DJ Azexଙ୍କ ମୃ-ତ୍ୟୁ ମାମଲା: ମତେ ଭଲ ପାଉଥିଲା, ମୋ ଟଙ୍କା ନେଉଥିଲା ହେଲେ ରଶ୍ମି ପାଖେ ଶୋଉଥିଲା

ମୋତେ ଭଲ ପାଉଥିଲା, ହେଲେ ତା ବେଷ୍ଟ ଫ୍ରେଣ୍ଡ ରଶ୍ମୀ ସହ ଯାଇ ଶୋ-ଉ-ଥି-ଲା ମୋ ପ୍ରେମିକା ଜିଜ୍ଞାସା । ମୋ ଠାରୁ ଟଙ୍କା ନେଉଥିଲା ହେଲେ ରଶ୍ମୀ ସହ ରା-ତି କା-ଟୁ-ଥି-ଲା । ଫୋନ କରିଲେ ଘଣ୍ଟା ଘଣ୍ଟା ୱେଟିଙ୍ଗ ଆସୁଥିଲା ହେଲେ ମୋ ଫୋନକୁ ରିସିଭ କରୁ ନ ଥିଲା । ଏକା ଯାଇ ରଶ୍ମୀ ସହ ରା-ତି ବି-ତା-ଉ-ଥି-ଲା ହେଲେ ମୁଁ ତାକୁ ସବୁ ଦିନ କ୍ଷମା କରିଲି । କାରଣ ମୁଁ ତାକୁ ବହୁତ ଭଲ ପାଏ ।
ମୋ ଗାଲ କୁ ଚା-ପୂ-ଡା ମା-ରି-ଲା ସେ । କେମିତି ବା ସହିଥାନ୍ତି । ଏମିତି ସବୁ ମାନସିକ ସ୍ତରରେ ଅସାନ୍ତି ରହିଥିବା DJ ଆରଜେକ୍ସ ଙ୍କ କଥା କହିଛନ୍ତି ତାଙ୍କ ସାଙ୍ଗ । ଆରଜେକ୍ସ ଓରଫ ଅକ୍ଷୟ ତାଙ୍କ ସାଙ୍ଗ ସହ ସବୁ କଥା ସେୟାର କରନ୍ତି । ପ୍ରେମରେ ବିଫଳ ହେବା କଥା ମଧ୍ୟ ସେ ତାଙ୍କ ସାଙ୍ଗଙ୍କ ଆଗରେ କହିଲେ । ଯେଉଁ କଥାକୁ ଆଜି ତାଙ୍କ ସାଙ୍ଗ କ୍ୟାମେରା ଆଗରେ ଗୋଟି ଗୋଟି କରି କହିଛନ୍ତି ।
ଆରଜେକ୍ସ ଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ହାଇଟେକ ମେଡିକାଲ କଲେଜର ଜଣେ ଛାତ୍ରୀ ଜିଜ୍ଞାସା ଙ୍କୁ ପ୍ରେମ କରୁଥିଲେ ଆର୍ଜେକ୍ଷ । ଜିଜ୍ଞାସା ଆରଜେକ୍ସ ଙ୍କୁ ପ୍ରେମ କରୁଥିବା ବେଳେ ତାଙ୍କ ବେଷ୍ଟ ଫ୍ରେଣ୍ଡ ରଶ୍ମୀ ଙ୍କ ସହ ମଧ୍ୟ ରିଲେସନ ରେ ଥିଲେ । ଦୁହିଙ୍କ ମଧ୍ୟରେ ଶାରୀରିକ ସ-ମ୍ପ-ର୍କ ରହିଥିବା କଥା ଆରଜେକ୍ସ କୁଆଡେ ତାଙ୍କ ସାଙ୍ଗକୁ କହିଥିଲେ । ଏହା ପରେ ଆରଜେକ୍ସ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ ଜିଜ୍ଞାସା ଙ୍କୁ ।
କିନ୍ତୁ ରଶ୍ମୀ ଓ ଜିଜ୍ଞାସା ଦୁହେଁ ଆରଜେକ୍ସ ଙ୍କୁ ମା-ନ-ସି-କ ନିର୍ଯ୍ୟାତନା ଦେଉଥିଲେ ବୋଲି ତାଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି । ଯାହା ଦରକାର ହେଉଥିଲା ଆରଜେକ୍ସ ଜିଜ୍ଞାସା ଙ୍କୁ କିଣି ଦେଉଥିଲେ । ହଜାର ହଜାର ତାଙ୍କ ଆରଜେକ୍ସ ଙ୍କ ଠାରୁ ଛଡାଇ ନେଉଥିଲେ ଜିଜ୍ଞାସା । ସବୁ ନେଲା ପରେ ବି ଜିଜ୍ଞାସା ଆର୍ଜେକ୍ଷ ଙ୍କୁ ଛାଡି ରଶ୍ମୀ ପାଖକୁ ଯାଉଥିଲେ । ଯାହାକୁ ଆରଜେକ୍ସ ସହିପାରି ନ ଥିଲା ବୋଲି ତାଙ୍କ ସାଙ୍ଗ କହିଛନ୍ତି ।
ଗତ 2 ରୁ 3 ମାସ ହେବ ଆରଜେକ୍ସ ମାନସିକ ସ୍ତର ରେ ବହୁତ ଦୁର୍ବଳ ରହୁଥିଲା । କିନ୍ତୁ ଏହି 3 ଦିନ ହେବ କଥା ବହୁତ ଆଗକୁ ବଢିଗଲା । କାରଣ ଜିଜ୍ଞାସା ଆରଜେକ୍ସ ଙ୍କୁ ବହୁତ ମାନସିକ ନି-ର୍ଯ୍ୟା-ତ-ନା ଦେଉଥିଲା । ଜିଜ୍ଞାସାଙ୍କର ବେଷ୍ଟ ଫ୍ରେଣ୍ଡ ରଶ୍ମୀ କୁଆଡେ ଆରଜେକ୍ସ କୁ କିଛି ଭିଡିଓ ଭାଇରାଲ କରିବାକୁ ଧ-ମ-କ ଦେଉଥିଲେ ।
ଆଉ ଏଭଳି ଅବସ୍ଥାରେ ଆରଜେକ୍ସ ଏ ଦୁନିଆ ଛାଡି ଯିବାକୁ ନିସ୍ପତି ନେଇଥିଲେ । ଆଉ ଶେଷରେ ଆରଜେକ୍ସ ଆ-ତ୍ମ-ହ-ତ୍ୟା ଭଳି ଚରମ ନିସ୍ପତି ନେଇଛନ୍ତି ।