ଦେଶ ବିଦେଶ

ଏହି ଡାଲିକୁ ଗ୍ରାଇଣ୍ଡିଙ୍ଗ କରି ନିଜ ଚେହେରାରେ ଲଗାଇ ଦିଅନ୍ତୁ, ଚେହେରାର କଳା ପରସ୍ତ ବାହାରିଯିବ, ହେଇଯିବେ ଗୋରା

ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରା ବହୁତ ଅଧିକ ଗ୍ଲୋ କରିବାକୁ ଲାଗିବ ଓ ସଫା ବି ହୋଇଯିବ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ବୟସ ବଢିବାର ପ୍ରକ୍ରିୟା ବି ଧିମା ହୋଇଯିବ । ଏହା ସହିତ ଆପଣ ବହୁତ ସମୟ ପର୍ଯ୍ୟନ୍ତ ଯବାନ ଓ ସୁନ୍ଦର ନଜର ଆସିବେ । ଏହା ସହିତ ଆପଣଙ୍କ ଚେହେରାର ସବୁ ପ୍ରକାରର ସମସ୍ୟା ଓ ଦାଗକୁ ଦୂର କରିବାରେ ବି ଏହା ସାହାର୍ଯ୍ୟ କରିଥାଏ ।

କହିବାକୁ ଗଲେ ସମସ୍ତେ ନିଜ ଚେହେରାକୁ ସୁନ୍ଦର କରିବାକୁ ଚାହାନ୍ତି ଓ ଏହି ଉପାୟ ଆପଣଙ୍କୁ ବହୁତ କମ ସମୟରେ ଆପଣଙ୍କ ଚେହେରାକୁ ସୁନ୍ଦର କରିଦେବ । ଏହା ଉପାୟ ବହୁତ ସହଜ ଅଟେ । ଏହି ଉପାୟକୁ କରିବା ପାଇଁ ଆପଣ ପ୍ରଥମେ ମସୁର ଡାଲି ନିଅନ୍ତୁ । ଆପଣଙ୍କୁ କହିଦେଉଛୁ କି ଏହା ଆମ ସ୍ୱାସ୍ଥ୍ୟ ପାଇଁ ଓ ଚେହେରା ପାଇଁ ବି ବହୁତ ଭଲ ହୋଇଥାଏ ।

ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରାରେ ଯେଉଁ ଗ୍ଲୋ ଆସିବ ତାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମେ ଏହି ଡାଲିକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହା ପରେ ଏହି ଫେସପ୍ୟାକକୁ କରିବା ପାଇଁ ଆପଣ ପ୍ରଥମେ ଏକ କାଚ ପାତ୍ରରେ ଗୋଟିଏ ଚାମଚ ଗ୍ରାଇଡିଙ୍ଗ ମସୁର ଡାଲି, ଗୋଟିଏ ଚାମଚ ମୁଲତାନି ମାଟି ପାଉଡର, ଏହା ପରେ ଏଥିରେ ଅଧ ଚାମଚ ନିମ ଫେସ ପ୍ୟାକ ପାଉଡର, ଅଧ ଚାମଚ ଆଲୋବେରା ଜେଲ ଓ ଶେଷରେ ପାଣି ମିଶାଇ ଏକ ପେସ୍ଟ ତିଆରି କରନ୍ତୁ ।

ବର୍ତ୍ତମାନ ଆପଣ ଏହାକୁ ବ୍ୟବହାର କରିବା ପାଇଁ ରୋଜ ୱାଟର ନିଅନ୍ତୁ ଓ ସେହି ରୋଜ ୱାଟରକୁ ଏକ ତୁଳା ଦ୍ଵାରା ନିଜ ଚେହେରାରେ ଲଗାନ୍ତୁ ଓ ଏହା ପରେ ସେହି ପେସ୍ଟକୁ ନିଜ ଚେହେରାରେ ଓ ବେକରେ ଲଗାନ୍ତୁ । ଏହାକୁ ଆପଣ ନିଜ ଚେହେରାରେ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ପାଣିରେ ସଫା କରି ଦିଅନ୍ତୁ ।

ଏହା ପରେ ଦେଖିବେ କି ଆପଣଙ୍କ ଚେହେରା ବହୁତ କୋମଳ ଓ ସଫା ହୋଇ ଯାଇଛି । ଏହାକୁ ଆପଣ ଥରେ ବ୍ୟବହାର କରିବା ଦ୍ଵାରା ବହୁତ ଫରକ ଦେଖିବେ । ଏହାକୁ ଆପଣ ରାତିରେ ଶୋଇବା ସମୟରେ ସବୁଦିନ ବ୍ୟବହାର କରି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button