ଧର୍ମ

କଳିଯୁଗ ବିଷୟରେ ହିନ୍ଦୁ ଧର୍ମରେ ଲେଖା ହୋଇଛି ଏହି ଅଜବ ସତ୍ୟତା, ୧୨ ବର୍ଷ ବୟସରେ…

ହିନ୍ଦୁ ଧର୍ମରେ ଚାରୋଟି ଯୁଗ ବିଷୟରେ କୁହା ଯାଇଛି, ସତ୍ୟଯୁଗ, ଦ୍ଵାପର ଯୁଗ, ତ୍ରେତୟା ଯୁଗ ଏବଂ କଳି ଯୁଗ, ମାନ୍ୟତା ଅନୁଯାଇ ସତ୍ୟଯୁଗରେ ନିଜେ ଦେବତା, କିନ୍ନର ଏବଂ ଗନ୍ଧର୍ବ ପୃଥିବୀ ଉପରେ ନିବାସ କରୁଥିଲେ, ତେବେ ସତ୍ୟଯୁଗ ପରେ ଆସିଥାଏ ତ୍ରେତୟା ଯୁଗ, ଏହି ସବୁ ଯୁଗ ମାନବ ଧର୍ମ ପାଇଁ କରା ଯାଇଥିଲା ବୋଲି କୁହା ଯାଏ, ସମସ୍ତ ଯୁଗ ବିଷୟରେ ହିନ୍ଦୁ ଗ୍ରନ୍ଥ ରେ ଲେଖା ହୋଇଛି । ତ୍ରେତୟା ଯୁଗରେ ସ୍ଵୟ॰ ଭଗବାନ ଶ୍ରୀ ରାମ ଜନ୍ମ ହୋଇଥିଲେ ଏବଂ ପୃଥିବୀରୁ ସବୁ ରାକ୍ଷାସଙ୍କୁ ମାରି ଏହି ପୃଥିବୀକୁ ପାପ ମୁକ୍ତ କରିଥିଲେ ।

ଏହା ପରେ ଦ୍ଵାପର ଯୁଗରେ ଶ୍ରୀ କୃଷ୍ଣ ଜନ୍ମ ହୋଇଥିଲେ, ମାନ୍ୟତା ଅନୁଯାଇ ବର୍ତମାନ କଳିଯୁଗ ଚାଲିଛି, ଆପଣମାନେ ସମତେ ଜାଣିଛନ୍ତି ଯେ କଳିଯୁଗ ଏମିତି ଗୋଟେ ଯୁଗ ଯେଉଁଥିରେ ଲୋକଙ୍କ ଭିତରେ ମାନବତା ମଧ୍ୟ ଅଛି ଏବଂ ଆମ ଭିତରେ ରାକ୍ଷାସ ପ୍ରବୃତି ମଧ୍ୟ ଅଛି । ଆମେ କାହାଠୁ କଣ ଚାହୁଁ ତାହା ଆମ ଉପରେ ନିର୍ଭର କରିଥାଏ ଏବଂ ଯେଉଁ ସଂସ୍କାର ଆମ ଘରେ ଆମକୁ ପ୍ରାପ୍ତ ହୋଇଥାଏ ତାହା ଏହା ଉପରେ ନିର୍ଭର କରେ । ମହର୍ଷି ବେଦ ବ୍ୟାସ ବେଦ ବଚନ ଏବଂ ଭଗବାନ ଗଣେଶ ତାଙ୍କ ଅନୁଗ୍ରହ କରିବାରୁ ଏହି ବଚନ ଗୁଡିକ ଲେଖିଥିଲେ ।

ବେଦ ବ୍ୟାସଙ୍କୁ ରଚନାକାର କୁହାଯାଏ, ମହର୍ଷି ବେଦ ବ୍ୟାସ ଯେତେବେଳେ ପଚାରିଲେ କେଉଁ ଯୁଗ ସବୁଠାରୁ ଭଲ ଅଟେ ତେବେ ସେ କଳିଯୁଗ କଥା କହିଥିଲେ । ବିଷ୍ଣୁପୁରାଣ ଅନୁଯାଇ କଳିଯୁଗରେ ପାପର ଭାର ଆଧିକା ହେବ, କନ୍ୟା ୧୨ ବର୍ଷରେ ଗର୍ଭବତି ହୋଇବେ, ତେବେ ମଣିଷ ଆୟୁ କେବଳ ୨୦ ବର୍ଷ ହୋଇଯିବ, ଲୋକ ନିଜ ସମ୍ପୂର୍ଣ ଜୀବନ ରୋଜଗାର ସମ୍ପତି କେବଳ ଗୋଟେ ଘର ବନେଇବାରେ ଲଗେଇବେ ।

ଏହା ପରେ ସବୁଠାରୁ ଭଲ ଯୁଗରେ କଳିଯୁଗକୁ ମଧ୍ୟ ଗଣା ଜୀବ କାହିଁକିନା ସବୁ ପ୍ରକାର ପାପ ନଷ୍ଟ ହୋଇଯିବ ଏବଂ ଯେଉଁମାନେ ଜୀବିତ ରହିବେ ସେହି ଲୋକ ସାଧାରଣ ଏବଂ ଶାନ୍ତି ପୂର୍ଣ ଜୀବନ ବ୍ୟତୀତ କରିବେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଯେମିତିକି ଆମେ କହିସାରିଛୁ ୪ଟି ଯୁଗ ଅଛି ଓ ସେଥି ମଧ୍ୟରୁ ୩ଟି ବୀତି ସାରିଛି ଓ ବର୍ତ୍ତମାନ କଳିଯୁଗ ଚାଲିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button