ଦେଶ ବିଦେଶ

କେଉଁ ଚେର ତକିଆତଳେ ରଖି ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ

। ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆହୁରି କିଛି ନୂତନ ନୂତନ ଅନୁଚିନ୍ତା ମାନ ଯାହା ସାହାର୍ଯ୍ୟ ରେ ଆପଣ ଙ୍କ ଜୀବନ ସୁଖ ପୁର୍ଣ୍ଣ ହୋଇଯିବ । ବନ୍ଧୁଗଣ ଏହି ଅନୁଚିନ୍ତା ଗୁଡିକୁ ପାଳନ କଲେ ଆପଣ ଙ୍କର ଓ ଆପଣ ଙ୍କର ପରିବାରରେ ଥିବା ସମସ୍ତ ଙ୍କ ର ମଙ୍ଗଳ ହେବ । ଯଦି ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ କୌଣସି ଖୁଣ୍ଟ କିମ୍ବା ବଡ ଗଛ ରହିଥାଏ, ତେବେ ହଟାଇଦେବା ଉଚିତ ।

 

ଏହା ଯୋଗୁଁ ଘରେ ବାସ୍ତୁ ଦୋଷ ଦେଖା ଦେବା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ଯା ମଧ୍ୟ ଦେଖା ଦେଇଥାଏ । ଯଦି ଘରର ମୁଖ୍ୟ ଦ୍ଵାର ରେ ଯଦି କୌଣସି ଗାତ କିମ୍ବା ଖାଲ ସ୍ଥାନ ରହିବା ଘରର ବାସ୍ତୁ ପାଇଁ ଠିକ ହୋଇ ନ ଥାଏ । ଶୋଇବା ଘରେ ଠାକୁର ଫୋଟୋ ରଖିବା ଦ୍ଵାର ଘରେ ସବୁବେଳେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦେଇଥାଏ । ପ୍ରତ୍ଯେକ ପୂର୍ଣ୍ଣିମା ଦିନ ମହାଦେବ ଙ୍କୁ ପରିବାର ସହିତ ପୂଜା କରିବା ଦ୍ଵାରା ଏବଂ ନିଜ ପରିବାର ସଦସ୍ୟ ଙ୍କ ନିରୋଗୀ ରହିବାର କାମନା କରିବା କଲ୍ୟାଣୀ କାରୀ ହୋଇଥାଏ ।

ଘରର ଦକ୍ଷିଣ ଦିଗରେ ହନୁମାନ ଙ୍କର ଫୋଟୋ ଲାଗିବା ଦ୍ଵାର ଘରର ମଙ୍ଗଳ ହୋଇଥାଏ । ଯଦି ଘରର କୌଣସି ସଦସ୍ୟ ଙ୍କର ଦେହ ଭଲ ନ ହୁଏ ତେବେ ଏକ ଅଟା ର ଗୋଳା କରି ସେହି ଅସୁସ୍ଥ ବ୍ୟକ୍ତି ଙ୍କର ମୁଣ୍ଡ ଚାରି ପାଖରେ ତିନିଥର ଘୁରାଇ ଗାଈକୁ ଖୁଆଇବା ଦ୍ଵାର ସେହି ବ୍ୟକ୍ତି ଶୀଘ୍ର ଆରୋଗ୍ଯ ଲାଭ କରିଥାନ୍ତି ।

 

ଯଦି କୌଣସି ଲୋକ ଭୟଙ୍କର ରୋଗଗ୍ରସ୍ତ ହୋଇଥାନ୍ତି କିମ୍ବା ବ୍ୟାଧି ରେ ପୀଡିତ ଥାନ୍ତି । ତେବେ ଶୋଇବା ସମୟ ରେ ତାଙ୍କ ମୁଣ୍ଡ ପାଖ ରେ ଏକ ରୂପା ପାତ୍ର ରେ କେଶର ପକାଇ ଜଳ ରଖିବା ଦ୍ଵାର ମଙ୍ଗଳ କାରୀ ହୋଇଥାଏ । ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଙ୍କ ପାଦରୁ ସିନ୍ଦୁର ଆଣି ଯଦି କୌଣସି ରୋଗୀ ଙ୍କର ମୁଣ୍ଡରେ ଲଗାଯାଏ, ତେବେ ସେହି ବ୍ୟକ୍ତି ଜଣକ ରୋଗ ମୁକ୍ତ ହୋଇ ଯାଆନ୍ତି ।

 

ଯଦି କୌଣସି ଲୋକଙ୍କ ଶରୀର ଅଧିକ ଦିନ ପର୍ଯ୍ୟନ୍ତ ଆସୁସ୍ଥ ରହିଥାଏ । ତେବେ ଶୋଇବା ବେଳେ ତାଙ୍କ ତକିଆ ତଳେ ଓସ୍ତ ଗଛ ର ଚେର ଏବଂ ସହଦେଇ ରଖିବା ଦ୍ଵାରା ଶରୀର ଶୀଘ୍ର ଆରୋଗ୍ୟ ହୋଇଥାଏ । ଯଦି ରୋଗ ଗ୍ରସ୍ତ କାରଣ ରୁ ଅସହ୍ୟ ଯନ୍ତ୍ରଣା ହେଉଥାଏ ତେବେ ଅଟାରେ କଳା ଖସା ଏବଂ ସୋରିଷ ତେଳ୍କ ମିଶାଇ ରୁଟି କରି ରୋଗୀଙ୍କ ମୁଣ୍ଡ ଚାରିପଟେ ସାତଥର ବୁଲାଇ ମୟସୀ କୁ ଖାଇବାକୁ ଦେବା ଦ୍ଵାରା ଆରୋଗ୍ଯ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button