ଜୀବନଶୈଳୀ

ଏହି ରାଶିର ସ୍ଵାମି ହୋଇଥାନ୍ତି ବହୁତ ରୋମାଣ୍ଟିକ- ଜାଣନ୍ତୁ ଆପଣଙ୍କ ପାର୍ଟନରର ରାଶି ନାହିନ୍ତ ଏଥିରେ

ବିବାହିତା ଜୀବନ ବୀନା ରୋମାନ୍ସ ଅଧା ହୋଇଥାଏ, ତେବେ ସବୁ ଝିଅଙ୍କ ଏହି ଆଶା ଥାଏ ଯେ ତାଙ୍କୁ ବହୁତ ଭଲ ପାଉଥିବା ସ୍ଵାମି ମିଳୁ, ସବୁ ଝିଅଙ୍କୁ ରୋମାଣ୍ଟିକ ସ୍ଵାମି ଦରକାର ହୋଇଥାଏ ତାଙ୍କୁ ରୋମାଣ୍ଟିକ ପୁଅ ମିଳୁ ବୋଲି ଇଛା ଥାଏ, ଯଦି ସ୍ଵାମିସ୍ଵାମି ରୋମାନ୍ଟିକ ନଥାଏ ତେବେ ବିବାହିତ ଜୀବନ ବୋରିଙ୍ଗ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କିଛି ରାଶି ବିଷୟରେ କୁହା ଯାଉଛି ଯାହା ରାଶି ପୁଅ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

କୁମ୍ଭ ରାଶି :

କୁମ୍ଭ ରାଶି ସ୍ଵାମି ବହୁତ ବେଷ୍ଟ ହୋଇଥାନ୍ତି, ଏହି ରାଶି ଲୋକ ବହୁତ ଭଲ ସ୍ଵାମି ହୋଇଥାନ୍ତି, ଏହି ରାଶି ଲୋକ ଉପହାର ଦବା ଓ ନବା ବହୁତ ପସନ୍ଦ କରନ୍ତି । ଏମାନେ ନିଜ ପାର୍ଟନର ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ।

ବୃଷ ରାଶି :

ଏହି ରାଶି ପୁଅ ବହୁତ କେୟରିଙ୍ଗ ହୋଇଥାନ୍ତି, ଆପଣ ଏହି ରାଶି ସ୍ଵାମି ଉପରେ ପୂର୍ଣ ଭାବରେ ଭରସା କରି ପାରନ୍ତି, ଏହି ଲୋକ ଅଧିକା ଡିମାଣ୍ଡ କରିବା ପସନ୍ଦ କରନ୍ତି ନାହିଁ, ଏହି ଲୋକ ନିଜ ସ୍ଵାମି କୁ ବହୁତ ପସନ୍ଦ କରନ୍ତି । ଏବଂ ସବୁବଳେ ସେମାନଙ୍କ ସାଥ ଦିଅନ୍ତି ଯାହା ବି ପରିସ୍ଥି ହେଉ ନା କାହିଁକି ।

କର୍କଟ ରାଶି :

ଏହି ରାଶି ଲୋକଙ୍କୁ ନିଜ ସ୍ତ୍ରୀ ଧ୍ୟାନ ରଖିବା ବହୁତ ଭଲରେ ଆସିଥାଏ, ଏହି ଭଳି ଲୋକ ନିଜ ସ୍ତ୍ରୀ ସହ ତାଙ୍କ ଘର ଲୋକଙ୍କ କଥା ମଧ୍ୟ ବୁଝନ୍ତି । ଏମାନେ ନିଜ ପାର୍ଟନର ପାଇଁ ସବୁ କରନ୍ତି ସେମାନଙ୍କ କିଛି କହିବା ଆଗରୁ । ତାଙ୍କ ଖୁସି ପାଇଁ କିଛି ବି କରିବାକାଉ ପ୍ରସ୍ତୂତ ରୁହନ୍ତି ।

ସିଂହ ରାଶି :

ସବୁଠାରୁ ଅଧିକ ସିଂହ ରାଶି ସ୍ଵାମି ହୋଇଥାନ୍ତି, ଏହି ରାଶି ଲୋକଙ୍କୁ ବହୁତ ଭଲ ରେ ଜଣା ହୋଇଥାଏ ଯେ ସ୍ତ୍ରୀକୁ କେମିତି ଖୁସି ରଖିବା କଥା । ଏମାନେ ବେଳେ ବେଳେ ସେମାନକୁ ଖୁସି କରିବା ପାଇଁ ଉପାହର ମଧ୍ୟ ଆଣନ୍ତି ।

ମକର ରାଶି :

ମକର ରାଶି ଲୋକଙ୍କୁ ନିଜ ସ୍ତ୍ରୀ କୁ ଉପହାର ଦବା ବହୁତ ପସନ୍ଦ ଥାଏ । ଏହି ରାଶି ପୁଅ ବହୁତ ସ୍ମାର୍ଟ ହୋଇଥାନ୍ତି । ଏମାନେ ଦେଖିବାକୁ  ବି ବହୁତ ସୁନ୍ଦର ହୋଇଥାନ୍ତି । ଏବଂ ନିଜ ପାର୍ଟନର କଥା ବହୁତ ଭଲ ଭାବେ ବୁଝନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button