ବିଚାର

ନବରାତ୍ରିର ମହାଷ୍ଟମୀ ଦିନ ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟେ ମୁଦ୍ରା, ଅଳ୍ପ ଦିନରେ ହୋଇଯିବେ ମାଲାମାଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନବରାତ୍ରିରେ ଗୋଟେ ମୁଦ୍ରାକୁ ନେଇ କେଉଁ ଉପାୟ କଲେ ଆପଣ ଲାଭବାନ ହୋଇ ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ମୁଦ୍ରା ଦଶ, ପାଞ୍ଚ ଟଙ୍କା ହେଲେ ମଧ୍ୟ ଚଳିବ। ଏହି ଉପାୟ କରିବା ସମୟରେ ଆପଣ ନିଜର ଅଭିଳାଷା ବ୍ୟକ୍ତ କରିବା ଉଚିତ। ନବରାତ୍ରିରେ ଅଷ୍ଟମୀ ଓ ନବମୀ ଦିନ ମାଆ ଦୁର୍ଗାଙ୍କୁ ସାତ ଗୋଟି ଅଳେଇଚ ଓ ଭୋଗ ଲଗାନ୍ତୁ। ତାପରେ ବିବାହିତ ଦମ୍ପତି ଏହାକୁ ଭୋଗ ରୂପରେ ଗ୍ରହଣ କରନ୍ତୁ। ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଗୋଟେ ଲାଲ କପଡ଼ାରେ ଗୋଟେ ସୁପାରି ଓ ଗୋଟେ ମୁଦ୍ରା ରଖି ଅର୍ପଣ କରନ୍ତୁ। ଏହାକୁ ଆପଣ ଧନଭଣ୍ଡାର ଘରେ ମଧ୍ୟ ରଖି ପାରିବେ।

ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କେବେବି ଧନର ଅଭାବ ହେବ ନାହିଁ। ଯଦି ଆପଣ ଧନ ସମସ୍ୟାରେ ବୁଡି ରହିଛନ୍ତି, ତାହେଲେ ନବରାତ୍ରିରେ ମାଆ ଦୁର୍ଗାଙ୍କୁ ମଖାନା ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ନବରାତ୍ରିରେ ମାଆ ଦୁର୍ଗାଙ୍କ ପାଖରେ ଦୀପ ପ୍ରଜ୍ବଳନ କରିବା ସମୟରେ ଦୀପରେ ଗୋଟେ ମୁଦ୍ରା ପକାଇ ଦିଅନ୍ତୁ।

ଏହାସହିତ ଆଉ ଏକ ଉପାୟ ମଧ୍ୟ ଆପଣଙ୍କୁ ଲାଭବାନ କରି ଦେବ। ଉପାୟ ହେଉଛି ଗୋଟେ ମାଟିର ପାତ୍ରରେ ଚାଉଳ ଭରି ସେଥିରେ ଦୁବ ଘାସ ଓ ଗୋଟେ ମୁଦ୍ରା ରଖି ଘରର କୌଣସି କୋଣରେ ରଖି ଦିଅନ୍ତୁ। ଏହି ଉପାୟ ଆପଣ ନବରାତ୍ରିରେ କରନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ସୁଫଳ ପ୍ରାପ୍ତ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button