ବିଚାର

ଯଦି ଆପଣଙ୍କ ଛୁଆ ବି ଏହି ଭଳି ବସୁଛି ତେବେ ହୋଇ ଯାନ୍ତୁ ସାବଧାନ, ନଚେତ…

ଛୁଆ ଯେତେ ଛୋଟ ହୋଇ ଥାନ୍ତି ତାଙ୍କୁ ସେତିକି ଧ୍ୟାନ ରେ ରଖିବାକୁ ପଡି ଥାଏ ଛୋଟ ଛୁଆ ଅବୁଝା ହବା ସହ କୋମଳ ହୋଇ ଥାନ୍ତି ତାଙ୍କର ବିଶେଷ ଧ୍ୟାନ ରଖିବାକୁ ପଡି ଥାଏ । ଛୁଆ ସବୁବେଳେ କିଛି ନା କିଛି ଅବୁଝା କାମ କରି ଥାନ୍ତି, ବେଳେ ବେଳେ ଆମକୁ ତାଙ୍କ ଏହି କାମ ଗୁଡିକ ଦେଖି ହସ ଲାଗି ଥାଏ ତେବେ କେବେ ଆମକୁ ହଇରାଣ ହବାକୁ ପଡି ଥାଏ ।

ସେଥିପାଇଁ ଛୁଆଙ୍କ ବିଶେଷ ଧ୍ୟାନ ରଖିବାକୁ ପଡି ଥାଏ ଏହା ସହ ତାଙ୍କ ପ୍ରତି କଥାକୁ ଧ୍ୟାନ ଦବା ଉଚିତ ଓ ତାଙ୍କ ଆବଶ୍ୟକ ଜିନିଷ ଉପଲବ୍ଧ କରିବାକୁ ପଡି ଥାଏ ।

କିନ୍ତୁ କେତେକ ଥର ଛୁଆଙ୍କ କିଛି ଅବୁଝା କାମ ମାଁ ବାପା ଇଗନୋର କରି ଥାନ୍ତି ଯାହା ଆଗକୁ ଯାଇ ଅସୁବିଧା କରି ଥାଏ, ତେବେ ଆପଣ ବହୁତ ଏମିତି ପିଲାଙ୍କୁ ଦେଖି ଥିବେ ଯିଏ ଗୋଡ ପଛ କରି ବସିବା ପସନ୍ଦ କରି ଥାନ୍ତି କିନ୍ତୁ ଏହା ମାଁ ବାପା ଦେଖି କିଛି କହି ନଥାନ୍ତି ଓ ମନା ମଧ୍ୟ କରନ୍ତି ନାହିଁ ।

କଣ ଆପଣ ଜାଣିଛନ୍ତି ଯେ ଏହି ଆସନ ରେ ବସିବା ଛୁଆଙ୍କ ପାଇଁ କେତେ ଭୟଙ୍କର ଅଟେ, ଛୁଆଙ୍କ ଏହି ବସିବା ସ୍ଥିତି କୁ Wସିଟିଙ୍ଗ କୁହା ଯାଏ । କାହିଁକିନା ତାଙ୍କ ଗୋଡ W ଭଳି ଦେଖା ଯାଇ ଥାଏ । ଏହି ଆସନ ରେ ବହୁତ ସମୟ ଧରି ବସିଲେ ବା ଅଭ୍ଯାସ ରହିଲେ ଛୁଆଙ୍କୁ ମହାମାରି ଭଳି ଭୟଙ୍କର ରୋଗ ହୋଇ ଥାଏ ବା Wସିଟିଙ୍ଗ ରେ ଛୁଆ ବସିଲେ ତାଙ୍କ ପିଠି ହାଡ ବାହାରି ଯାଇ ଥାଏ ବା କୁଜ ବାହାରି ଥାଏ ଯାହା ଫଳରେ ଛୁଆଙ୍କୁ ଭବିଷ୍ୟତରେ ବହୁତ କଷ୍ଟ ଭୋଗିବାକୁ ପଡି ଥାଏ ।

ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁ ଯେ Wସିଟିଙ୍ଗ ଦ୍ଵାରା ବହୁତ ଛୁଆଙ୍କ ଜୀବନ ନଷ୍ଟ ହୋଇ ଯାଏ ସେଥିପାଇଁ ନିଜ ଛୁଆ ଉପରେ ବିଶେଷ ରୂପରେ ଧ୍ୟାନ ଦିଅନ୍ତୁ ଓ ଯଦି ଅନ୍ୟ ପିଲା ଆପଣଙ୍କ ନଜର ରେ ଏହି ଭଳି ବସନ୍ତି ତେବେ ତାଙ୍କ ମାଁ ବାପାଙ୍କୁ ମଧ୍ୟ ଏହି ରୋଗ ଓ କୁଜା ବିଷୟରେ ଜଣାନ୍ତୁ ଏହା ଦ୍ଵାରା ବହୁତ ଛୁଆ ଏହି ଭଳି ଭୟଙ୍କର ରୋଗ ଠାରୁ ବଞ୍ଚି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button