ସ୍ୱାସ୍ଥ୍ୟ

୩ ଦିନ ପିଅନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ବୁଢାପା, ଦୁର୍ବଳତା, ଅନିଦ୍ରା, ମଧୁମେୟ ଆଦି ରୋଗ ରହିବ ଦୂରେଇ- Health Tips

ବନ୍ଧୁଗଣ ଆରୋଗ୍ଯ ହେବାକୁ ସମସ୍ତେ ଚାହିଁଥାନ୍ତି । ମାତ୍ର କେଉଁ ଉପାୟଟିକୁ ଗ୍ରହଣ କରି ଆରୋଗ୍ଯ ରହିପାରିବେ ତାହା ଆପଣ ମାନଙ୍କୁ ସାଧାରଣତ ଜଣା ନଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ଉପାୟ ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ସୁସ୍ଥ ସହିତ ଆନନ୍ଦମୟ ମଧ୍ୟ ରହିପାରିବେ । ବନ୍ଧୁଗଣ ଏହାକୁ ପ୍ରୟୋଗ କରି ଆପଣ ଆପଣଙ୍କ ଶରୀରର ବହୁତ ପ୍ରକାରର ରୋଗର ଚିକିସ୍ୟା କରିପାରିବେ । ବନ୍ଧୁଗଣ ଏହି ଉପାୟତି ବନାଇବା ପାଇଁ ଯେଉଁ ମୁଖ୍ୟ ସାମଗ୍ରୀ ଟି ଆବଶ୍ୟକ ହେଉଛି ତାହା ହେଉଛି ବାଦାମ ।

ବନ୍ଧୁଗଣ ବାଦାମ ଖାଇବାର ଫାଇଦା କଣ ତଥା ସେ କେତେ ମାତ୍ରାରେ ଆମ ଶରୀରର ଉପକାର କରିଥାଏ ତାହା ପ୍ରାଏ ସମସ୍ତେ ଜାଣିଛନ୍ତି । ବନ୍ଧୁଗଣ ଆମେ ପିଲାଦିନୁ ହିଁ ବାଦାମ ଖାଇ ଆସିଛୁ, ମାତ୍ର ତାହାର ସଠିକ ପ୍ରୟୋଗ କରିନାହୁଁ । ବନ୍ଧୁଗଣ ପେଟ ଠାରୁ ଆରମ୍ଭ କରି ହାର୍ଟ ର ସବୁ ପ୍ରକାର ର ବେମାରି କୁ ଆୟତ କରି ରଖିଥାଏ । ଶରୀରର ଓଜନ ତଥା ମୋଟାପା କୁ କମାଇଥାଏ । ଡାଇବେଟିକ୍ସ କୁ କମ କରିଥାଏ । ହାର୍ଟ ବ୍ଲୋକେଜ ରୁ ବଞ୍ଚାଇଥାଏ ।

ଏହା ବ୍ଯତୀତ ଆପଣଙ୍କ ଶରୀରକୁ ତାକତ ତଥା ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ବନ୍ଧୁଗଣ ଯଦି ଆପଣ ନୀତିଦିନ ବାଦାମ ର ସେବନ କରନ୍ତି ତେବେ ଆପଣଙ୍କର ରୋଗପ୍ରତିରୋଧକ କ୍ଷମତା ବନୀରହିବ । ବନ୍ଧୁଗଣ ଆପଣ ମାନେ ବାଦାମର ପ୍ରୟୋଗ କିଭଳି କରିବେ ଆସନ୍ତୁ ଜାଣିବା, ଆପଣ ୪ ଟି ବାଦ୍ସାମକୁ ନେଇ ଗୋଟିଏ ପାତ୍ରରେ ଅଳ୍ପ ମାତ୍ରାରେ ପାଣି ନେଇ ସେଥିରେ ଭିଯାଇ ଦିଅନ୍ତୁ । ଏହା ପରେ ଖସଖସ ରୁ ଗୋଟିଏ ଚାମଚ ନିଅନ୍ତୁ । ବନ୍ଧୁଗଣ ଖସଖସ କବଜ ଭଳି କାମ କରିଥାଏ । ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ ।

