ଜୀବନଶୈଳୀ

ସକାଳର ଚା ପିଉଥିବା ସମୟରେ ଲୋକ କରନ୍ତି ଏହି ପାଞ୍ଚଟି ଭୁଲ, ଯାହା ପାଇଁ ଯାଇପାରେ ଜୀବନ

ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ସକାଳେ ଚା ପିଇବା ସମୟରେ ଲୋକ କରିଥାନ୍ତି ସବୁବେଳେ ଏହି ପାଞ୍ଚଟି ଭୁଲ ଯାହା ଆପଣ ମାନଙ୍କର ଜୀବନ ନେଇପାରେ । ଭୁଲରେ ବି ଆପଣ ଏମିତି ଚା ପିଅନ୍ତୁ ନାହିଁ । କାରଣ ଚା ଉପକାରୀ ହୋଇଥାଏ ତାହେଲେ ଅପକାରୀ ବି ହୋଇଥାଏ । ଆଜି ଆମେ କହିବୁ କି ଚା କେମିତି ପିଇଲେ ଆପଣଙ୍କ ଶରୀର ପାଇଁ ଉପକାରୀ ହେବ । ଚା ପିଇବାର ସମୟ ଠିକ ରଖିଲେ ଆପଣଙ୍କ ପାଇଁ ଭଲ ହୋଇଥାଏ । ଭାରତରେ ସବୁଠାରୁ ଅଧିକ ଚା ପିଆ ଯାଇଥାଏ ।

ଆସନ୍ତୁ ଜାଣିବା ଚା କେମିତି ପିଇବା, ପ୍ରଥମେ ଚା ଦ୍ଵାରା ହେଉଥିବା ଫାଇଦା ବିଷୟରେ କହିବୁ ।

ଯଦି ଆପଣ ସକାଳୁ ଚା ପିଉଛନ୍ତି ତାହେଲେ ଚା ପିଇବା ପୂର୍ବରୁ କିଛି ଖାଇବା ଦରକାର । ଏମିତି କଲେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ।

ଚା ପିବା ଦ୍ଵାରା ଥଣ୍ଡା ,କାଶ ଉପରେ ବି ପ୍ରଭାବ ପଡିଥାଏ ଏବଂ ଏହା ଠିକ ହୋଇପାରେ ।

ଯଦି ଆମକୁ ରାତିରେ ଚାହିଁବାକୁ ପଡେ ତାହେଲେ ଚା ର ସାହାଯ୍ୟ ନେଇପାରିବା । ଏଥିରୁ ଏକ ଏମିତି ତତ୍ଵ ମିଳିଥାଏ ଯାହା ନିଦକୁ ଆସିବାକୁ ଦିଏ ନାହିଁ ।

ସକାଳେ ଖାଲି ପେଟରେ ଚା ପିଇଲେ କଣ କଣ ଅସୁବିଧା ହୋଇଥାଏ ଆସନ୍ତୁ ଜାଣିବା ।

୧ -ସକାଳେ ଖାଲି ପେଟରେ ଚା ପିଇଲେ ଆମ ଶରୀରରେ ଗ୍ୟାସ ପ୍ରୋବ୍ଲେମ ବଢିଥାଏ । ଯାହା ଫଳରେ କ୍ୟାନ୍ସର ଭଳି ଖାତରନାକ ରୋଗ ହେବାର ସଂଭାବନା ବଢି ଯାଇଥାଏ ।

୨ -ସକାଳେ ଖାଲି ପେଟରେ ଚା ପିଇଲେ ଆପଣଙ୍କ ଶରୀର କମଜୋର ହୋଇଯାଇ ଥାଏ ।

୩ -କିଛି ଲୋକ ଖାଲି ପେଟରେ ଚା ପିଅନ୍ତି କିନ୍ତୁ ଖାଇବା ପରେ ବି ଚା ପିଇଥାନ୍ତି । ତାହେଲେ ଏହି ତରିକା ଆହୁରି ବି ଭୁଲ ଅଟେ । ଖାଇବା ପରେ ଚା ପିଇଲେ ଯାହା ପୋଷାକ ତତ୍ଵ ଆପଣଙ୍କୁ ଖାଦ୍ୟରୁ ମିଳିଥାନ୍ତା ତାହା ଅବଶୋଷିତ ହୋଇଯାଇ ଥାଏ । ଏହାଦ୍ୱାରା ଆପଣଙ୍କ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ।

୪-ଅଧିକ ଚା ପିଇବା ଦ୍ଵାରା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଏହାକୁ କମ ପିଇବା ପାଇଁ ଚେଷ୍ଟା କରନ୍ତୁ ।

୫ -ଚାରେ ଅଦା , ତୁଳସୀର ପ୍ରୟୋଗ କରନ୍ତୁ ନାହିଁ । ଏଥିରୁ ଏହି ସବୁର ଗୁଣର ମାତ୍ରା ପର୍ଯ୍ୟାପ୍ତ ମିଳିପାରି ନଥାଏ । କାରଣ ଚା ରେ ଥିବା କେଫିନ ଏହି ଔଷଧ ପାଇଁ ବାଧକ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button