ଜୀବନଶୈଳୀ

ବହୁତ ଖତରନାକ ହୋଇଥାନ୍ତି ଏହି 4ଟି ନାମର ଝିଅମାନେ-Jyotish Shastra

ବନ୍ଧୁଗଣ ଆଜି ବି ଦୁନିଆରେ ଏମିତି କିଛି ରହସ୍ୟ ଅଛି ଯାହା ଆଜି ବି ଲୁଚି ଅଛି । ସେମାନଙ୍କ ମଧ୍ୟରୁ ଝିଅ ମାନଙ୍କର ସ୍ଵଭାବ ଅନ୍ୟତମ ଅଟେ । ଝିଅ ମାନଙ୍କର ସ୍ଵଭାବ ରହସ୍ୟ ଠାରୁ କମ ନୁହେଁ । କାରଣ ଝିଅଙ୍କ ମନରେ ଯାହା ଚାଲିଥାଏ ତାହା ବୁଝିବା ସହଜ ନୁହେଁ । ଝିଅ ଏମାନେ ଉପରଉ ଯେତେ ସୁନ୍ଦର ଓ କୋମଳ ଦେଖା ଯାଇଥାନ୍ତି ସେମାନେ ଭିତରୁ ବହୁତ ଖତରନାକ ହୋଇଥାନ୍ତି । ଏମିତି କିଛି ଝିଅ ଅଛନ୍ତି ଯେଉଁ ମାନେ ଚିଡିଚିଡା ସ୍ଵଭାବର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁ ମାନେ ବହୁତ ଖତରନାକ ହୋଇଥାନ୍ତି ।

1- L ନାମର ଝିଅମାନେ : ଏହି ନାମର ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ କାମକୁ କେବେ ବି ଅଧାରେ ଛାଡନ୍ତି ନାହିଁ । ଏମାନେ ନିଜ କାମ ସରିବା ପରେ ଯାଇ ଶାନ୍ତ ହୋଇଥାନ୍ତି । ଏହି ନାମର ଝିଅଙ୍କ ପ୍ରତି ସମସ୍ତେ ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି । କାରଣ ଏମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । କିନ୍ତୁ ଏମାନଙ୍କର ରାଗ ଅଧିକ ଖରାପ ହୋଇଥାଏ । ଯେବେ ଏମାନେ ରାଗିଥାନ୍ତି କେହି ତାଙ୍କର ସାମନା କରିପାରନ୍ତି ନାହିଁ ।

2- K ନାମର ଝିଅମାନେ : ଏହି ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କେହି ଏମାନଙ୍କୁ ଥରେ ଦେଖିଲେ ସେମାନଙ୍କର ଦିୱାନା ହୋଇ ଯାଇଥାନ୍ତି । ଏମାନେ ହୃଦୟରୁ ସଫା ହୋଇଥାନ୍ତି କିନ୍ତୁ ଏମାନଙ୍କ ଥରେ ଗୋଟେ ଦୁର୍ବଳତା ଅଛି । ଏମାନେ ବହୁତ ରାଗି ହୋଇଥାନ୍ତି । ଏମାନଙ୍କର ରାଗ ଏତେ ଭୟାନକ ହୋଇଥାଏ ଯେ ରାଗରେ କିଛି ବି କରି ଯାଇଥାନ୍ତି । ଏମାନେ କ୍ରୋଧ କରିବାରେ ନମ୍ବର ୱାନ ହୋଇଥାନ୍ତି ।

3- P ନାମର ଝିଅମାନେ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପରିବାରର ନିକଟତର ହୋଇଥାନ୍ତି । ଏମାନେ ସୁନ୍ଦରତା ମାମଲାରେ ଖୁବ ସୁନ୍ଦର ହୋଇଥାନ୍ତି । କେହି ଏମାନଙ୍କୁ ଥରେ ଦେଖିଲେ ତାଙ୍କର ଦିୱାନା ହୋଇଥାନ୍ତି । ଏମାନେ ପରିବାରକୁ ଅଧିକ ଗୁରିତ୍ଵ ଦେଇଥାନ୍ତି କିନ୍ତୁ ଏମାନେ ନିଜ ରାଗକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ।

4- S ନାମର ଝିଅମାନେ : ଯେଉଁ ଝିଅଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜର ଲକ୍ଷ୍ୟ ପୁରା କରିବାକୁ ଦିନ ରାତି ପରିଶ୍ରମ କରିଥାନ୍ତି । ଏମାନେ ଚ୍ୟାଲେଞ୍ଜ ପୁରା କରିବାକୁ ପସନ୍ଦ କରନ୍ତି । ଏମାନଙ୍କ ଥରେ ଗୋଟେ ଦୁର୍ବଳତା ଅଛି ଆଉ ତାହା ହେଉଛି କ୍ରୋଧ ।

ଏମାନେ ରାଗିଲେ କାହା କଥା ଶୁଣନ୍ତି ନାହିଁ । ଏହି ନାମ ରୁ ଝିଅ ଙ୍କ ଠାରୁ ଯେତେ ଦୂରରେ ରହିବ ସେତିକି ସମସ୍ତଙ୍କ ପାଇଁ ଭଲ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button