ଜୀବନଶୈଳୀ

ଯେଉଁ ବ୍ୟକ୍ତିଙ୍କର ଏହି ୪ ଟି ସ୍ଥାନରେ କଳାଜାଇ ରହିଥିବ ସେମାନେ ଅଟନ୍ତି ଭାଗ୍ୟବାନ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆସନ୍ତୁ ଜାଣିବା ଯେ ମଣିଷ ଶରୀରରେ କେଉଁ ସବୁ ସ୍ଥାନରେ ବା ଅଙ୍ଗରେ କଳାଜାଇ ଥିବା ଶୁଭ ହୋଇଥାଏ। ଏବଂ ଏହା ମନୁଷ୍ୟକୁ ଭାଗ୍ୟବାନ କରାଇଥାଏ।

ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥ ସମୁଦ୍ରଶାସ୍ତ୍ରରେ ମନୁଷ୍ୟ ଶରୀରର ଅଙ୍ଗର ଗଢଣୀ ତଥା ଶରୀରରେ ଥିବା ବିଭିନ୍ନ ପ୍ରକାରର ଚିହ୍ନକୁ ଆଧାର କରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଆକଳନ କରାଯାଇଥାଏ। ପ୍ରାଚୀନ କାଳରେ ମୁନି ଋଷି ମାନଙ୍କ କଥା ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ଅନୁସାରେ ମଣିଷ ଶରୀରରେ କଳାଜାଇ ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ମନୁଷ୍ୟ ଶରୀରରେ କେଉଁ ୪ ଟି ସ୍ଥାନରେ କଳାଜାଇ ରହିଲେ ବ୍ୟକ୍ତି ଭାଗ୍ୟବାନ ହୋଇଥାଏ।

Google

ମଥାରେ କଳାଜାଇ:-

ସମୁଦ୍ରଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ରହିବା ବହୁତ ଶୁଭ କଳାଜାଇ ବହୁତ କମ ଲୋକଙ୍କ ମଥାରେ କଳାଜାଇ ରହିଥାଏ। ନିଜ ମଥାରେ କଳାଜାଇ ନେଇ ଜନ୍ମ ନେଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ହେବା ସହିତ ବହୁତ ଧନବାନ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ଯଦି ଆପଣଙ୍କ ମଥାର ବାମ ପାର୍ଶ୍ଵରେ କଳାଜାଇ ରହିଅଛି ତେବେ ବୟସ ସହିତ ଆପଣଙ୍କର ଆ-ର୍ଥି-କ ପରିସ୍ଥିତି ମଧ୍ୟ ବଦଳିଯିବ। ଯେତେ ଯେତେ ଆପଣଙ୍କର ବୟସ ବଢିବ ଆପଣ ଅତ୍ୟଧିକ ଧନବାନ ହେବେ। ଯଦି ମଥାର ଡାହାଣ ପାର୍ଶ୍ଵରେ କଳାଜାଇ ଅଛି ତେବେ ଆପଣ ଜୀବନସାରା କେବଳ ଧନ ସଞ୍ଚୟ କରିବେ। ମାତ୍ର ତାକୁ ଖର୍ଚ୍ଚ କରିବାକୁ କୁ-ଣ୍ଠାବୋ-ଧ କରିଥାନ୍ତି।

Google

ଆଖି ପୋତାରେ କଳାଜାଇ:-

ଯେଉଁ ମହିଳା ମାନଙ୍କ ଆଖି ପୋତାରେ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହିପରି ମହିଳାମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି।ସେହି ଘରେ ସୁଖ ସମୃଦ୍ଧି ଆସିଥାଏ। ଏହିଭଳି ମହିଳାଙ୍କ ଘରେ ଧନର କେବେ ହେଲେ ଅ-ଭା-ବ ହୋଇନଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ଆଖିର ଉପର ଭାଗରେ କଳାଜାଇ ହେବା ବହୁତ ଶୁଭ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button