ଜୀବନଶୈଳୀ

ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇ ଗରମ ପାଣି ପିଇବାର ଫାଇଦା ଜାଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୁଜୁରାତି ନିଶ୍ଚୟ ଖାଇଥିବେ । ଗୁଜୁରାତିର ବ୍ୟବହାର ସମସ୍ତ ଘରେ ହୋଇଥାଏ । ଗୁଜୁରାତିକୁ ମସଲା ରୂପେ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଗୁଜୁରାତିରେ ଅନେକ ଫାଇଦା ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହାର କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ । ଯଦି ଆମେ ଶୋଇବା ପୂର୍ବରୁ ମାତ୍ର ଗୋଟିଏ ଗୁଜୁରାତି ଖାଇ ଏକ ଗ୍ଳାସ ପାଣି ପିଇବା ତା ହେଲେ ଆମକୁ ବହୁତ ଅଧିକ ଲାଭ ମିଳିବ ।

ତେବେ ବନ୍ଧୁଗଣ ଶୋଇବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ଏକ ଗ୍ଳାସ ପାଣି ପିଇବା ଦ୍ଵାରା କଣ ସବୁ ଫାଇଦା ମିଳିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ଏକ ଗ୍ଳାସ ପାଣି ପିଇବେ ତା ହେଲେ ଆପଣଙ୍କ କବଜ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । କବଜ ସମସ୍ୟାକୁ ଦୂର କରିବା ପାଇଁ ଗୁଜୁରାତି ସହ ଗରମ ପାଣି ହେଉଛି ସବୁଠାରୁ ଭଲ ଉପାୟ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ପଚନ ପ୍ରକ୍ରିୟା ମଧ୍ୟ ମଝବୁତ ରହିବ ।

୨. ବନ୍ଧୁଗଣ ଯଦି ଆପଣଙ୍କ ଶୂକ୍ରାଣୁ ପତଳା ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଗୋଟେ ଗୁଜୁରାତି ସହ ଏକ ଗ୍ଳାସ ପାଣି ପିଇ ଦିଅନ୍ତୁ ଦେଖିବେ ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ଶୂକ୍ରାଣୁ ମୋଟା ହୋଇଯିବ ।

ଚେହେରା ଜନିତ ସମସ୍ୟା ତଥା ବ୍ରଣ, ରୁଖାପଣ ଓ କଳା ଦାଗ କିଛି ହେଉଛି  ତା ହେଲେ ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟେ ଗୁଜୁରାତି ସହ ଏକ ଗ୍ଳାସ ପାଣିର ସେବନ ନିଶ୍ଚୟ କରନ୍ତୁ । ଏହି ସବୁ ସମସ୍ୟା ଅଧିକାଂଶ ଲୋକଙ୍କ ମଧ୍ୟରେ ହୋଇଥାଏ ଯାହାଫଳରେ ଲୋକମାନେ ବିଭିନ୍ନ କ୍ରିମ ଓ ଫେସୱାସର ବ୍ୟବହାର କରନ୍ତି । ହେଲେ ଏହି ଘରୋଇ ଉପଚାର ହେଉଛି ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ ।

୪. ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ କେସ ଜନିତ ସମସ୍ୟା ତଥା କେସ ଝଡିବା, କେସ ଧଳା ହେବା ଓ କେସ ରୁଖା ହୋଇଯିବା ଆଦିର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ସାମ୍ପୁ ଓ ହେୟାର ଅଏଲର ବ୍ୟବହାର କରୁଛନ୍ତି । ହେଲେ ସମ୍ପୁ ଓ ଅଏଲରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ କେସ ଉପରେ ଖରାପ ପ୍ରଭାବ ପକାଇ ଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଶୋଇବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ଏକ ଗ୍ଳାସ ପାଣି ପିଇବା ନିହାତି ଆବଶ୍ୟକ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button