ବିଚାର
ମାର୍କ ବଢାଇବାକୁ ଛାତ୍ରୀ ଦେଲେ ଏମିତି ଅଫର ଶୁଣିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ନି-ନ୍ଦା କରିଥାନ୍ତି। ତେବେ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି।
ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଛି। ତେବେ ସୋସିଆଲ ମିଡିଆ ଏକ ଅଡିଓ ରେକର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି।
ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ ରେକର୍ଡ ବିଷୟରେ କହିବାକୁ ଯାଉଛୁ। ତେବେ ବନ୍ଧୁଗଣ ଅଡ଼ିଓରେ ଯାହା ଜଣା ପଡୁଛି କି ପ୍ରଥମେ ଛାତ୍ରୀ ଜଣଙ୍କ ଫୋନ କରିଥିଲେ ଶିକ୍ଷକ ଙ୍କୁ ଆଉ କହିବାକୁ ଲାଗିଥିଲେ ସେ ରିଚା କହୁଛନ୍ତି ବୋଲି।
ଆଉ ତାହା ପରେ ତାଙ୍କର ମାର୍କ କୁ ନେଇକି କିଛି କଥା କହିଥିଲେ ତେବେ ସମସ୍ତ ସୋବିଜେକ୍ଟ ରେ ତାଙ୍କର ଭଲ ମାର୍କ ରହିବ କିନ୍ତୁ ବାଓ ରେ ମାର୍କ କମିଯିବ ବୋଲି କହିଥିଲେ। ଆଉ ତାଙ୍କର ସେହି ମାର୍କ କମିଲେ ଘରେ ତାଙ୍କର ବାପା ମା ତାଙ୍କୁ ଗାଳି କରିବେ ଆଉ ସେଥିପାଇଁ ତାଙ୍କ ମାର୍କ ବଢ଼େଇ ଦେବା ପାଇଁ କହିବାକୁ ଲାଗିଥିଲେ।
ଏହା ଛଡା ଛାତ୍ରୀ ଜଣଙ୍କ କହିଥିଲେ କି ତାଙ୍କ ଘରେ ଆଜି କେହି ନାହାନ୍ତି ଆଉ ଯେଉଁଥିପାଇଁ ସେ କୋଲ କରିଛନ୍ତି। ଆଉ ସାର ଯଦି ଚାହିଁବେ ତ ସେ ରାତି 9 ରେ ମଧ୍ୟ ଯାଇ ସାର ଙ୍କୁ ଦେଖା କରି ପାରିବେ ଆଉ ସାର ଯାହା ବି ଚାହିଁବେ ସବୁ ପୂରଣ କରି ପାରିବେ ବୋଲି କହିବା ପାଇଁ ଲାଗିଛନ୍ତି ଛାତ୍ରୀ ଜଣଙ୍କ।
ତାହା ପରେ ସାର ଜଣଙ୍କ କହିଥିଲେ କି ଯେହେତୁ ତାଙ୍କର ଘରେ ସ୍ତ୍ରୀ ଅଛନ୍ତି ତ ସେ ଏତେ ରାତିରେ ଯାଇ ପାରିବେ ନାହିଁ ବୋଲି। ଆଉ ଯାହା ଶୁଣି ଛାତ୍ରୀ ଜଣଙ୍କ କହିଥିଲା କି ଆପଣ ଏତେ ୟଙ୍ଗ ଆଉ ହ୍ୟାଣ୍ଡସମ।
ଏବଂ ଛାତ୍ରୀ ଜଣକ କହୁଛନ୍ତି ମେରେଜ କରିଛନ୍ତି ବୋଲି ଆପଣ ଙ୍କୁ ଦେଖିଲେ ଜଣା ପଡେ ନାହିଁ। ତାହା ପରେ ସାର ଜଣଙ୍କ ରବିବାର ଦିନ ଗେଟ ପାଖରେ ଦେଖା କରିବା ପାଇଁ କହିଥିଲେ, ଆଉ କେଉଁଠି କୁ ବୁଲିବା ପାଇଁ ଯିବା କଥା ମଧ୍ୟ କହିବା ପାଇଁ ଲାଗିଥିଲେ।
ତାହା ପରେ ଛାତ୍ରୀ ଜଣଙ୍କ କହିଥିଲେ କି ସାର ଯାହା ଚାହିଁବେ ସେ ଦେବେ ବୋଲି, ଆଉ ଯେଉଁଥିପାଇଁ ସାର ରାତିରେ ଛାତ୍ରୀ ଙ୍କ ଘରକୁ ଯିବେ ବୋଲି କହିଥିଲେ। ଆଉ ଯାହା ର ଅଡ଼ିଓ ରେକଡ଼ିଂ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।