ବିଚାର

ଅଣ୍ଡା ଖାଉଥିବା ଲୋକଙ୍କ ପାଇଁ ଖୁସି ଖବର, ଅଣ୍ଡା ଚୋପାର ମଧ୍ୟ କରିପାରିବେ ଏହିଭଳି ଉପଯୋଗ

ପ୍ରାୟତଃ ଅଣ୍ଡା ସେବନ ସବୁ ପ୍ରକାର ପ୍ରୋଟିନ ପାଇଁ କରାଯାଏ, ଅଣ୍ଡା ଲାଭକାରୀ ଗୁଣ ବିଷୟରେ ଆପଣ ସମସ୍ତେ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଅଣ୍ଡା ଚୋପାରେ ଥିବା ପୋଷାକ ତତ୍ଵ ବିଷୟରେ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଅଣ୍ଡା ପ୍ରୟୋଗ ସୁନ୍ଦରତା ପାଇଁ ମଧ୍ୟ କରା ଯାଏ ଅଣ୍ଡା ଚୋପା ସଠିକ ଭାବରେ ପ୍ରୟୋଗ କଲେ ଏହା ଦ୍ଵାରା ଆପଣଙ୍କ ସୁନ୍ଦରତା ବଢିଥାଏ ଓ ପ୍ରାକୃତିକ ସୁନ୍ଦରତା ବାହାରି ଆସି ଥାଏ ।

ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ଅଣ୍ଡା ଚୋପା କିପରି ଲାଭ ଦାଯକ ଅଟେ ।

ଅଣ୍ଡା ପ୍ରୟୋଗ ବିଧି :

– ତ୍ଵଚା ସୁନ୍ଦର ଓ ଦାଗରହିତ କରିବା ପାଇଁ ଅଣ୍ଡା ଚୋପା ପାଉଡର ରେ ସୁରା ମିଶାଇ ପେଷ୍ଟ ବନେଇ ନିଅନ୍ତୁ, ଏହା ପରେ ପେଷ୍ଟ ଦ୍ଵାରା ଅଳ୍ପ ମସାଜ ନିଜ ଚେହେରା ଉପରେ କରନ୍ତୁ ।

– ଅଣ୍ଡା ଚୋପା ପାଉଡର ରେ ଲେମ୍ବୁ ରସ ଚିପୁଡି ମିଶାଇ ଦିଅନ୍ତୁ ଏହା ପରେ ଏହାକୁ ନିଜ ଚେହେରା ଉପରେ ମସାଜ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଚେହେରା ଦାଗ ଭଲ ହୋଇଥାଏ ଓ ଚେହେରା ସୁନ୍ଦର ହୋଇଥାଏ ।

– ତ୍ଵଚା ଭଲ ରଖିବା ପାଇଁ ଓ ନରମ ରଖିବା ପାଇଁ ଅଣ୍ଡା ଚୋପା ପାଉଡର ରେ ଏଲୋବେରା ଜେଲ ମିଶାଇ ଚେହେରା ରେ ଲଗାନ୍ତୁ । ଏହି ଫେସ ପ୍ୟାକ ସାହାଜ୍ଯ ରେ ଆପଣ ନିଜ ଚେହେରା ସୁନ୍ଦର କରି ପାରିବେ ।

– ଅଣ୍ଡା ଚୋପା ର ପାଉଡର ରେ ଅଳପ ଚିନୀ ଓ ଅଣ୍ଡା ଧଳା ଭାଗ ମିଶାଇ ପେଷ୍ଟ ତିଆରି କରନ୍ତୁ ଓ ନିଜ ଚେହେରା ଉପରେ ଲଗାନ୍ତୁ ଓ ସପ୍ତାହ ରେ ଥରେ ଏହି ପ୍ୟାକ ଲଗାନ୍ତୁ ।

– ଅଣ୍ଡା ଚୋପା ଦ୍ଵାରା ଆପଣ ହଳଦୀୟତା ଦାନ୍ତ ମଧ୍ୟ ସଫା କରି ପାରିବେ ପ୍ରତି ଦିନ ଏହି ପାଉଡର ଦ୍ଵାରା ଦାନ୍ତ ବରଷ କରନ୍ତୁ ଆପଣଙ୍କ ଦାନ୍ତ ସଫା ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button