ଜୀବନଶୈଳୀ

ସମ୍ବନ୍ଧ କେତେବେଳେ ଓ କେତେ ଥର ରଖିବା ଉଚିତ୍ ? ଜାଣନ୍ତୁ ନିୟମ…

କିଛି ଲୋକଙ୍କର ମନରେ ସବୁବେଳେ ଏକ ପ୍ରଶ୍ନ ରହିଥାଏ କି କାହିଁକି ଆମ ସଂସାରରେ ଆମ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହୁଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବା ଫଳରେ ସୁଖର ସଂସାର ଦୁଃଖର ସଂସାର ପାଲଟି ଗଲାଣି । ବନ୍ଧୁଗଣ ଦେଖାଯାଏ କି ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ଶାରୀରିକ ସମ୍ପର୍କ ଠିକ ଭାବରେ ଠିକ ସମୟରେ ନ ହୋଇଥିବା କାରଣରୁ ପ୍ରାୟତଃ ଗୃହସ୍ଥିରେ ବାଦ ବିବାଦ ଲାଗି ରହିବା ସହ ସଂସାରରେ ଅଶାନ୍ତି ଲାଗି ରହେ ।

 

ବନ୍ଧୁଗଣ ବିବାହ ପରେ ଅନେକ ଲୋକ ସାଥିଙ୍କ ସହ ଅତ୍ୟନ୍ତ ହିଁ ଶୀଘ୍ର ସହବାସ କରି ନେଇଥା’ନ୍ତି । ଯାହାକି ବାସ୍ତବରେ ଠିକ ହୋଇନଥାଏ । କାରଣ ବିବାହ ପରେ ସାଥିଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା ଠାରୁ ଅଧିକ ମହତ୍ଵ ପ୍ରେମ ସ୍ଥାପନାରେ ସମୟ  ଦେବା ଆବଶ୍ୟକ ।

କାରଣ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ପ୍ରେମ ଥିବ ଓ ଦୁହେଁ ପରସ୍ପରକୁ ଠିକ ଭାବରେ ବୁଝିପାରୁଥିବେ ଓ ଦୁହେଁ ଦୁହିଁଙ୍କ ଉପରେ ବିଶ୍ବାସ କରୁଥିବେ, ତେବେ ସେ ଗୃହସ୍ଥି ଟି ସୁଖ ଶାନ୍ତିରେ ଭରି ଯାଇଥାଏ । ସେ ସଂସାରଟି ଏକ ସୁନାର ସଂସାର ପାଲଟି ଯାଏ । ବିବହ ପରେ ସାଥିଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନା କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

 

ଏହାପରେ ନିଜ ସାଥିଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା କରାଗଲେ ଆପଣ ଦୁହିଁଙ୍କ ସହ ମଧ୍ୟରେ ପ୍ରେମ ଥିବା ସହ ଆପଣ ଏକ ସୁସନ୍ତାନ ମଧ୍ୟ ପ୍ରାପ୍ତ କରିଥାନ୍ତି । ବନ୍ଧୁଗଣ ଏହାଛଡା ବିବାହ ପରେ ସଂସାର ଟିକୁ ସୁଖ ମୟ କରିବାକୁ ହେଲେ ଆପଣ ଙ୍କୁ ଭାବ ପ୍ରବଣତା ରହିବା ଆବଶ୍ୟକ । କିଛି ବିବାହିତ ଦମ୍ପତ୍ତି ଙ୍କର ଏପରି ପ୍ରଶ୍ନ ରହିଥାଏ କି, ବିବାହ ପରେ କେଉଁ ସମୟରେ ଯଔନ ସମ୍ପର୍କ ରଖିବା ଉଚିତ୍ ହୋଇଥାଏ ।

