ଦେଶ ବିଦେଶ

ଯୌନ ସମ୍ପର୍କ ସ୍ଥାପନ ସମୟରେ କରୁଛନ୍ତି କି ଏହି ଭୂଲ ? ନଚେତ୍ ଆଜୀବନ ପସ୍ତେଇ ପାରନ୍ତି

ଯୌନ ସମ୍ପର୍କ ସ୍ଥାପନ କରିବା ବେଳେ ଭୂଲରେ ବି କରନ୍ତୁ ନାହିଁ ଏପରି କୌଣସି କାର୍ଯ୍ୟ , ଯେଉଁଥି ପାଇଁ ଆପଣଙ୍କୁ ଆଜୀବନ ପସ୍ତାଇବାକୁ ପଡ଼ିବ । ଯୌନ ସମ୍ପର୍କ ସ୍ଥାପନ କରିବା ହୁଏ ତ ଆପଣଙ୍କ ପାଇଁ ସହଜ କାମ ଲାଗୁ ଥାଇପାରେ । କିନ୍ତୁ ଏହି ସମୟରେ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍ । ନଚେତ୍ ଏହା ଆପଣଙ୍କ ଜୀବନକୁ ନଷ୍ଟ କରି ଦେଇପାରେ ।

ତେବେ ଯୌନ ସମ୍ପର୍କ ସ୍ଥାପନକୁ ନେଇ ଜାଣନ୍ତୁ କେତେକ ସତର୍କ ନିୟମାବଳି……

Saririka samparka

* ଯୌନ ସମ୍ପର୍କ ସ୍ଥାପନ କରିବା ସମୟରେ କଣ୍ଡୋମ୍ ର ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ HIV ସଂକ୍ରମଣରୁ ରକ୍ଷା କରିଥାଏ । ଏହା ସହିତ ଅବିବାହିତ ମାନଙ୍କୁ ଏହାର ବ୍ୟବହାର ଗର୍ଭଧାରଣ ମଧ୍ୟ ମାରି ନଥାଏ ।

* ଯଦି ଆପଣ ଯୌନ ସମ୍ପର୍କ ସ୍ଥାପନ ପାଇଁ ଇଛୁକ ନାହାନ୍ତି ତେବେ ଜୋର୍ ଜବରଦସ୍ତ ବା ବାଧ୍ୟତାମୂଳକ ଭାବେ ସମ୍ପର୍କ ରଖନ୍ତୁ ନାହିଁ ।

* ପ୍ରତିଦିନ ଏହି କାର୍ଯ୍ୟରେ ଲିପ୍ତ ରହିବା ଏକ ବ୍ୟକ୍ତିର ଶାରୀରିକ , ମାନସିକ ଏବଂ ବ୍ୟକ୍ତିଗତ ଉନ୍ନତିରେ ମଧ୍ୟ ବାଧା ସୃଷ୍ଟି କରିଥାଏ ।

* ଏକାଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରୁଥିଲେ ସାବଧାନ ରୁହନ୍ତୁ । କାରଣ ଏହା ସଂକ୍ରମଣର ଆଶଙ୍କା ବେଶ୍ ବଢାଇଥାଏ । ଏବଂ ହୁଏ ତ ଏହା HIV ମଧ୍ୟ ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button