ଜୀବନରେ କେବେବି ଏହି ୨ଟି ଭୁଲ କରିବେ ନାହିଁ, ନଚେତ ନ-ର୍କ ସମାନ ଯ-ନ୍ତ୍ର-ଣା ଭୋଗ କରିବାକୁ ପଡିବ

ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତି ଯେ ଦୁନିଆର ସବୁଠୁ ବଡ଼ ପା-ପ କର୍ମ କଣ। ଓ ଏହାର ଦଣ୍ଡ ଆପଣଙ୍କୁ କିପରି ଭାବରେ ମିଳିଥାଏ। ତେବେ କିଛି ଲୋକ କହିବେ ଦୁ-ଷ୍କର୍ମ ବା ଚୋ-ରି ବା ହ-ତ୍ୟା। ଓ ଅନ୍ୟ କେତେକ ଲୋକଙ୍କର ଅଲଗା ଅଲଗା ଉତ୍ତର ରହିଥିବ। ତେବେ ଏହାର ଦ-ଣ୍ଡ ମଧ୍ୟ ଲୋକଙ୍କର ଭିନ୍ନ ଭିନ୍ନ ଉତ୍ତର ହୋଇଥିବ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଆମ ଶାସ୍ତ୍ରରେ କଣ ଉଲ୍ଲେଖ ରହିଛି। ତେବେ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯେ ମଣିଷ ଜୀବନରେ ବହୁତ ଭଲ ସମୟ ଆସିଥାଏ ଓ ବହୁତ ଖରାପ ସମୟ ମଧ୍ୟ ଆସିଥାଏ। ତେବେ ଭଲ ସମୟରେ ଅଧିକ ଖୁସି ହୋଇ ଭୁଲ କାମ ଯେଉଁମାନେ ନକରନ୍ତି ଓ ଖରାପ ସମୟରେ ସତ ରାସ୍ତାକୁ ନ ବଦଳାଇ ଯିଏ ଖରାପ ରାସ୍ତାକୁ ଯାଇନଥାନ୍ତି ସେହିଭଳି ବ୍ୟକ୍ତିଙ୍କୁ ଭଗବାନ ସର୍ବଦା ସାହାର୍ଯ୍ୟ କରିଥାନ୍ତି ଓ ସର୍ବଦା ସେମାନଙ୍କ ସାଥିରେ ରହିଥାନ୍ତି। ତେବେ ଆଜି ଆମେ ଏହି ପୋଷ୍ଟରେ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଏପରି ଦୁଇଟି ବଡ଼ ଭୁଲ କାର୍ଯ୍ୟ ଅଛି ଯାହାକୁ ଆପଣ କେବେବି ଜୀବନରେ କରିବା ଉଚିତ ହୋଇନଥାଏ। ନଚେତ ଆପଣଙ୍କୁ ନର୍କ ଦ-ଣ୍ଡ ଭୋଗିବାକୁ ପଡିଥାଏ। ତେଣୁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ବନ୍ଧୁଗଣ ଶାସ୍ତ୍ରରେ ଉଲ୍ଲେଖ ରହିଛି କି ଦୁନିଆର ସବୁଠାରୁ ବଡ଼ ପାପ ସେହି ଅଟେ ଯେବେ କୌଣସି ଦୁର୍ବଳ ବ୍ୟକ୍ତି ଉପରେ ଜଣେ ସବଳ ବ୍ୟକ୍ତି ଜୋର ଦେଖାଇଥାଏ ଓ ତାକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ। ବନ୍ଧୁଗଣ ଆଜିକା ସମୟରେ ପ୍ରାୟତଃ ଲୋକ ସମସ୍ତଙ୍କୁ ନିଜ ଠାରୁ ଦୁର୍ବଳ ମନେ କରନ୍ତି ଓ ଅନ୍ୟ ମାନଙ୍କୁ କଷ୍ଟ ମଧ୍ୟ ଦେଇଥାନ୍ତି। ତେବେ ବନ୍ଧୁଗଣ ଆପଣଙ୍କୁ ମଧ୍ୟ ଏହାର ଧ୍ୟାନ ରଖିବାକୁ ପଡିବ ଯେ ଆପଣ ଦ୍ୱାରା କୌଣସି ଦୁର୍ବଳ ବ୍ୟକ୍ତି ଯେପରି କଷ୍ଟ ନପାଉ। ନଚେତ ଆପଣଙ୍କ ଜୀବନରେ ବହୁତ କିଛି ଖରାପ ଆସିବ। ତେବେ ଏହାର ଦ-ଣ୍ଡ ତାହା ମଧ୍ୟ ହୋଇଥାଏ ଯାହା ସେହି ଦୁର୍ବଳ ବ୍ୟକ୍ତି ପାଟିରୁ ବାହାରିଥାଏ। ଯଦି କୌଣସି ଦୁର୍ବଳ ବ୍ୟକ୍ତିକୁ ଆପଣ ଅସୁବିଧାରେ ପକାନ୍ତି ତେବେ ସେହି ସମୟ ଠାରୁ ଆପଣଙ୍କର ଖରାପ ସମୟ ଆସିବା ଆରମ୍ଭ ହୋଇଯାଇଥାଏ। ଆଉ ଆପଣଙ୍କ ଜୀବନରେ ବହୁତ କଷ୍ଟ ପାଇଥାନ୍ତି।

ବନ୍ଧୁଗଣ ଶାସ୍ତ୍ରରେ ଉଲ୍ଲେଖ ରହୁଛି ଆଉ ଆମ ପୂର୍ବପୁରୁଷ ମାନେ ମଧ୍ୟ କହୁଥିଲେ ସାଙ୍ଗ ହେବାର ଅଛି ତେବେ ସଜ୍ଜନ ବ୍ୟକ୍ତି ମାନଙ୍କ ସହିତ ସାଙ୍ଗ ହୁଅନ୍ତୁ। ନଚେତ କୌଣସି ଦୁଷ୍ଟ ବ୍ୟକ୍ତି ଆପଣଙ୍କ ସଙ୍ଗ ହୋଇ ଆପଣଙ୍କ ସ-କାରା-ତ୍ମକ ଭାବନାକୁ ନକ-ରାତ୍ମ-କ କରିଦେଇଥାଏ। ତେଣୁ ବନ୍ଧୁଗଣ ମଣିଷକୁ ସାଙ୍ଗ ବନେଇବାରେ ସର୍ବଦା ସାବଧାନ ରହିବା ଉଚିତ। କାହିଁକିନା ଭଲ ସାଙ୍ଗ ଜୀବନ ବଦଳାଇ ଦେଇଥାଏ । କିନ୍ତୁ ଜଣେ ଖରାପ ସାଙ୍ଗ ଆପଣଙ୍କ ଜୀବନକୁ ବ-ର୍ବାଦ କରିଦେଇଥାନ୍ତି। ତେବେ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ କୋଇଲା ଖଣିକୁ ଯାଇ କୋଇଲା ନ ଆଣିଲେ ମଧ୍ୟ ନିଜକୁ ଯେତେ ବିଞ୍ଚାଇଲେ ମଧ୍ୟ ଆପଣଙ୍କ ବସ୍ତ୍ର କିମ୍ବା ଆପଣଙ୍କର କୌଣସି ମଧ୍ୟ ଅଙ୍ଗରେ କଳା ଲାଗିଯାଇଥାଏ। ଠିକ ସେହିପରି ଖରାପ ଲୋକଙ୍କ ସହ ରହିଲେ ମନରେ ଖରାପ ଭାବନା ନିଶ୍ଚିତ ଆସିଥାଏ। ଏଣୁ ବନ୍ଧୁଗଣ ଆପଣ ମଧ୍ୟ ନିଜ ଜୀବନରେ ଏପରି ଭୁଲ କେବେବି କରନ୍ତୁ ନାହିଁ। ନଚେତ ଆପଣଙ୍କୁ ବ-ର୍ବାଦ ହେବାରେ କେହି ମଧ୍ୟ ଅଟକାଇ ପାରିବେ ନାହିଁ।