ସ୍ୱାସ୍ଥ୍ୟ

ଧଳା କେଶକୁ ମାତ୍ର ଦୁଇ ଦିନରେ କଳା କରନ୍ତୁ ଏହି ଛୁଟିଆ ଘୋରାଇ ଉପାୟ ଦ୍ୱାରା

ବୟସ ବଢିବା ସହ କେଶ ପାଚିବା ଏକ ନେଚୁରାଲ୍ ପ୍ରସେସ୍। କିନ୍ତୁ ଆଜି କାଲି ପିଲା ଓ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କେଶ ପାଚିବା ଏକ କମନ ସମସ୍ୟା ପାଲଟି ଗଲାଣି। ଯଦି ଆମ କେଶ ଖୁବ୍ କମ୍ ବୟସରୁ ପାଚିବା ଆରମ୍ଭ କରିଥାଏ ଆମକୁ ଖୁବ୍ ଖରାପ୍ ଲାଗିଥାଏ ଆଉ ଆମେ ଯଦି କେଶ କୁ କଲର୍ କରିବା ଆରମ୍ଭ କରି ଦେଉ ତେବେ ବାକି ଥିବା କଳା କେଶ ମଧ୍ୟ ଖୁବ ଅଳ୍ପ ଦିନରେ ଗ୍ରେ ହେବା ଆରମ୍ଭ କରିଦିଏ।

ତେବେ ଯଦି ଆପଣଙ୍କର ଏହି ସମସ୍ୟା ଆରମ୍ଭ ହେବା ପୂର୍ବରୁ ଆପଣ କିଛି ନେଚୁରାଲ୍ ଉପାୟ ଆପଣାଇବେ ତେବେ ହୁଏତ ଆପଣ ଏଥିରୁ କିଛି ଫାଇଦା ପାଇ ପାରିବେ।ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ବେଶ୍ ହେଲ୍ପଫୁଲ୍ ରହିବ। ଆପଣଙ୍କ ପାଚୁଥିବା କେଶ ମୂଳରୁ କଳା ହେବ ପୂରା ନେଚୁରାଲ୍ ୱେ ରେ। ଘରେ ଆପଣ ଏହି ରେମିଡି କୁ କଖୁବ୍ ସହଜରେ ବନାଇ ପାରିବେ। ସପ୍ତାହରେ ଥରେ ମାତ୍ର ଆପଣ ୟୂଜ କରନ୍ତୁ ରେଜଲ୍ଟ ଆପଣ ନିଜେ ଅନୁଭବ କରି ପାରିବେ। ତେବେ ଆସନ୍ତୁ ଜାଣିବା ଆପଣ ଏହି ରେମିଡି କୁ କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ ଆପଣ କିପରି ବ୍ୟବହାର କରିବେ।

ପ୍ରସ୍ତୁତି ପ୍ରଣାଳୀ:-ଆଜିର ଏହି ଉପଚାର ବାନାଇବା ପାଇଁ ଆପଣଙ୍କୁ ସଦାବିହାରୀ ଫୁଲର ଆବଶ୍ୟକତା ରହିଛି। ଆପଣ ୧୫-୨୦ ଟି ସଦାବିହାରୀ ଫୁଲ ନିଅନ୍ତୁ। ଏହା ସହ ୧୫-୨୦ ଟି ସଦାବିହାରୀ ପତ୍ର ମଧ୍ୟ ନିଅନ୍ତୁ। ଏବେ ଆପଣ ଗ୍ୟାସ ଅନ୍ କରି ଏକ ପାତ୍ର ବସାନ୍ତୁ। ଏଥିରେ ଅଧା କପ୍ ପାଣି ଦିଅନ୍ତୁ। ଏବଂ ଏଥିରେ ଏକ ଚାମଚ୍ ଚାପତି ର ପ୍ରୟୋଗ କରନ୍ତୁ। ଏହାପରେ ଲୋ ଫ୍ଲେମ୍ ରେ ଆପଣ ଏହାକୁ ବଏଲ୍ କରି ନିଅନ୍ତୁ। ଏହା ଆପଣ ଗାଢ଼ା କଳା ରଙ୍ଗ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ।

ଏବେ ଏକ ଗ୍ରାଇଣ୍ଡର ଜାରକୁ ସଦାବିହାରୀ ଫୁଲ୍ ଏବଂ ପତ୍ର ଦେଇ ଫୁଟାଇ ରଖିଥିବା ଚା ପତି ସହିତ ଏଥିରେ ପକାଇ ଦିଅନ୍ତୁ। ଏବେ ଏହାକୁ ଭଲ ଭାବରେ ଗ୍ରାଇଡିଂ କରି ନିଅନ୍ତୁ। ଏବେ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ। ଏବେ ଏଥିରେ ଏକ ଚାମଚ କଫି ପାଉଡର ମିଶାନ୍ତୁ। ଏହାକୁ ଅଧିକ ଇଫେକ୍ଟଭ୍ ବନାଇବା ପାଇଁ ଦୁଇ ତିନି ଘଣ୍ଟା ଏହାକୁ ଲୁହା ପାତ୍ର ରେ ରଖି ପାରିବେ।

ବ୍ଯବହାର:-ଆପଣ ଏହାକୁ ଆପଣଙ୍କ କେଶ ରେ ଭଲ ଭାବରେ ଲଗାଇ ଦେଢ ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଏହାପରେ ଆପଣ ନର୍ମାଲ ପାଣି ରେ ଆପଣଙ୍କ କେଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ। ଆପଣ ଏହାର ଚମତ୍କାରୀ ରେଜଲ୍ଟ ପାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button