ଜୀବନଶୈଳୀ

ରାତିରେ ଏହି ସମୟରେ କେବେବି ଆଇନା ଦେଖନ୍ତୁ ନାହିଁ।

ଅନେକ ଲୋକ ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ବିତେଇ ଦେଇଥାନ୍ତି। ଆଇନା ଚେହେରାର ସୁନ୍ଦରତା ବତେଇବା ସହିତ ଏହି ଭୟାନକ ରାଜ ବି ଖୋଲିଥାଏ। ବନ୍ଧୁଗଣ ବାସ୍ତୁଶାସ୍ତ୍ର ଏମିତି ଶାସ୍ତ୍ର ଅଟେ ଯାହା ଆପଣ ସମସ୍ତ ସମସ୍ୟାର ସମାଧାନ କରିପାରିବେ। ଆପଣଙ୍କୁ ଜଣେଇ ଦେଉଛୁ ଘରକୁ ସଜେଇବା ପାଇଁ ଆଇନାର ବ୍ୟବହାର ଆରମ୍ଭରୁ ହିଁ କରାଯାଇଥାଏ। ଏହା ଘରକୁ ସୁନ୍ଦରତା ଦେବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବେଡ଼ରୁମ ହେଉ କିମ୍ବା ପିଲାଙ୍କ କପଡା କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ରୁମ ଆଇନା ଲଗେଇ ଦେଲେ ସୁନ୍ଦର ହୋଇଯାଇଥାଏ। ଆଇନା ବ୍ୟକ୍ତିର ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ଲୋକ ଆଇନାରେ ନିଜକୁ ସଜେଇ ହୋଇଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଭୁଲ ଢଙ୍ଗରେ ଆଇନାର ବ୍ୟବହାର ଆପଣଙ୍କ ଘରେ ଭୟଙ୍କର ବର୍ବାଦି ନକରାତ୍ମକ ଉର୍ଜାର ଛାୟା ଦୁର୍ଘଟଣା ଆଦିର ଶିକାର ଆପଣଙ୍କୁ ବନେଇ ପାରେ। ତେବେ ଆସନ୍ତୁ ଜାଣିବା କେମିତି।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ ଆଇନା ଦେଖନ୍ତୁ ନାହିଁ। କାରଣ ଏହା ଆପଣଙ୍କ ଶରୀରେ ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ଦ୍ବାରା ଆପଣ ନିଜେ ଧୀରେ ଧୀରେ ନିଜର ବର୍ବାଦିର କାରଣ ବନିଥାନ୍ତି।

ରାତିରେ ଏକାନ୍ତ ସମୟରେ ଆଇନା ଭୁଲରେ ବି ଦେଖିବା ଉଚିତ ନୁହେଁ। କାରଣ ରାତିରେ ଆଇନାର ଏକ ଅଲଗା ରୂପ ହୋଇଥାଏ। ଆଇନା ଆପଣଙ୍କର ସୁନ୍ଦରତା କହିବା ସହିତ ନକରାତ୍ମକ ଉର୍ଜା ହେବାର ସଂକେତ ବି ଦେଇଥାଏ। ଯାହା ଆପଣଙ୍କ ପାଇଁ ଭଲ ନୁହେଁ। ରାତି ସମୟରେ ଆଇନା ଦେଖିଲେ ଖରାପ ଉର୍ଜା ଆପଣଙ୍କୁ ପ୍ରଭାବିତ କରିପାରେ। ଆପଣଙ୍କ ଉପରେ ପ୍ରାଧାନ୍ୟ ଦେଇପାରେ।

 

ବାସ୍ତୁ ବିଜ୍ଞାନ କହିଥାଏ କି ଆଇନା ଚେହେରା ସଜେଇବା ଜାଗାରେ ଅନେକ ଥର ଭାଗ୍ୟ ବି ବିଗାଡି ଦେଇଥାଏ। ଆଇନା ସମ୍ବଦ୍ଧିତ ଅନେକ ଭୁଲ ହେବା ପରେ ବି ସ୍ୱାସ୍ଥ୍ୟ ଧନ ଏବଂ ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ବେଡ଼ ରୁମରେ କେବେବି ଆଇନା ରଖିବା ଉଚିତ ନୁହେଁ। ଯଦି ରଖିବା ଜରୁରୀ ହୋଇଥାଏ ତେବେ ଏମିତି ସ୍ଥାନରେ ରଖନ୍ତୁ ଯାହା ଆପଣ ସକାଳୁ ଉଠିଲେ ଆପଣଙ୍କ ଚେହେରା ଦେଖାଯିବ ନାହିଁ।

ଅର୍ଥାତ ଆଇନାରେ ନିଜର ବିଛଣା କେବେବି ନଦେଖାଯିବା ଉଚିତ। ବହୁତ ଅଶୁଭ ମାନାଯାଏ। ଏହା ମାନ୍ୟତା ଅଛି ଯେ ବିଛଣା ସାମ୍ନାରେ ଆଇନା ଦେଖାଯିବା ଆଗକୁ ଖରାପ ଉର୍ଜା ଆପଣଙ୍କୁ ଦେଇଥାଏ। ଯାହା ଆପଣଙ୍କ ପାଇଁ ଭଲ ନୁହେଁ। ଏଥିପାଇଁ ରାତିରେ ଶୋଇବା ସମୟରେ ଆଇନାରେ କୌଣସି କପଡା ପକେଇ ଦିଅନ୍ତୁ। ଏହା ଦ୍ବାରା ନକରାତ୍ମକ ଉର୍ଜାର ପ୍ରଭାବ ରହିନଥାଏ।

ଭୁଲରେ ନିଜ ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ। ନଚେତ ଆପଣ ନିଜର ବର୍ବାଦିର କାରଣ ନିଜେ ହୋଇପାରନ୍ତି। ଏମିତି କଲେ କୌଣସି ଭୟଙ୍କର ଦୁର୍ଘଟଣା ଆଦି ହୋଇପାରେ। ଏଥିପାଇଁ ଯେତେ ଶୀଘ୍ର ସମ୍ଭବ ଭଙ୍ଗା ଆଇନା ବାହାରକୁ ଫୋପାଡ଼ି ଦିଅନ୍ତୁ।

ଯଦି ଆପଣ ଭାଗ୍ୟବାନ ହେବାକୁ ଚାହୁଁଛନ୍ତି ତସକାଳୁ ସମୟରେ ଆଇନା ଦେଖନ୍ତୁ ନାହିଁ। ଭଗବାନଙ୍କୁ ସ୍ମରଣ କରି ସକାଳ ସମୟ ଆରମ୍ଭ କରନ୍ତୁ। ସକାରାତ୍ମକ ଉର୍ଜାର ପରିଣାମ ଦେଇଥାଏ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button