ଜୀବନଶୈଳୀ

ଚାଣକ୍ୟ ନୀତି : ଯାହାଙ୍କର ନିଦ ସକାଳ ୩ ରୁ ୫ ଭିତରେ ଖୋଲି ଥାଏ ସେ ଏହାକୁ ଥରେ ନିଶ୍ଚିତ ପଢନ୍ତୁ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ କରିବା ପାଇଁ ଉପଯୋଗୀ ପରାମର୍ଶ ଦେଇଛନ୍ତି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାରିକ ଶିକ୍ଷା ଦେବାର ଅଟେ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ , ଯିଏ ନିଜର ନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜଗାଦିରେ ବସେଇ ଦେଇଥିଲେ। ଜାଣନ୍ତୁ ଚାଣକ୍ୟଙ୍କ କିଛି ମହତ୍ୱପୂର୍ଣ୍ଣ ନୀତି ବିଷୟରେ, ଯାହା ଆପଣଙ୍କ ଜୀବନରେ କୌଣସି ନା କୌଣସି କ୍ଷେତ୍ରରେ କାର୍ଯ୍ୟରେ ଆସିପାରେ। ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏଭଳି ସୂଚନା ବିଷୟରେ ଉଲ୍ଲେଖ କରିବାକୁ ଯାଉଛୁ , ଯାହା ବିଷୟରେ ଜାଣି ଆପଣ ମଧ୍ୟ ହ-ଇ-ରା-ଣରେ ପଡିପାରନ୍ତି। ଆଜ୍ଞା ହଁ, ସାଙ୍ଗମାନେ ଆପଣଙ୍କୁ କହି ରଖୁଛୁ କି, ଏହି ସୂଚନା ଆପଣଙ୍କ ନିଦ ସହିତ ଜଡିତ ରହିଛି।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତିର ନିଦ ୩ ରୁ ୫ ଘଟିକା ମଧ୍ୟରେ ଭା-ଙ୍ଗି ଥାଏ, ଏହା ପଛରେ କୌଣସି ନା କୌଣସି ଦିବ୍ୟ ଶକ୍ତିର ଇ-ଶାରା ଲୁ-ଚି ରହିଥାଏ। ବନ୍ଧୁଗଣ ଏହି କଥାରେ କେତେ ସ-ତ୍ୟତା ରହିଛି, ଆସନ୍ତୁ ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାରରେ କହିବୁ।

Google

ବନ୍ଧୁଗଣ ଅନେକଥର ଏଭଳି ହୋଇଥାଏ, ରାତିରେ ବ୍ୟକ୍ତି ଗଭୀର ନିଦ୍ରାରେ ଥାଇ ମଧ୍ୟ ବ୍ୟକ୍ତି ଅଚାନକ ଉଠି ପଡ଼ିଥାଏ। କିଛି ଲୋକ ଏହାକୁ ସାଧାରଣ ଭାବି ପୁଣି ଶୋଇ ଯାଇଥାନ୍ତି। ଆପଣଙ୍କୁ କହି ରଖୁଛୁ, ଯଦି ଆପଣଙ୍କ ନିଦ ଏଭଳି ଅଚାନକ ଖୋଲି ଯାଉଛି ତାହେଲେ ଏହା ବାସ୍ତବରେ ସାଧାରଣ କଥା ନୁହେଁ। ଏଥିପାଇଁ ଭୁଲରେ ଏହି ଜିନିଷକୁ ଅଣ-ଦେଖା କରନ୍ତୁ ନାହିଁ। ଯଦି ଆମେ ସିଧା କଥାରେ କହିବାକୁ ଯିବା ଏହା ପଛରେ ଅନେକ ର-ହ-ସ୍ୟ ଲୁ-ଚି ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ଦୁନିଆରେ କୌଣସି ଜିନିଷ ବିନା କାରଣରେ ହୁଏ ନାହିଁ। ବ୍ୟକ୍ତି ଯେବେ ସ୍ବପ୍ନ ଦେଖି ଥାଏ, ସେତେବେଳେ ସେହି ସ୍ବପ୍ନର କୌଣସି ନା କୌଣସି ଅର୍ଥ ନିଶ୍ଚିତ ରହିଥାଏ। ଆମେ ଆପଣଙ୍କୁ କହିବୁ ୩ ରୁ ୫ ଘଟିକା ମଧ୍ୟରେ ନିଦ ଭା-ଙ୍ଗିବା-ର ଅର୍ଥ କଣ ଅଟେ ?

ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହିକି ଯେ ସକାଳ ୩ ରୁ ୫ ମଧ୍ୟ ସମୟକୁ ଅମୃତ-ବେଳା କୁହାଯାଏ। ଏହି କାରଣ ଅଟେ କି ଏହି ସମୟରେ ଏନେକ ଆଲୌ-କିକ ଶକ୍ତିର ପ୍ରବାହ ହୋଇଥାଏ। ଏହି ଶକ୍ତି ଆପଣଙ୍କୁ ଅନେକ ପ୍ରକାରର ସଂ-କେତ ଦେଇଥାନ୍ତି। ଆପଣଙ୍କୁ ଏହି ସଂ-କେତ କୁ ବୁଝିବାର ଆବଶ୍ୟକତା ରହିଛି। ଏହାସହିତ ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ଏହି ଅଲୌ-କିକ ଶକ୍ତି ୩ ରୁ ୫ ତା ମଧ୍ୟରେ କେବଳ ସେହି ଲୋକଙ୍କୁ ଉଠାଇଥାନ୍ତି, ଯେଉଁମାନଙ୍କୁ ଏମାନେ ଖୁସି ଦେଖିବାକୁ ଚାହିଁଥାନ୍ତି। ଆଜ୍ଞା ହଁ ସାଙ୍ଗମାନେ ଯଦି ଆପଣଙ୍କ ନିଦ ୩ ରୁ ୫ ମଧ୍ୟରେ ଭାଙ୍ଗି ଯାଉଛି ତାହେଲେ ଏହି ଶକ୍ତି ଆପଣଙ୍କୁ ଖୁସି ଦେବାର ସଂ-କେତ ଦେଉଛନ୍ତି। ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ କି ୩ ରୁ ୫ ମଧ୍ୟରେ ଆଖି ଖୋଲିବାର ଅର୍ଥ ଏହିକି ଯେ ଆପଣଙ୍କ ଘରେ ଧନ-ଧାନ୍ୟ ବୃ-ଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଆପଣଙ୍କ ଘରକୁ ଖୁସି ଆସିବାର ଅଛି।

କହିବାକୁ ଗଲେ ସକାଳୁ ଉଠିବା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଅଟେ। ସକାଳେ ଉଠିବାର ଏକ ଧାର୍ମିକ ଲାଭ ହୋଇଥାଏ। ଯେଉଁଲୋକେ ସକାଳେ ଉଠି ଥାନ୍ତି, ସେମାନେ ନିଜ ମଧ୍ୟରେ ସକାରାତ୍ମକ ଅନୁଭବ କରିଥାନ୍ତି। ଏହି ଦୁନିଆରେ ଏଭଳି କିଛି ଲୋକେ ରହିଛନ୍ତି ଯେଉଁମାନେ ବାସ୍ତବରେ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ନାହିଁ। ଆପଣଙ୍କୁ ଆମେ କହି ରଖୁଛୁ କି ଶାସ୍ତ୍ରରେ କୌଣସି କଥା ଅଯଥା ଲେଖା ଯାଇ ନାହିଁ। ଶାସ୍ତ୍ର ଅନୁସାରେ ଯେଉଁ ଲୋକେ ସକାଳ ୩ ରୁ ୫ ମଧ୍ୟରେ ଉଠି ଥାନ୍ତି ସେହି ଲୋକେ ବାସ୍ତବରେ ଭାଗ୍ୟ-ବାନ ହୋଇ ଥାନ୍ତି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button