କ୍ରାଇମ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣା : ଡାକ୍ତରଖାନା ମାଲିକଙ୍କୁ ଖୋଜୁଛି ପୁଲିସ – Utkal Mail


କେନ୍ଦୁଝର: କେନ୍ଦୁଝର ସହରରେ ଥିବା ଏକ ଘରୋଇ ଡାକ୍ତରଖାନା (ପହି ଡାକ୍ତରଖାନା)ରେ ଚିକିତ୍ସାରେ ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନାର ମାଲିକ ଡାକ୍ତର ଜଗନ୍ନାଥ ପହିଙ୍କ ବିରୋଧରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଡାକ୍ତର ପହିଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୁଲିସ ତାଙ୍କ ବୟାନ ରେକର୍ଡ ପାଇଁ ଉଦ୍ୟମ କରିଛି। ତେବେ ସେ କ୍ଲିନିକରେ ନଥିବା ପୁଲିସ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button