ଦେଶ ବିଦେଶ

ଫେସବୁକ ପ୍ରେମର ଏମିତି ପରିଣାମ – ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ କହିଲା ତୁ ଗୋଟେ…

ପ୍ରେମ ବା ଭଲପାଇବା ହେଉଛି ଏକ ପବିତ୍ର ବନ୍ଧନ । ଦୁଇଟି ମନର ମିଳନ । ଜଣଙ୍କ ପ୍ରତି ଜଣେ ଆକର୍ଷିତ ହୋଇ ଯେତେବେଳେ ସେହି ସମ୍ପର୍କକୁ ଦୃଢୀଭୂତ କରନ୍ତି ସେହି ସମ୍ପର୍କ ହେଉଛି ପ୍ରେମ । କିନ୍ତୁ ଆଜିକାଲି ଆଉ ସେହି ଈଶ୍ବରୀୟ ପ୍ରେମ ନାହିଁ । ଆଜିକାଲିର ପିଲାଙ୍କ ପାଇଁ ପ୍ରେମ ମାନେ କେବଳ ଶାରୀରିକ ସମ୍ବନ୍ଧ । ପ୍ରେମରେ ପାଗଳ ହୋଇ ଲୋକ ମାନେ ବହୁତ କିଛି କରି ଯାଆନ୍ତି । ସେହି ସମୟରେ ସେମାନଙ୍କର ବୁଢୀ ବିବେକ କାମ କରେ ନି । ସେମାନେ ପ୍ରେମରେ ଅନ୍ଧ ହୋଇଯାଆନ୍ତି । ତେବେ ଆଜି ଆମେ ଏହି ପ୍ରେମ ବିଷୟରେ ଆପଣଙ୍କୁ କହିବୁ ଗୋଟେ ଏଭଳି ଖବର ଯାହା ସୂନୀ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଭବିବେ ଏହା କଣ ସତରେ ପ୍ରେମ ?

 

ଦୁନିଆ ବହୁତ ବଦଳିଲାଣି, ଏହା ସହ ଏହି ସଂସାରରେ ରହୁଥିବା ଲୋକ ମାନଙ୍କ ଚିନ୍ତାଧାରା ମଧ୍ୟ । ନୂଆ ଟେକ୍ନୋଲୋଜି ଜରିଆରେ ଆଜିକାଲି ବହୁତ କିଛି କାମ ଘରେ ବସି କରି ହେଉଛି । ଦୂର ଦୂରରେ ଥିବା ଲୋକଙ୍କୁ ଦେଖି ହେଉଛି ଓ କଥା ହେଇ ହାଉଛି । ତେଣୁ ବହୁତ ସମୟରେ ଲୋକମାନେ ମଧ୍ୟ କୌଠିକି ନ କଜାଇ ଘରେ ବସି ଯାହା ସହ କଥା ହେବ କଥା ହେଇ ଯାଉଛନ୍ତି ଓ ଦେଖି ନଉଛନ୍ତି । ତେବେ ଏହି ସବୁ କାମ କିଛି ସୋସିଆଲ ମିଡିଆ ଦ୍ଵାରା ସମ୍ଭବ ହେଇ ପାରୁଛି । ଦୂରରେ ରହୁଥିବା ନିଜର ଲୋକ ମାନଙ୍କୁ ଏହା ଯେତିକି ପାଖକୁ ଅନୁଚି ସେତିକି ପକାହରେ ଥିବା ଲୋକମାନକୁ ଦୂରେ ମଧ୍ୟ ଦେଉଛି । କେବଳ ସେତିକି ନୁହେଁ ଏହା ସାହାଯ୍ୟରେ ଆମେ ବହୁତ ଅଜଣା ଲୋକମାନଙ୍କ ସହ ନୂତନ ସମ୍ପର୍କ ମଧ୍ୟ ଗଢି ପାରୁଛେ ।

 

ତେବେ ସେହିଭଳି ଏକ ନୂତନ ସମ୍ପର୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଫେସବୁକ ଜରିଆରେ ଗଢି ଉଠିଥିଲା ।  କିନ୍ତୁ ଏହା ଏବେ ସାରା ଦୁନିଆରେ ହୋଇଛି ଚର୍ଚ୍ଚାର ବିଷୟ । କାହିଁକି ସେମାନଙ୍କ ପ୍ରେମ ଏତେ ଚର୍ଚ୍ଚାର ବିଷୟ ଆସନ୍ତୁ ଜାଣିବା । ଏହି ଘଟଣାଟି ହେଉଛି ବାଲେଶ୍ଵର ଜିଲ୍ଲାର । ସୁସ୍ମିତା ମାଟିଆ ନାମଙ୍କ ଗୋଟେ ଝିଅ ଦୀର୍ଘ ତିନି ବର୍ଷ ଧରି ଜଣେ ଅଜଣା ଯୁବକ ଙ୍କ ସହିତ ଫେସବୁକ ରେ ବନ୍ଧୁତା କରିଥିଲେ । ତେବେ ସେହି ଯୁବକ ଜଣଙ୍କ ହେଉଛନ୍ତି ଦେବାଶିଷ ପାଳ । ଏମାନେ ପ୍ରଥମେ ଫେସବୁକରେ ସାଙ୍ଗ ହୋଇଥିଲେ, ଧୀରେ ଧୀରେ କଥା ହେବାକୁ ଲାଗିଲେ ଓ ଏହା ପ୍ରେମରେ ପରିଣତ ହୋଇଥିଲା।

 

ଦୀର୍ଘଦିନର ପ୍ରେମ ସମ୍ପର୍କ ହେବା ପରେ ଦେବାଶିଷ ସୁସ୍ମିତାଙ୍କୁ ବିବାହ କରିବେ ବୋଲି କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲ କିନ୍ତୁ, ଯେବେ ଝିଅଟି ବିବାହ ପାଇଁ ଜୋର ଦେଲେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । କାରଣ ପଚାରିବାରୁ କହିଥିଲେ କି ତାର ଜାତି ଛୋଟ ଜାତି ଓ ସେ ତାକୁ ବିବାହ କରିବେ ନାହିଁ । ଏହା ଦ୍ଵାରା ଝିଅଟି ବହୁତ ହତାସ ହୋଇ ପଡିଥିଲେ କିନ୍ତୁ ସେ ତାଙ୍କ ନାଁରେ ଥାନାରେ ଏତେଲା ଦେଇଥିଲେ । ଏତେ ସବୁ ପରେବି ପୁଲିସ କୌଣସି ପଦକ୍ଷପ ନେଉ ନାହିଁ । ଆପଣ ମାନେ ହିଁ କୁହନ୍ତୁ ସେହି ଝିଅଟିର କଣ ପ୍ରେମ କରିବା ଭୁଲ?  ଏବଂ ସେହି ପୁଅଟି ଏମିତି ଅଧା ବାଟରେ ତାକୁ ଛାଡି ଯିବା କଣ ଠିକ ? ଯଦି ଆପଣମାନେ ସେହି ଝିଅକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଗୋଟେ ଶେୟାର ନିଶ୍ଚୟ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button