ଦେଶ ବିଦେଶ

ଘଞ୍ଚ ଜଙ୍ଗଲ ଭିତରେ ପ୍ରେମିକ ପ୍ରେମିକା ଲୀଳା ଧଡ଼ିଲେ ଲୋକ ଆଉ ତା ପରେ ହେଲା ଏମିତି ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ଆଜି କାଲି ସମସ୍ତ ଭିଡ଼ିଓ ଖୁବ୍ ଜଲଦି ଭାଇରାଲ ହେବାରେ ଲାଗିଛି। ସେଥି ମଧ୍ୟରୁ କିଛି ଭଲ ଭିଡ଼ିଓ ଥିବା ବେଳେ କିଛି ମଧ୍ୟ ଖରାପ୍ ଭିଡିଓ ଅଛି।

ଆପଣ ମାନେ ଜଣିଥିବେ କି ଆଜି କାଲି ଘରେ ଘରେ ଫୋନ। ଏଥି ପାଇଁ ପ୍ରାୟତଃ ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆ ର ବ୍ୟବହାର ମଧ୍ୟ କରୁଛନ୍ତି।

ଏବଂ ସୋସିଆଲ ମିଡିଆରେ ଅନେକ ଲୋକ ଯଦି ଗୋଟିଏ ଭିଡ଼ିଓ କୁ ବାରମ୍ବାର ଦେଖି ଥାଆନ୍ତି ତେବେ ତାହା ଭାଇରାଲ ହୋଇ ଯାଇ ଥାଏ। ଏମିତି ଛୋଟ ଛୋଟ ଘଟଣା ଗୁଡିକର ମଧ୍ୟ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇ ଯାଉଛି।
ଆପଣ ମାନେ ଯୁବକ ଯୁବତୀ ମାନଙ୍କର ବର୍ତ୍ତମାନ୍ ସମୟର ପ୍ରେମ ସମ୍ପର୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ। ସେମାନେ କିଛି କରିବା ପୂର୍ବ ରୁ ଅନ୍ୟ କିଛି ହେଲେ ଚିନ୍ତା କରୁ ନାହାଁନ୍ତି।
ଏବେ ସୋସିଆଲ ମିଡ଼ିଆରେ ପ୍ରାୟତଃ ଯୁବକ ଓ ଯୁବତୀ ମାନଙ୍କ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି । ଏବେ ଆମେ ଆପଣଙ୍କୁ ସେହି ସମ୍ପର୍କିତ ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡ଼ିଓ କରିଥିବା ବ୍ୟକ୍ତି ଜଣକ କିଭଳି ଭାବରେ ଏକ ନିଛାଟିଆ ସ୍ଥାନରେ ଅଛନ୍ତି।
ନିକଟରେ ଖାଲି ପଥର ମାଳ ମାଳ ଦେଖା ଯିବା ସହ ସେଠାରେ ଅନ୍ଯ କେହି ହେଲେ ମଧ୍ଯ ଦେଖା ଯାଉ ନାହାଁନ୍ତି। ଏବଂ ଠିକ ଏହି ସମୟରେ ସେହି ସ୍ଥାନରୁ ଏକ ଯୁବତୀ ଜଣକ ବାହାରି ଆସୁଛନ୍ତି।
ଏବଂ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଯୁବତୀ ଜଣକ ସେଠାରେ ଏକ ନାହାନ୍ତି । ବରଂ ତାଙ୍କ ସହ ସେଠାରେ ଏକ ଯୁବକ ଜଣକ ଅଛନ୍ତି ଯିଏକି ଲୁଚି ଲୁଚି ଦୌଡ଼ି ପାଳଇ ଯାଉଛନ୍ତି।
ହେଲେଏହି ଯୁବତୀ ଜଣକ ଭିଡ଼ିଓ କରୁଥିବା ଯୁବକ ଜଣକ ଙ୍କୁ ତାଙ୍କ ଭିଡିଓ କରୁଥିବାରୁ ପ୍ରବଳ ରାଗୁ ଛନ୍ତି । ଏବଂ ତାଙ୍କୁ ପାଟି କରି ତାଙ୍କ ନିକଟରୁ ଫୋନ ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button