ଏହାର ପ୍ରୟୋଗ ଆନ୍ତରିକ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆମର ବିଭିନ୍ନ ପ୍ରକାର ରୋଗ ନ ହେବା ପାଇଁ ଆୟୁର୍ବେଦ ରେ ଏହାକୁ ବ୍ୟବହୃତ ମଧ୍ୟ କରାଯାଏ । ବନ୍ଧୁଗଣ ଆଗକୁ ଯେଉଁ ସାମଗ୍ରୀ ବିଷୟରେ କହିବାକୁ ଯାଉଛୁ ତାହା ଡାଇବେଟିକ୍ସ ରୋଗୀ ଏବଂ ହାର୍ଟ ରୋଗୀ ପାଇଁ ବହୁତ ଲାଭଦାୟକ ଅଟେ । ବନ୍ଧୁଗଣ ସେହି ସାମଗ୍ରୀଟି ହେଉଛି ମଖାନି । ଏହା ଆପଣଙ୍କ ଶରୀରକୁ ତାକତ ପ୍ରଦାନ କରିଥାଏ । ଆପଣ ଏହାର ଖିରୀ ର ସେବନ ପ୍ରାଏ କରିଥିବେ, ଏହା କିଭଳି ସ୍ଵାଦିଷ୍ଟ ହୋଇଥାଏ ତାହା ଆପଣଙ୍କୁ ଜଣା ।

ବନ୍ଧୁଗଣ ଏହା କେବଳ ଆପଣଙ୍କ ସ୍ଵାଦ ପାଇଁ ଭଲ କେବଳ ତାହା ନୁହେଁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଅଟେ । ବନ୍ଧୁଗଣ ଏହାପରେ ଆଉ ଏକ ସାମଗ୍ରୀ ଟି ହେଉଛି ମିଶ୍ରି, ବନ୍ଧୁଗଣ ମିଶ୍ରି ର ପ୍ରୟୋଗ ସାଧାରଣତ ଆମେ ବହୁତ ଗୁଡିଏ କାର୍ଯ୍ୟ ରେ ବ୍ୟବହୃତ କରିଥାଉ । ବନ୍ଧୁଗଣ ଆପଣଙ୍କୁ ମିଶିରି ସହିତ ୧ ଗିଲାସ କ୍ଷୀର ମଧ୍ୟ ନେବାକୁ ହେବ । ବନ୍ଧୁଗଣ କ୍ଷୀର ପିଲାଦିନୁ ଆମ୍ଭେ ପାନ କରିଛୁ ଏବଂ ଆପଣ ତାହାର ଫାଇଦା ମଧ୍ୟ ଜାଣିଛନ୍ତି । ଏବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରଣାଳିଟି କଣ ଅଟେ ।

ବନ୍ଧୁଗଣ ପ୍ରଥମେ ଆପଣ ଚୁଲି ଲଗାଇ ଗୋଟିଏ ପାତ୍ରରେ ଏକ ଚାମଚ ସୁଦ୍ଧ ଗୁଆ ଘୀଅ ନେବେ, ଏହାପରେ ଘୀଅ ରେ ଏକ ଚାମଚ ଖସଖସ ପକାଇ ତାକୁ ଭାଜନ୍ତୁ । ଏହାପରେ ସେଥିରେ ଗୋଟିଏ ଗିଲାସ କ୍ଷୀର ଢାଳନ୍ତୁ । ଏହାପରେ ସେଥିରେ ଆପଣ ରାତିରୁ ଭିଜାଇ ରଖିଥିବା ବାଦାମକୁ ଭଲଭାବେ ଗୁଣ୍ଡା କରି ଏଥିରେ ମିଶାନ୍ତୁ । ଏହାପରେ ଏଥିରେ ୧ ମୁଠା ମଖାନି ପକାନ୍ତୁ । ଏହାପରେ ଆପଣ ନିଜ ସ୍ଵାଦ ଅନୁଯାୟୀ ଏଥିରେ ମିଶିରି ମିଶାନ୍ତୁ । ଏହି ମିଶ୍ରଣକୁ ଭଲଭାବେ ଫୁଟାନ୍ତୁ ଏହାକୁ ତିନିଥର ଭଲ ଭାବେ ଫୁଟାଇ ସାରିବା ପରେ, ଏହାକୁ ଆପଣ ଗୋଟିଏ ଗ୍ଳାସ ରେ ଛାଣି ବାହାର କରି ଦିଅନ୍ତୁ ।

ବନ୍ଧୁଗଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ପ୍ରଦାନ କରିବ । ଏହାକୁ ଆପଣ ନୀତିଦିନ ମୁହଁ ନ ଧୋଇ ସେବନ କରନ୍ତୁ, ଆପଣଙ୍କୁ ବହୁତ ଲାଭ ମିଳିବ ଆପଣଙ୍କ ପେଟ ଠାରୁ ଆରମ୍ଭ କରି ହାର୍ଟ ପର୍ଯ୍ୟନ୍ତ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button