ବିଚାର

ରାତିରେ ଭାତ ଖାଇବା ଦ୍ଵାରା ହେଇଥାଏ କିଛି ଏମିତି ଫାଇଦା ଯାହା ଜାଣି ବିଶ୍ଵାସ କରିପାରିବେ ନାହିଁ ଆପଣ

ଆମ ସବୁ ଭାରତୀୟଙ୍କ ଘରେ ଭାଟହୁ ମୁଖ୍ୟ ଖାଇବା ରୂପେ ପସନ୍ଦ କରିଥାନ୍ତି । ଆମେ ସବୁ ଏହା ବି ଜାଣିଛୁ କି ଭାରତୀୟ ଖାଇବାର ଏକ ପ୍ରମୁଖ ଜିନିଷ ହେବା ପରେବୀ ଆମେ ସମସ୍ତେ ଭାତ ବିଷୟରେ କିଛି ବିଶେଷ କଥା ଜାଣିନାହୁଁ । ଆମେ ସମସ୍ତେ କେବଳ ଏହା ଜାଣିଛୁ କି ଭାତ ଖାଇବା ଦ୍ଵାରା ମୋଟାପଣ ବଢି ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାତ ବିଷୟରେ କିଛି ଏମିତି କଥା କହିବୁ ଯାହା ଆପଣ ଜାଣିନଥିବେ ।

ଆଜି ଆମେ ଆପଣଙ୍କୁ ଭାତର କିଛି ବିଶେଷ ଗୁଣ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀର ପାଇଁ ବହତ ଲାଭକାରୀ ଅଟେ ।

 

ପୁରି ଜାଗାରେ ଯଦି ଭାତ ଖାଇବେ ତାହେଲେ ତାହା ଆପଣଙ୍କ ପାଇଁ ବହୁତ ନିରୋଗ ହୋଇଥାଏ ଏବଂ ଭଲ ବି ଲାଗିଥାଏ । ଏହାଛଡା ଲୋକମାନଙ୍କ ମନରେ ଭାତକୁ ନେଇ ଭୁଲ ଧାରଣା ରହିଛି ଯାହା ବିଷୟରେ ଜାଣିବା ଆବଶ୍ୟକ ଅଟେ । ଆମେ ସମସ୍ତେ ଏହାବି ଜାଣିଛୁ କି ଦୁନିଆର ଏକ ବଡ ଭାଗ ଭାତ ଉପରେ ନିର୍ଭର କରୁଛନ୍ତି । ଏଠି ପାଇଁ ଆଜି ଆମେ ଆପଣଙ୍କୁ କହିବୁ ଭାତ ଖାଇବାର କଣ କଣ ମୁଖ୍ୟ ଫାଇଦା ?

ଭାତ ଖାଇବାର ଫାଇଦା

ଭାତରେ ବହୁତ ସାରା ଭିଟାମିନ ଏବଂ ମିନେରାଲ୍ସ ମିଳିଥାଏ ଏବଂ ପେଟ ଖରାପ ହେଲେ ଭାତ ଖାଇବାକୁ କୁହାଯାଇଥାଏ ହେଲେ ଆମକୁ ବ୍ରାଉନ ରାଇସ ଖାଇବା ଦରକାର କାରଣ ସ୍ୱାସ୍ଥ୍ୟ ହିସାବରେ ଧଳା ଭାତ ଅପେକ୍ଷା ଭଲ ହୋଇଥାଏ ବ୍ରାଉନ ରାଇସ ,ଡାଇବେଟିସ ରୋଗୀ ମାନଙ୍କୁ ନିୟମ ଅନୁସାରେ ଭାତ ଖାଇବା ପାଇଁ କହିବେ ,ଭାତ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ ।

ଭାତ ଖାଇବା ଦ୍ଵାରା ଶରୀରକୁ ଏନର୍ଜି ମିଳିଥାଏ ଏଥିରୁ ଶରୀରକୁ କାର୍ବୋହାଇଡ୍ରେଡ ମିଳିଥାଏ ଯାହା ଫଳରେ ମତିଷ୍କ ଭଲରେ କାମ କରିଥାଏ ଏହାକୁ ଖାଇଲେ ଆପଣ ଫୁର୍ତି ରୁହନ୍ତି ।

ଗରମରେ ଭାତ ଖାଇବା ନିହାତି ଦରକାର କାରଣ ଏହାକୁ ଖାଇଲେ ଶରୀରକୁ ଥଣ୍ଡା ମିଳିଥାଏ । ରାତିରେ ଭାତ ଡାଲି ଖାଇବା ଦ୍ଵାରା ଆମ ଶରୀରରେ ଥିବା ଲିପଟିନ ର କାର୍ଯ୍ୟ କ୍ଷମତାକୁ ବଢାଇ ଥାଏ ,ଯାହା ଦ୍ଵାରା ଓଜନ ନିୟନ୍ତ୍ରଣରେ ରହିଥାଏ ।

ଭାତରେ ସୋଡିୟମ ର ମାତ୍ରା ୯ ପାଖାପାଖି ହୋଇଥାଏ । ଏହା ସେହି ଲୋକମାନଙ୍କ ପାଇଁ ସବୁଠାରୁ ଭଲ ହୋଇଥାଏ ଯାହାର ହାଇ ବ୍ଲଡ଼ପ୍ରେସର ର ସମସ୍ୟା ଥାଏ ।

ଭାତରେ ମେଥିୟମିନ ,ଭିଟାମିନ ବି୧ ଏବଂ ରେଜିଷ୍ଟ୍ରେଟ ଷ୍ଟାର୍ଚ ମିଳିଥାଏ ,ଯେଉଁ ତିରେ ମିଥିଓମିନ ଏକ ପ୍ରକାର ଏମୀନୋଏସିଡ ହୋଇଥାଏ ଏବଂ ଏଥିରେ ସଲଫର ପ୍ରଚୁର ପରିମାଣରେ ଥାଏ । ଯାହା ତ୍ଵଚାର କେତେକ ସମସ୍ୟା ଠାରୁ ରକ୍ଷା କରିଥାଏ ।

ଭାତ ଖାଇବାର ସବୁଠାରୁ ବଡ ଫାଇଦା ହେଉଛି ଏହା କ୍ୟାନ୍ସର ପରି ରୋଗକୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ ।

ଭାତ ବିଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲ୍ସ ର ଖଜାନା ଅଟେ । ଏଥିରେ ନିୟାସିନ ,ଭିଟାମିନ ଡି ,କ୍ୟାଲସିୟମ ,ଆଇରନ ,ଥାୟାମିନ ଇତ୍ୟାଦି ମିଳିଥାଏ ।

ଭାତରେ ଅଧିକ ପରିମାଣରେ ଫାଇବାର ଥାଏ ,ଯାହା ଆପଣଙ୍କର ପାଚକ ତନ୍ତ୍ର ଠିକସେ ଚଳାଇବାରେ ସାହାଯ୍ୟ କରେ ,ଫାଇବର ଆପଣଙ୍କୁ ଡାଇବେଟିସ ଭଳି ରୋଗରୁ ବି ରକ୍ଷା କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button