ମନୋରଞ୍ଜନ

ନିଜ ଦୁଇ ଭଉଣୀଙ୍କ ସହ ବିବାହ କଲେ ଏହି ବ୍ୟକ୍ତି, କାରଣ ଥିଲା କିଛି ଏମିତି କି ସମସ୍ତେ ହୋଇଥିଲେ ରାଜି

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଖବର କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ତେବେ ଏହି ଖବର ପାକିସ୍ତାନ ର ଅଟେ, ଏଠାରେ ଜଣେ ଲୋକ ଦୁଇ ସମ୍ପର୍କୀୟ ଭଉଣୀ ସହ ବିବାହ କରିଥିଲେ ଏବଂ ପ୍ରାପ୍ତ ଖବର ଅନୁଯାଇ ପରିବାର ଏବଂ ସମ୍ପର୍କୀୟ ଲୋକ ମଧ୍ୟ ଏହାର ବିରୋଧ କରି ନାହାନ୍ତି । ଖବର ଅନୁଯାଇ ଏହି ପାକ ଯୁବକ ନାମ ଅଜହର ହେଦରି ଅଟେ, ତେବେ ଛୁଆବେଳେ ତାଙ୍କ ନିର୍ବନ୍ଧ ତାଙ୍କ ସମ୍ପର୍କୀୟ ଭଉଣୀ ସହ ହୋଇଥିଲା, କିନ୍ତୁ ଯେତେବେଳେ ଅଜହର ବଡ ହେଲା ତାକୁ ଦ୍ୱିତୀୟ ଭଉଣୀ ସହ ପ୍ରେମ ହୋଇଗଲା । ଏହା ପରେ ଘର ଲୋକ ବହୁତ ଚିନ୍ତାରେ ପଡି ଗଲେ, ତେବେ ବହୁତ ଭାବି ଚିନ୍ତି ଯୁବକ ଏହା କହିଲା ଯେ ସେ ଦୁଇ ଭଉଣୀ ସହ ବିବାହ କରିବ ଯାହା ପରେ ବହୁତ ବିଚାର ପରେ ପରିବାର ଏବଂ ସମ୍ପର୍କୀୟ ଏହି କଥା ପାଇଁ ରାଜି ହୋଇ ଗଲେ ।

ଖବର ଅନୁଯାଇ ଗୋଟେ ଝିଅ ତା ମାମୁ ଝିଅ ଅଟେ ଏବଂ ଅନ୍ୟ ଜଣେ ତା ଦାଦା ଝିଅ ଅଟେ । ଏହି କାରଣ ପାଇଁ ଦୁଇ ସ୍ତ୍ରୀ ତା ସମ୍ପର୍କୀୟ ଭଉଣୀ ଅଟନ୍ତି ଏବଂ ବିବାହ ପରେ ତା ସ୍ତ୍ରୀ ଅଟନ୍ତି, ତେବେ ଲୋକ ଅଜହର ଏହି ନିର୍ଣ୍ଣୟକୁ ବହୁତ ଭୁଲ କହୁଛନ୍ତି, ତେବେ କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ କେମିତି ସେ ଦୁଇ ଝିଅଙ୍କ ଦାଇତ୍ଵ ନବା ପାଇଁ ରାଜି ହୋଇଗଲା ଏବଂ ନିଜ ଦାଇତ୍ଵ ସମ୍ଭାଳି ନେଲା । ତେବେ ବହୁତ ଲୋକଙ୍କ ପାଇଁ ଏହା ଭୁଲ ଓ ବହୁତ ଲୋକଙ୍କ ପାଇଁ ଏହା ଠିକ ଅଟେ, ସମସ୍ତଙ୍କ ନିଜ ନିଜ କାରଣ ମଧ୍ୟ ଅଟେ ତେବେ ଅଜହରର ମଧ୍ୟ କାରଣ ଅଟେ ।

ତେବେ ଆପଣଙ୍କର କଣ ମତ ତାହା ନିଶ୍ଚୟ ଜଣେଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button