ଦେଶ ବିଦେଶ

ଢେଙ୍କାନାଳ ରେ ଯୁବତୀ ଙ୍କ ଚାଲିଚି ବିପୁଳ ଭାବେ ଦେହ ବେପାର ! ବେଶୀ ପରିମାଣ ରେ କଲେଜ୍ ଛାତ୍ରୀ ସାମିଲ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଢେଙ୍କାନାଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେ-ହ ବ୍ୟ-ବ-ସା-ୟ।ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେ-କ୍ସ ରାକେଟ୍‌ ଠାବ କରିଥିଲା ପୋଲିସ।
କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଙ୍ଗପିନ୍ ଶିବାଜୀ ମହାନ୍ତିକୁ ଗିରଫ କରିଥିଲା ପୋଲିସ।
ସେହିଭଳି ପୁଣି ପୁଲିସ ଆଖିରେ ଧୂଳିଦେଇ ସହର ଭିତରେ ଆଉ ଜାତୀୟ ରାଜପଥ କଡରେ ଖୁଲମଖୁଲା ଚାଲିଛି ସେ-କ୍ସ ରାକେଟ।
ଆଉ ଏହି ଦେହ ବ୍ୟବସାୟର ମାଷ୍ଟରମାଇଣ୍ଡ ସାଜିଛନ୍ତି ଢେଙ୍କାନାଳ ଓ ଆଠଗଡ ଅଞ୍ଚଳର କିଛି ପୁରୁଷ ଓ ମହିଳା। ସହରର ଆଖପାଖ ଅଞ୍ଚଳ, ବାଲେଶ୍ଵର ଏପରିକି କଲିକତା ହାଇଦ୍ରାବାଦ ଅଞ୍ଚଳରୁ କିଛି ଦେ-ହଜୀ-ବୀ-ଙ୍କୁ ନେଇ ବେଧଡକ ଚାଲିଛି ଏହି ସେ-କ୍ସ ରାକେଟ।
ଆଉ ଅଭିଯୋଗ ପାଇବା ପରେ ରେଡ କରୁଛି ପୋଲିସ। ଫଳରେ ଶାନ୍ତିର ସହର ଢେଙ୍କାନାଳ ଏବେ ଦିନକୁ ଦିନ ଅଶାନ୍ତ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ।
ସେ-କ୍ସ ରାକେଟ୍‌ ଚାଲୁଥିବା ବେଳେ ଜଣେ କଲିକତାର ଯୁବତୀଙ୍କ ସହ ଆଠଗଡ ଅଞ୍ଚଳର କିଙ୍ଗପିନ ମହିଳାଙ୍କୁ ଧରିବା ସହ ଚାରିଜଣ ଗ୍ରାହକଙ୍କୁ ମାଡି ବସିଥିଲା ପୋଲିସ।  ସେମାନଙ୍କଠାରୁ କିଛି ନଗଦ ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି
Viral news

ଏପଟେ ଗତ ମାସ ଆଠ ତାରିଖରେ ମଧ୍ୟ ଟାଉନଥାନା କାଲଟାକ୍ସ ଅଞ୍ଚଳରୁ ଧରା ହୋଇଥିଲା ଆଉ ଏକ ସେ-କ୍ସ ରାକେଟ। ଯେଉଁଥିରେ ବାଲେଶ୍ୱରର ଦୁଇଜଣ ଦେ-ହ-ଜୀ-ବୀଙ୍କ ସହ ସେ-କ୍ସ କାରବାର ଚଳାଇଥିବା ମାଷ୍ଟରମାଇଣ୍ଡ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା ଟାଉନଥାନା ପୋଲିସ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button