜିନିଷ ରଖିବା ଉଚିତ ନୁହ ଏହା ଦ୍ଵାରା କଳି ଝଗଡା ଲାଗିଥାଏ ଏବଂ ଆପଣଙ୍କୁ ବହୁତ ସମସ୍ଯା ସାମ୍ନା କରିବାକୁ ପଡିଥାଏ । ତେବେ ସିଢି ଉପରେ ହେଉ ବା ତଳେ କେବେ ବି କାଚ ଜିନିଷ ବା ଅଇନା ରଖନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘର ଉନତ୍ତି ହୋଇନଥାଏ, ଆପଣଙ୍କ ଘରେ ବହୁତ ପ୍ରକାର ଅସୁବିଧା ବାସ କରିଥାଏ ।

Image Courtesy: Google

ଆପଣଙ୍କ ଘର ଷ୍ଟୋର ରୁମ ବା ଯେଉଁ ରୁମରେ ଆପଣ ଜିନିଷ ରଖନ୍ତି ସେହି ରୁମରେ ଅଇନା ରଖନ୍ତୁ ବା କାଚ ବୋତଲ ରଖନ୍ତୁ ଏହା ବହୁତ ଶୁଭ ଅଟେ, କାଚ ବୋତଲ ଆପଣଙ୍କ ପାଇଁ ବହୁତ ଶୁଭକାରୀ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଘରେ ଉନତ୍ତି ଆସିଥାଏ ଏବଂ ଆପଣଙ୍କୁ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।

Image Courtesy: Google

ବାଥ୍ରୁମକବାଟ ସାମ୍ନାରେ କେବେ ବି ଅଇନା ଲଗାନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ ସେଥିପାଇଁ କବାଟ ସାମ୍ନାରେ ଅଇନା ଲଗାନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button