ନୂଆବୋହୁ ସିରିଏଲ ଆକ୍ଟର ମାନଙ୍କ ରିଅଲ ଲାଇଫ ପାର୍ଟନର

ତେବେ ଆପଣ ମାନେ ନୂଆ ବୋହୁ ସିରିଏଲ ଦେଖିବା ବହୁତ ପସନ୍ଦ କରୁଥିବେ, ନୂଆ ବୋହୁ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିବା ଟପ ସିରିଏଲ ମାନଙ୍କ ମଧ୍ୟରୁ ଗୋଟେ ଅଛି, ଆଜି ଆମେ ଆପଣଙ୍କୁ ଏହି ସିରିଏଲରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ରିଅଲ ଲାଇଫ ପାର୍ଟନର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ, ତେବେ ଏହି ସିରିଏଲ ଓଡିଆ ଟିବିରେ ବହୁତ ପ୍ରସିଦ୍ଧ ହୋଇଛି ଏବଂ ଏହାର ଟିଆରପି ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଛି ।

୧. ପଦମା :
ତେବେ ଆପଣ ନୂଆବହୁ ସିରିଏଲରେ ପଦମାଙ୍କୁ ଜାଣିଥିବେ ଯିଏ ସିରିଏଲରେ ରାଜ ରାଜେନ୍ଦ୍ର ବଳିଆର ସିଂହ ସ୍ତ୍ରୀ ହୋଇଛନ୍ତି ତେବେ ୟେ ହେଲେ ପଦମାଙ୍କ ରିଅଲ ଲାଇଫ ପାର୍ଟନର । ଯାହା ପଦମାଙ୍କୁ ବହୁତ ଭଲ ପାନ୍ତି ଏବଂ ତାଙ୍କ ସମ୍ପର୍କ ବହୁତ ଭଲ ଚାଲିଛି ।
୨. ରାଜ ରାଜେନ୍ଦ୍ର ସିଂହ ବଳିଆର :
ତେବେ ଏହି ସିରିଏଲରେ ରାଜ ରାଜେନ୍ଦ୍ର ବହୁତ ଭଲ ଅଭିନୟ କରିଛନ୍ତି ଭିଲନ ଅନୁଯାଇ ରାଜ ରାଜେନ୍ଦ୍ର ବହୁତ ଫେମସ ମଧ୍ୟ ହୋଇଛନ୍ତି । ତେବେ ୟେ ହେଉଛନ୍ତି ରାଜ ରାଜେନ୍ଦ୍ରଙ୍କ ସ୍ତ୍ରୀ ବା ଧର୍ମ ପତ୍ନୀ ।

୩. ବିରାଜ :
ତେବେ ନୂଆ ବହୁ ସିରିଏଲ ରେ ବିରାଜ ରାଜ ରାଜେନ୍ଦ୍ର ବଡ ପୁଅ ହିସାବରେ ଅଭିନୟ କରିଛନ୍ତି ତେବେ ତାଙ୍କ ଅଭିନୟ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଛି ଓ ୟେ ହେଉଛନ୍ତି ବିରାଜଙ୍କ ଧର୍ମ ପତ୍ନୀ ଯିଏ ତାଙ୍କୁ ସବୁ କ୍ଷେତ୍ରରେ ଷପୋର୍ଟ କରିଛନ୍ତି ।
୪. ଲୋପା ମୁଦ୍ରା :
ତେବେ ଲୋପା ମୁଦ୍ରାଣଙ୍କ ଅଭିନୟ ନୂଆ ବୋହୁରେ ଲୋକଙ୍କୁ ବହୁତ ପସନ୍ଦ ଆସିଛି ସେ ଟିକେ ଚଗଲି ଝିଅ ପରି ଏହି ସିରିଏଲରେ ଦେଖା ଯାଇଛନ୍ତି ଓ ତାଙ୍କ ଏହି ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ତେବେ ୟେ ହେଉଛନ୍ତି ଲୋପାଙ୍କ ସ୍ଵାମୀ ଯିଏ ତାଙ୍କ ଜୀବନସାଥୀ ଅଟନ୍ତି ।

୫. ରାଧିକା :
ନୂଆ ବୋହୁ ସିରିଏଲରେ ରାଧିକା ମୁଖ୍ୟ ଅଭିନେତ୍ରୀ ଅନୁଯାଇ କାମ କରୁଛନ୍ତି, ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଛି ଏବଂ ତାଙ୍କୁ ଲୋକଙ୍କ ଭଲ ପାଇବା ମଧ୍ୟ ପ୍ରାପ୍ତ ହୋଇଛି । ରାଧିକା ଗତ କିଛି ଦିନ ଆଗରୁ ରାଧିକା ନିଜ ଲଭ ଲାଇଫ ବିଷୟରେ କହିଥିଲେ ଯେ ଯାହା ଥିଲା ତାହା ବ୍ରେକ ଅପ ହୋଇଯାଇଛି ।
୬. ସାତ୍ଵିକ :
ତେବେ ନୂଆ ବୋହୁ ସିରିଏଲ ରେ ମୁଖ୍ୟ ଅଭିନେତା ଅଭିନୟ କରୁଥିବା ବ୍ୟକ୍ତି ହେଲେ ସାତ୍ଵିକ ତାଙ୍କ ସବୁ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ, ସାତ୍ଵିକ ବର୍ତମାନ ପର୍ଯ୍ୟନ୍ତ ନିଜ ଲଭ ଲାଇଫ ବିଷୟରେ କିଛି କହି ନାହାନ୍ତି ତେବେ ଫ୍ୟାନ୍ସ ମାନଙ୍କୁ ତାଙ୍କ ରିଅଲ ଲାଇଫ ପାର୍ଟନର ବିଷୟରେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି ।