ଦେଶ ବିଦେଶ

ସମୁଦ୍ରକୂଳେ ଏହି ଝିଅ ନେହା କକଡ ଗିତରେ କଲେ ଏଭଳି ଡ୍ୟାନ୍ସ, ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ହୋଇଯିବ ପ୍ରେମ

କୁହା ଯାଏ ଯେ ପ୍ରଥମ ଦେଖା ପ୍ରେମ କେବଳ ଫିଲ୍ମ ରେ ହୋଇ ଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇ ବାକୁ ଯାଉଛୁ ତାକୁ ଦେଖି ନା କେବଳ ଆପଣ ପ୍ରଥମ ଦେଖା ରେ ପ୍ରେମ କରିବେ ତା ଛଡା ଭିଡିଓ ରେ ଥିବା ଝିଅକୁ ନିଜ ହୃଦୟ ମଧ୍ୟ ଦେଇ ଦେବେ ଏବଂ ଏହି ଭିଡିଓ ଦେଖି ଆପଣ ମଧ୍ୟ ଝିଅକୁ ଭୁଲି ପାରିବେ ନାହିଁ ।

ଆଜିକା ସମୟରେ ଲୋକ ସୋଶିଅଲ ମିଡିଆ ରେ ସବୁ ଜିନିଷ ପକେଇବା ପାଇଁ ଇଛୁକ ରହୁଛନ୍ତି ।

ଆଜିକା ସମୟରେ ଡ୍ୟାନ୍ସ ଲୋକଙ୍କ ପାଇଁ ଗୋଟେ ଟ୍ରେଣ୍ଡ ଚାଲିଛି, ସୋଶିଅଲ ମିଡିଆ ରେ ଏମିତି ଡ୍ୟାନ୍ସ ଭିଡିଓ ଆସୁଛି ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଯିଏ ଯେତେ ଭଲ ଡ୍ୟାନ୍ସ କଲା ତାକୁ ଲୋକ କିଛି ଦିନ ପାଇଁ ମନେ ରଖନ୍ତି ଏବଂ ଏହା ପରେ ଭୁଲି ଯାନ୍ତି । ଏମିତି ବହୁତ କମ ଲୋକଙ୍କ ଡ୍ୟାନ୍ସ ଭିଡିଓ ହୋଇ ଥାଏ ଯାହାକୁ ଲୋକ କେବେ ବି ଭୁଲନ୍ତି ନାହିଁ, ଲୋକଙ୍କ ହୃଦୟ ରେ ସେହି ଡ୍ୟାନ୍ସର ବସି ଯାନ୍ତି ।

ଯେତେବେଳେ କୌଣସି ଫାଷ୍ଟ ବିଟ ଗୀତ ବାଜି ଥାଏ ସେହି ପରି ଲୋକ ଡ୍ୟାନ୍ସ ବିଟ ଦେଖିବା ପସନ୍ଦ କରି ଥାନ୍ତି, ଯଦି ଆପଣ କୌଣସି ସ୍ଲୋ ବିଟ ଗୀତ ରେ ଡ୍ୟାନ୍ସ କରନ୍ତି ତେବେ ଡ୍ୟାନ୍ସ ଠାରୁ ଅଧିକ ଆପଣଙ୍କ ଅଦା ଏବଂ ଏକ୍ସପ୍ରେସନ ହୋଇ ଥାଏ । ଯେଉଁ ଲୋକ ଏହି କାମରେ ମାହିର ହୋଇ ଥାଏ, ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବାକୁ ଯାଉଛୁ ତାହା ଆପଣଙ୍କୁ ବହୁତ ପସନ୍ଦ ଆସିବ ବୋଲି ଆସା କରୁଛୁ ।

 

ଆଜି ର ଆମ ଭିଡିଓ କିଛି ଏହି ପରି ଅଛି, ଏହି ଭିଡିଓ ରେ ଗୋଟେ ଝିଅ ସମୁଦ୍ର କୂଳେ ବହୁତ ଭଲ ଗୀତ ରେ ଡ୍ୟାନ୍ସ କରୁଛନ୍ତି, ଯାହା ଦେଖି ବହୁତ ଲୋକ ତାଙ୍କ ଦିବାନା ହୋଇ ଯାଇଛନ୍ତି । ଭିଡିଓ ରେ ଝିଅ ଅଦା ଦେଖି ଲୋକ ଦିବାନା ହୋଇ ଯାଇଛନ୍ତି, ଆପଣ ଥରେ ଦେଖିଲେ ଏହି ଭିଡିଓ ବାରମ୍ବାର ଦେଖିବାକୁ ଚାହିଁବେ । ଝିଅ ଏହି ଡ୍ୟାନ୍ସ ପ୍ରସିଦ୍ଧ ଗୀତକାର ନେହା କକଡଙ୍କ ଗୀତ ଉପରେ କରିଛନ୍ତି “ଇଶକ ମେରା ତୁ”। ଆସନ୍ତୁ ଦେଖିବା ଏହି ଭିଡିଓ ଯାହା ପରେ ଆପଣ ଝିଅକୁ ଭୁଲି ପାରିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button