ସ୍ୱାସ୍ଥ୍ୟ

ସ୍ୱପ୍ନଦୋଷ ରୁ ମୁକ୍ତି ପାଇବା ପାଇଁ ଶୀଘ୍ର କରନ୍ତୁ ଏହି ଉପାୟ

ବନ୍ଧୁଗଣ ବାରମ୍ବାର ସ୍ୱପ୍ନ ଦୋଶ ହେବା ଦ୍ୱାରା ମନ ଏବଂ ମସ୍ତିସ୍କ ବିକୃତ ସ୍ୱାଭାବ ର ହୋଇ ଥାଏ । ସେହି ପରି କ୍ଷେତ୍ର ରେ ସ୍ମରଣ ଶକ୍ତି ଯିବା ତଥା ମନ ରେ ଚିଡଚିଡା ପଣ ଦେଖିବା ପାଇଁ ମିଳେ । ଜାହା ଦ୍ୱାରା ଉଭୟ ଯୁବକ ଏବଂ ଯୁବତୀ ଙ୍କୁ ଦୁସଚିନ୍ତା ର ସାମ୍ନା କରିବା ପାଇଁ ପଡେ । ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ । ଜାହା ଜାଣିବା ପରେ ଆପଣ ମାନଙ୍କର ଏହି ସ୍ୱପ୍ନ ଦୋଷ ରୁ ଆପଣ ମାନେ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରଥମେ ଓଁ ଆଚାର୍ଯ୍ୟ ମୟ ନମଃ ର 21 ଥର ଯପ କରିଲେ ଆପଣ ମାନଙ୍କୁ ଦୁସ୍ୱପ୍ନ ଆସିବ ନାହିଁ ।night

ତେବେ ସେିତି ବେଳେ ବନ୍ଧୁଗଣ ଆମେ ମାନେ ପ୍ରତ୍ୟେକ ଦିନ ଯେମିତି କାମ କରେ ବା ଯେମିତି ଭାବେ ବା ଯେଉଁ ପରି ଲୋକ ମାନଙ୍କ ସହିତ ମିଶି ଥାଏ । ତାହାର ପ୍ରଭାବ ଏହି ମନ ଉପରେ ପଡେ । ଏମିତି ରେ ସ୍ୱପ୍ନ ଦୋଷ ଜଉବନ ରେ ହେବା ସ୍ୱଭାବିକ କିନ୍ତୁ । ବାରମ୍ଭାର ହେବା ଉଚିତ୍ ନୁହେଁ । ଏହି ଦୋଷ ହେବା ଦ୍ୱାରା ଆପଣ ମାନଙ୍କ ଠାରେ ଧାତୁ ଖ୍ନନନ ଭଳି ସମସ୍ୟା ଦେଖିବା ପାଇଁ ମିଳେ । ତେଣୁ ଆପଣ ମାନଙ୍କୁ ଆମେ ଏହି ମନ୍ତ୍ର ର ଯପ କରିବା ପାଇଁ କହୁଛୁ । ଦ୍ୱିତୀୟ ରେ ରହିଛି । ନିଜର ତର୍ଜନୀ ଆଙ୍ଗୁଠୀ ରେ ନିଜର ମାଆ ଙ୍କ ନା୍ମ ଲେଖି ଶୋଇ ଜାଆନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କର ବହୁତ ଲାଭ ହୋଇ ଥାଏ । ତୃତୀୟ ରେ ଆପଣ ମାନେ ପ୍ରଦିନ ରାତ୍ରୀ ସମୟ ରେ ଖାଇବା ପରେ ଏବଂ ଶୋଇବା ପୂର୍ବ ଗୋଟିଏ ଅଅଁଳା ଚୂର୍ନ ନିଅନ୍ତୁ ।ଏବଂ ଗୋଟିଏ ଗ୍ଲାସ୍ ରେ ଅଁଅଳା ଚୂର୍ନ ପକାନ୍ତୁ ଏବଂ ସେବନ କରନ୍ତୁ ଆପଣ ମାନଙ୍କ ଶରୀରର କୁ ଥଣ୍ଡା ରଖି ବାରେ ଏହା ସହାୟକ ହୋଇ ଥାଏ । ତେବେ ବନ୍ଧୁଗଣ ଏହା ଥିଲା ଆପଣ ମାନଙଅକ ସ୍ୱପ୍ନ ଦୋଷ କୁ ରୋକିବା ପାଇଁ କିଛି ଉପାୟ ଆପଣ ମାନେ ନିଶ୍ଚିତ ଭାବେ ଏଥିରୁ ଶୁଲଭ ଲାଭ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button