ଯଦି ଆପଣଙ୍କ ନିଦ ରାତି 3 ଟାରେ ଭଙ୍ଗୁଛି ତେବେ ଭଗବାନ ଆପଣଙ୍କୁ ଦେଉଛନ୍ତି ଏହି ବିଶେଷ ସଂକେତ

ଆପଣ ଗଭୀର ନିଦ ରେ ସୋଇଥିବା ସମୟରେ ଆପଣଙ୍କ ର ନିଦ କୌଣସି କାରଣରୁ ହଠାତ ଭାଙ୍ଗି ଯାଉଛି ଏବଂ ଆପଣ ସେହି ସମୟ ରେ ସମୟ ଦେଖୁଛନ୍ତି ଯଦି ମଧ୍ୟରାତ୍ରି ରୁ ଅଧିକ ବା ସକାଳ ୩ -୫ ସମୟ ହୋଇଛି, ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଜୀବନରେ ଅଧିକ ଚିନ୍ତା ହେଉ ବା ଅଧିକ ଖୁସି ଯାହା ବି ହେଉ ଆପଣ କୌଣସି ନା କୌଣସି କାରଣ ରୁ ହଠାତ ନିଦରୁ ଉଠି ପଡନ୍ତି ସେତେବଳେ ଆପଣଙ୍କ ର କଣ ହେଉଛି ଆପଣ କିଛି ବୁଝିପାରନ୍ତି ନାହିଁ ।
କିନ୍ତୁ ଆପଣ ସେହି ସମୟରେ ନିଜର ଲାଭ ଉଠେଇ ପାରନ୍ତି ନାହିଁ ଓ ଆପଣ ଗୋଟେ ଭଲ ମଉକା କୁ ହାତଛଡା କରିଦିଅନ୍ତି । ସାସ୍ତ୍ର ରେ କୁହା ଯାଇଅଛି ଯେ ଦିନ ୩-୫ ଭିତରେ ନିଦ ଭାଙ୍ଗି ଲେ ଶୁଭ ଯୋଗ ହୋଇଥାଏ ବା କୁହାଯାଏ ଯେ ଏହା ପଛରେ କିଛି ନା କିଛି ଦିବ୍ୟଶକ୍ତି ରହିଛି । ଆଜି ଆମେ ଆପଣଙ୍କୁ କହି ଦବୁ ଯେ ସକାଳ ୩-୫ ଭିତରେ ନିଦ ଭାଙ୍ଗିଲେ ଆପଣଙ୍କୁ କଣ କରିବାକୁ ପଡିବ ଓ କିପରି ଏହି ସମୟର ଲାଭ ଉଠାଇବେ।
ଏମିତି ହୋଇଥାଏ ଆପଣ ରାତିରେ ସୋଇଥିବା ସମୟରେ ଆପଣଙ୍କ ର ହଠାତ ନିଦ ଭାଙ୍ଗି ଯାଇଥାଏ । ଆପଣ କିଛି ନ ବୁଝିପାରି ପୁଣି ଥରେ ଶୋଇ ପଡିଥାନ୍ତି । ଯଦି ଆପଣଙ୍କ ର ନିଦ ଏମତି ହଟାତ ଭାଙ୍ଗି ଯାଉଛି ତେବେ ଆପଣ ତାକୁ ଅଣଦେଖା କରନ୍ତୁ ନାହିଁ, କାରଣ ଏହା ପଛରେ ବି କିଛି ନା କିଛି କାରଣ ଲୁଚି ରହିଛି ।
ଏମିତିରେ ବ୍ୟକ୍ତିଙ୍କୁ ଜୀବନରେ ସେ ଦେଖୁଥିବା ସ୍ଵପ୍ନ କୁ ପୂରଣ କରିବାକୁ ପଡିଥାଏ । କୁହାଯାଇଛି ଯେ ଭୋର ୩-୫ ମଧ୍ୟରେ ଥିବା ସମୟ ବହୁତ ଅଲଗା ହୋଇଥାଏ । ଏହି ସମୟରେ ଆଲୋକର ପ୍ରଭାବ ପଡିଥାଏ କିଛି ଅଲଗା ଶକ୍ତି ର ପ୍ରଭାବ ପଡିଥାଏ । କୌଣସିନା କୌଣସି ସଙ୍କେତରୁ ଦିନ ୩-୫ ସମୟ ଭିତରେ ଆପଣଙ୍କ ର ନିଦ ଭାଙ୍ଗି ଯାଇଥାଏ । ଏହି ସମୟ ଭିତରେ ଆପଣଙ୍କ ର ନିଦ ଭାଙ୍ଗିଲେ ଏହି ଶକ୍ତି ଆପଣଙ୍କୁ ଖୁସି ଦେଇଥାଏ ।
ଆପଣଙ୍କୁ ଜଣାଇଦବୁ ଯେ ଭୋର ୩-୫ ଭିତରେ ନିଦ ଭାଙ୍ଗିବାର କାରଣ ହେଲା ଆପଣଙ୍କ ଘରେ ଧନ ବଢିବ, ଖୁସି ବଢିବ, ସ୍ୱାସ୍ଥ୍ୟ ସୁସ୍ଥ ରହିବ, ଆପଣ ବହୁତ ଭାଗ୍ୟଶାଳୀ ହେବେ। ଶାସ୍ତ୍ର ରେ ବହୁତ ସୁନ୍ଦର ଭାବରେ ଲେଖାହୋଇଛି ଯେ ଯେଉଁ ଲୋକ ମାନେ ପ୍ରତିଦିନ ଭୋର ୩-୫ ମଧ୍ୟରେ ଉଠିଥାନ୍ତି ସେମାନେ ବାସ୍ତବରେ ବହୁତ ଧନୀ ହୋଇଥାନ୍ତି ସେମାନଙ୍କୁ ବହୁତ ଖୁସି ମଳିଥାଏ ଓ ଭାଗ୍ୟଶାଳୀ ହୋଇଥାନ୍ତି ।