ବିଚାର

ପବିତ୍ର ସ୍ତ୍ରୀ ମାନଙ୍କର ଏହି ୩ ଟି ଖାସ ପରିଚୟ ହୋଇଥାଏ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁପବିତ୍ର ସ୍ତ୍ରୀ ମାନଙ୍କର ଏହି ୩ ଟି ଖାସ ପରିଚୟ ହୋଇଥାଏ।ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସଫଳ ସୁଖମୟ ଏବଂ ସରଳ ବନାଇବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ସମସ୍ତ କ୍ଷେତ୍ରରେ ବ୍ୟବହାରିକ ପ୍ରାଥମିକ ଶିକ୍ଷା ଦେବା। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ତାଙ୍କ ନୀତି ବଳରେ ଚନ୍ଦ୍ରଗୁପ୍ତଙ୍କୁ ମର୍ଯ୍ୟ ଗାଦି ଉପରେ ବସାଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ଏମିତି ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କର କାମରେ ଆସିବ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ପବିତ୍ରତା ନାରୀମାନଙ୍କ ପରିଚୟ ବିଷୟରେ। ତେବେ ଆସନ୍ତୁ ଜାଣିବା ପବିତ୍ରତା ନାରୀମାନଙ୍କ ବିଷୟରେ।

ଆମ ଭାରତୀୟ ସମାଜରେ ନାରୀ ମାନଙ୍କୁ ମା ଲକ୍ଷ୍ମୀ ରୂପୀ କୁହାଯାଇଛି। ମା ଅନ୍ନପୂର୍ଣ୍ଣା ନାରୀ ମାନଙ୍କୁ ପୋଷଣର ବରଦାନ ଦେଇଛନ୍ତି। ଶାସ୍ତ୍ର ଅନୁଯାୟୀ ଯେଉଁଠାରେ ନାରୀଙ୍କୁ ପୂଜା କରାଯାଏ ସେଠାରେ ଦେବତା ରୋମଣ କରିଥାନ୍ତି।

ପ୍ରଥମ ଲକ୍ଷଣ। ଯେଉଁ ମାନଙ୍କ ଶରୀରରେ ହାଲକା ରଙ୍ଗ ରହିଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି। ଏପରି ସ୍ତ୍ରୀ ମାନେ କୌଣସି ପରିସ୍ଥିତିରେ ମଧ୍ୟ ସ୍ୱାମୀଙ୍କ ହାତ ଛାଡ଼ନ୍ତି ନାହିଁ। ଏପରି ସ୍ତ୍ରୀ ମାନେ କୌଣସି ପରିସ୍ଥିତିରେ କାହାକୁ ଡରନ୍ତି ନାହିଁ। ଏଭଳି ସ୍ତ୍ରୀମାନେ ସ୍ୱାମୀଙ୍କୁ ସଚା ପ୍ରେମ କରନ୍ତି। ଏମାନେ ସବୁବେଳେ ନିଜ ସ୍ୱାମୀଙ୍କ ପାଇଁ ସମର୍ପିତ ଅଟନ୍ତି। ଏହା ସହିତ ଏହି ସ୍ତ୍ରୀମାନେ ସର୍ବଦା ଅନ୍ୟ ମାନଙ୍କର ଭଲ ଚିନ୍ତା କରିଥାନ୍ତି।

ଦ୍ୱିତୀୟ ଲକ୍ଷଣ। ଯେଉଁ ସ୍ତ୍ରୀ ମାନଙ୍କର ମସ୍ତିସ୍କ ମୁଣ୍ଡରେ କଳାଯାଇ ଥାଏ ସେମାନେ ତୀବ୍ର ବୁଦ୍ଧି ଉଚ୍ଚତମ ବିଶ୍ୱାସ ରଖୁଥିବା ମହିଳା। ଏହିପରି ସ୍ତ୍ରୀ ମାନଙ୍କ ମଥାରେ ମା ସୀତା ଦିବ୍ୟମାନ ରହିଥାନ୍ତି। ତାଙ୍କର ହୃଦୟ ବହୁତ ବିଶାଳ ହୋଇଥାଏ। ଏହା ସହିତ ଏମାନେ ନିଜ ଘର ପରିବାରର ସଂସ୍କାରକୁ କେବେବି ଭୁଲନ୍ତି ନାହିଁ। ଏହି ମହିଳାମାନେ ତାଙ୍କ ସ୍ୱାମୀଙ୍କୁ ହୃଦୟରୁ ଭଲ ପାଇଥାନ୍ତି। ଏହା ସହିତ ଏମାନେ ନିଜ ସ୍ୱାମୀଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସାହାର୍ଯ୍ୟ କରିଥାନ୍ତି।

ତୃତୀୟ ଲକ୍ଷଣ। ଯେଉଁ ସ୍ତ୍ରୀ ମାନଙ୍କର ନାକର ତଳ ଭାଗରେ ହାଲକା ଲୋମ ଥାଏ ସେମାନେ ଧର୍ମ ଦାନ ପୁଣ୍ୟରେ ବିଶ୍ୱାସ ରଖିଥାନ୍ତି। ସେମାନଙ୍କର ନିଜ ସ୍ୱାମୀଙ୍କ ପାଇଁ ଭଲପାଇବା ଥାଏ। ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି। ଏମାନଙ୍କ ସ୍ୱାଭାବ ଦ୍ୱାରା ଏମାନଙ୍କ ପରିବାର ବହୁତ ପ୍ରସନ୍ନ ହୋଇଥାନ୍ତି। ଏମାନେ ନିଜ ସ୍ୱାମୀଙ୍କ ମନକୁ ଜିତିବା ସହିତ ନିଜ ପରିବାରର ସଦସ୍ୟଙ୍କ ପାଖରେ ପ୍ରିୟ ପାତ୍ର ହୋଇଥାନ୍ତି। ଏମାନେ ସର୍ବଦା ସମସ୍ତଙ୍କର ଶୁଭ କାମନା କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button