ମନୋରଞ୍ଜନ

“ୟେ ଋସ୍ତା କ୍ୟା କେହଲାତା ହେ” ର ଏହି ଛୋଟ ନାୟରା ଏବେ ହୋଇ ଗଲେଣି ବଡ ଏବଂ ବହୁତ ସୁନ୍ଦର ମଧ୍ୟ- ଦେଖନ୍ତୁ ଫୋଟ

ସମ୍ପର୍କ ଉପରେ ବିଶେଷ ରୂପରେ ଆରମ୍ଭ ହୋଇ ଥିବା ପ୍ରସିଦ୍ଧ ଷ୍ଟାର ପ୍ଲସ ସିରିୟଲ “ୟେ ଋସ୍ତା କ୍ୟା କେହଲାତା ହେ” ଗତ କିଛି ବର୍ଷ ଧରି ଲୋକ ଏହାକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଏହି ସିରିୟଲ ମୁଖ୍ୟ ଭୂମିକା ରେ ଥିବା ଅକସରା ଓ ନେତିକ ଝିଅ ନାୟରା ଅଭିନୟ କରୁଥିବା ଶିବାଙ୍ଗୀ ଯୋଶୀ ବହୁତ ଭଲ ଅଭିନୟ କରି ଲୋକଙ୍କ ମନରେ ନିଜ ଜାଗା ବନେଇଛନ୍ତି ।

ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁ ଯେ ଏହି ସିରିୟଲ ଦୁଇଟି ଘର ମଧ୍ୟ ରେ ଥିବା ସମ୍ପର୍କ ଓ ଭୁଲ ବୁଝା ମଣା ଏବଂ ସୁଖ ଦୁଖ ବିଷୟରେ ଦେଖା ଯାଇଛି ।

ଯାହା ଅନୁଯାଇ କେମିତି ଦୁଇ ଘର ଗୋଟେ ପରିବାର ହୋଇ ଖୁସି ରେ ରୁହନ୍ତି ତାହା ଦେଖା ଯାଇଛି । ଏହି ପ୍ରସିଦ୍ଧ ସିରିୟଲ “ୟେ ଋସ୍ତା କ୍ୟା କେହଲାତା ହେ”ପରିବାର ରେ ରହୁଥିବା ସମସ୍ତ ବ୍ୟକ୍ତି ଜଣକ ଦ୍ରୁଷ୍ଟିକୋଣ କୁ ଦର୍ଶାଇ ଥାଏ । ଏହି ସିରିୟଲ ମୁଖ୍ୟ ଅଭିନୟ ରେ ହୀନା ଖାନ ‘ଅକସରା’ଅଭିନୟ କରିଛନ୍ତି ଏବଂ ଅନୁଜ ତାଙ୍କ ସ୍ଵାମୀ ‘ନେତିକ’ଅଭିନୟ କରିଛନ୍ତି ଓ ସେ ଦୁହିଙ୍କ ଝିଅ ନାୟରା ଅଭିନୟ ଅଶ୍ନୂରକୋର କରିଛନ୍ତି ।

ସିରିୟଲ ବହୁତ ଆଗକୁ ବଢି ଗଲାଣି ଓ ନାୟରା ମଧ୍ୟ ବଡ ହୋଇ ଗଲେଣି କିନ୍ତୁ ଆଜି ଆମେ ଆପଣଙ୍କୁ ଛୋଟ ନାୟରା ମାନେ ଅଶ୍ନୂରକୋର ବିଷୟରେ କହିବାକୁ ଯାଉଛୁ । ଅଶ୍ନୂର କୋରଙ୍କ ଜନ୍ମ ୨୦ ମେ ରେ ୨୦୦୪ ଦିଲ୍ଲୀ ରେ ହୋଇ ଥିଲା, “ୟେ ଋସ୍ତା କ୍ୟା କେହଲାତା ହେ”ସିରିୟଲ ରେ କାମ କରିବା ଆଗରୁ ସେ “କ୍ୟୁଙ୍କି ସାଶ ଭି ବହୁ ଥି”ଏବଂ “କହାନି ଘର ଘର କି” ରେ କାମ କରି ସାରି ଥିଲେ ।

ଅଶ୍ନୂର କୋର ବହୁତ ପ୍ରସିଦ୍ଧ ସିରିୟଲ ରେ କାମ କରିଛନ୍ତି ଏବଂ ବହୁତ ମୁଖ୍ୟ ଭୂମିକା ମଧ୍ୟ କରିଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁ ଯେ ଅଶ୍ନୂର କୋର ବଡ ହୋଇ ଗଲେଣି ଓ ୧୪ ବର୍ଷର ହୋଇ ଗଲେଣି ତାଙ୍କୁ ଦେଖିଲା ପରେ ଲାଗୁଛି ସେ ଆଗ ଠାରୁ ଅଧିକ କ୍ୟୁଟ ଲାଗୁଛନ୍ତି । ତେବେ ଆପଣ ତାଙ୍କ ଏବେକା ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଏତେ ସାନ୍ତ ଝିଅ ଏତେ ମଡଲ କେମିତି ହୋଇ ଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button