ତାହାଛଡା କେତେ ଥର ଯଔନ ସମ୍ପର୍କ ରଖିଲେ ସଂସାର ସୁଖମୟ ହୋଇ ରହିଥାଏ । ବନ୍ଧୁଗଣ କହି ରଖୁଛୁ, ଯଔନ ସମ୍ପର୍କ ରଖିବାର ଏପରି କୌଣସି ସମୟ ନାହିଁ । କିନ୍ତୁ କିଛି ଏପରି ସମୟ ରହିଛି ଯେଉଁ ସମୟରେ ଯଔନ ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ଆହୁରି ସୁଖମୟ ହୋଇଯିବ । ତାହାଛଡା ଉପଯୁକ୍ତ ସମୟ ମଧ୍ୟ ଆପଣଙ୍କ ବୟସ ଉପରେ ନିର୍ଭର କରିଥାଏ । କାରଣ ବୟସ ଅନୁସାରେ ଶରୀରରେ ମଧ୍ୟ ପରିବର୍ତ୍ତନ ଆସିଥାଏ ।

ବିଶେଷଜ୍ଞଙ୍କ ଠାରୁ ଜାଣିବାକୁ ମିଳିଛି ଯେ ପ୍ରାୟତଃ ୨୦ ବର୍ଷର ଯୁବକ ମାନଙ୍କ ଠାରେ ଅପରାହ୍ନ ୩ଟା ସମୟ ପରେ ଏହିମାନଙ୍କର ମଧ୍ୟରେ ଯୌନ ଲାଳସା ଅଧିକ ଦେଖା ଦେଇଥାଏ । ତାହାଛଡା ଏହି ବଯସର ଯୁବକ ମାନେ ଦିନରେ ଯେଉଁ ସମୟ ଚାହିଁବେ ସେହି ସମୟରେ ଯଔନ ସମ୍ପର୍କ ରଖିପାରିବେ । ତାହାଛଡା ୩୦ ବୟସର ବ୍ୟକ୍ତି ମାନଙ୍କ ଠାରେ ସକାଳେ ୮ଟା ୨୦ ସମୟରେ ଯୌନ ଇଛା ଅଧିକ ଦେଖା ଦେଇଥାଏ ।

 

ଏହି ସମୟରେ ଏହି ବୟସର ଲୋକମାନେ ଯଔନ ସମ୍ପର୍କ ରଖିଲେ ଏହି ମାନଙ୍କର ଭଲ ହୋଇଥାଏ । ୪୦, ୫୦, ୬୦, ୭୦.. ବର୍ଷ ବଯସର ଲୋକ ମାନଙ୍କୁ ବିଶେଷଜ୍ଞ ମାନେ ରାତି ୧୦ଟା ରେ ଯଔନ ସମ୍ପର୍କ ରଖିବା ଉଚିତ୍ ବୋଲି ମତ ଦେଇଛନ୍ତି । କାରଣ ଏହି ବୟସ ଲୋକ ମାନେ ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ମଧ୍ୟ ଉଠି ଯାଇଥାନ୍ତି । ତାହାଛଡା ଯଦି ଆପଣ ଏହିସମୟରେ ରାତିରେ ଶୋଇବା ପୂର୍ବରୁ ଯଔନ ସମ୍ପର୍କ ରଖିଥାନ୍ତି, ତେବେ ଆପଣ ଦୁହିଁଙ୍କ ମଧ୍ୟରେ ପ୍ରେମ ସବୁବେଳେ ମଜବୁତ ହୋଇରହେ ।

ତାହାଛଡା ଆପଣ ଉଭୟ ପରସ୍ପରର ଠାରୁ ଦୂରରେ ଥିଲେ ମଧ୍ୟ ଦୁହିଁଙ୍କୁ ନିକଟରେ ଅନୁଭବ କରିଥାନ୍ତି । ତାହାଛଡା ଶରୀର ଅସୁସ୍ଥ ଥିବା ସମୟରେ ବା ପାଗ ଖରାପ ଥିବା ସମୟରେ ଯଔନ ସମ୍ପର୍କ ରଖିବା ମଧ୍ୟ ଶରୀର ପକ୍ଷେ ଉଚିତ ହୋଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button