ଓଡିଶା

ଥମୁନି ରେଭେନ୍ସା ବିବାଦ; ନିଆଁରେ ଘିଅ ଢାଳିଲେ କି ନବୀନ ପଟ୍ଟନାୟକ ?

ରାଜ୍ୟର ଅନ୍ୟତମ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସାର ନାଁ ବଦଳାଯିବା ଦରକାର କି ନାହିଁ ତାର ବିତର୍କ ହେବା ଦରକାର। ଏ କଥା କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ତାପରେ ରାଜ୍ୟରେ ଏବେ ନା ବଦଳାକୁ ନେଇ ବିତର୍କ ଚାଲିଛି । ବିତର୍କ ଟିକେ ଲିଭି ଆସିଲା ବେଳକୁ ଘିଅ ଢାଳି ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହାତାବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button