ବିଚାର

ଶନିଦେବଙ୍କ କୃପାରୁ ଏହି ୫ ଟି ରାଶି କୋଟିପତି ବଦଳିବ ଭାଗ୍ୟ ଦେଖନ୍ତୁ କେମିତି କରିବେ ଏହି ଗୁରୁତ୍ୱପର୍ଣ୍ଣ ଉପାୟ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶନି ଏକ ଏମିତି ଗ୍ରହ ଅଟନ୍ତି ଯିଏ ଏକା ସାଥିରେ ତିନଟି ରାଶି ଉପରେ ସାଢେସାତ ଏବଂ ଦୁଇଟି ରାଶି ଉପରେ ଅଢେଇର ପ୍ରଭାବ ପକାଇ ଥାନ୍ତି ଏହି ପ୍ରକାର ଶନିଙ୍କ ଏକା ସାଥିରେ ପାଞ୍ଚଟି ରାଶି ଉପରେ ପ୍ରଭାବ ପକାଇ ଥାଏ ଯେମିତି କି ଆମେ ସର୍ବଦା ଶୁଣି ଆସିଛୁ କି ଆମର ଜ୍ୟୋତିଷ ଶାସ୍ତ୍ର ରେ ଆମର ଗ୍ରହ ଏବଂ ନକ୍ଷେତ୍ର ସହ ସମନ୍ଧିତ ପ୍ରତେକ ସମସ୍ୟାର ସମଧାନ ମିଳିଜାଇ ଥାଏ।
ଏଥିପାଇଁ ଶନି ମହା ଦୋଶାର ଦୂପ୍ରଭାବକୁ କମ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେ ସବୁ ଉପାୟ କୁହାଯାଇ ଅଛି। ଏବଂ ଯଦି ଆମେ ଏହି ଉପାୟକୁ କରିଥାନ୍ତି ତ ନିଶ୍ଚିନ୍ତ ରୂପେ ଆମେ ଶନିଙ୍କ କୂଦୃଷ୍ଟିରୁ ବଞ୍ଚି ପାରିବା।
ଶନି ଦେବଙ୍କ କୃପା ପ୍ରାପ୍ତ କରିବା ପାଇଁ କିମ୍ବା ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆମେ କଣ ଉପାୟ କରି ପାରିବା ଆସନ୍ତୁ ଜାଣିବା। ପ୍ରଥମେ ହେଲା କଳା ରଙ୍ଗ ଶନି ଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ ଶନି ଦେବଙ୍କୁ ପଶ୍ରନ୍ନ କରିବା ପାଇଁ ପ୍ରତେକ ଶନିବାରକୁ ନିୟମିତ ରୂପେ କଳା ବସ୍ତ୍ର ଦାନ କରନ୍ତୁ।
କଳା କପଡା, କଳା ରାଶି, ସୋରିସ ତେଲ ବିଶେଷ ରୁପେ ଦାନ କରନ୍ତୁ। ଯଦି କୌଣସି ବ୍ୟକ୍ତିର ଶନିଙ୍କ ମହା ଦୋଶି ଚାଲିଥାଏ ତ ଜ୍ୟୋତିଷ ଶାସ୍ତ୍ରରେ ଗୋଟିଏ ଉପାୟ ଏହାବି କୁହାଯାଇଛି କି ସେହି ବ୍ୟକ୍ତି କୁ ନିୟମିତ ରୂପେ ଶନି ମହାତ୍ୟମ ଅବସ୍ୟ ପଢିବା ଉଚିତ୍।
ଏହାକୁ ପଢିବା ସମୟରେ ନିଜର ଆଚରଣ ସୁଦ୍ଧ ରଖନ୍ତୁ ଏହା ଦ୍ୱାରା ନିଶ୍ଚିନ୍ତ ରୂପେ ସାଢେସାତ ର ଦୂପ୍ରଭାବକୁ କମ କରାଯାଇପାରେ।
ଶନିବାରକୁ ହନୁମାନଙ୍କ ମନ୍ଦୀରକୁ ଯାଇ ତାଙ୍କୁ ଚମେଳି ତେଲ ତଥା ସିନ୍ଦୁର ଅବଶ୍ୟ ଅର୍ପଣ କରନ୍ତୁ ହନୁମାନ ଏବଂ ଶନି ଦେବ ବହୁତ ଭଲ ମତ୍ର ମାନାଜାଇ ଥାଏ ଏଥିପାଇଁ ହନୁମାନଙ୍କର ପୂଜା କରିବା ଦ୍ୱାରା ଶନି ମହାରାଜ ବି ପଶ୍ରନ୍ନ ହୋଇଯାଇଥାନ୍ତି।
ସେହିପରି ଶନି ଦେବଙ୍କୁ ଅସ୍ତ ଗଛ ଅତ୍ୟନ୍ତ ପ୍ରିୟ ଅଟେ ଅସ୍ତ ଗଛର ପୂଜା କରିବା ଦ୍ୱାରା ଶନି ଦେବ ପଶ୍ରନ୍ନ ହୋଇଥାନ୍ତି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button