ବିଚାର

କଥା କଥାରେ କାନ୍ଦୁଥିବା ଝିଅ ଭାଗ୍ୟଶାଳୀ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା

ପ୍ରାୟତଃ ଆପଣମାନେ କିଛି ମହିଳା ମାନଙ୍କୁ ଦେଖିଥିବେ ଯେଉଁମାନେ ଛୋଟିଆ ଛୋଟିଆ କଥାରେ ଦୁଃଖି ହୋଇଯାଇଥାନ୍ତି କିମ୍ବା କାନ୍ଦିବାକୁ ବି ଲାଗିଯାଇଥାନ୍ତି। କିନ୍ତୁ ବହୁତ ଲୋକ ତାଙ୍କର ଏହି ଅଭ୍ୟାସ କାରଣରୁ ତାଙ୍କୁ ଦୁର୍ବଳ ଭାବିଥାନ୍ତି ଏବଂ ତାଙ୍କର ପରିହାସ ମଧ୍ୟ କରିଥାନ୍ତି। କେବଳ ଏତିକି ନୁହେଁ ହସିବାକୁ ବି ଲାଗିଯାଇଥାନ୍ତି। କିନ୍ତୁ ଆଜି ଆମେ ଏପରି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ଆଉ ତାଙ୍କ ଉପରେ ହସିବେ ନାହିଁ ଏବଂ ତାଙ୍କର ବହୁତ ସମ୍ମାନ କରିବାକୁ ଲାଗିବେ। ତେବେ ଆସନ୍ତୁ ଜାଣିବା କିପରି ହୋଇଥାନ୍ତି ଏହି କଥା କଥାରେ କାନ୍ଦୁଥିବା ମହିଳାମାନେ।

ଯେଉଁ ମହିଳାମାନେ କଥା କଥାରେ କାନ୍ଦିଥାନ୍ତି ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ ଏବଂ ସେମାନେ ନିଜର ଭାବନାକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। ଏବଂ କାନ୍ଦିବାକୁ ଲାଗି ଯାଇଥାନ୍ତି। ଏପରି ମହିଳା ଯାହାକୁ ବି ଭଲ ପାଇଥାନ୍ତି ହୃଦୟରୁ ଭଲ ପାଇଥାନ୍ତି ଏବଂ ତାଙ୍କ ବିନା ରହିପାରନ୍ତି ନାହିଁ।କଥା କଥାରେ କାନ୍ଦୁଥିବା ମହିଳାମାନେ ଅନ୍ୟ ମାନଙ୍କର ଭାବନାକୁ ଭଲ ଭାବରେ ଜାଣିପାରିଥାଆନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏପରି ସ୍ତ୍ରୀମାନେ ଭୁଲରେ ବି କାହାରି ମନରେ ଦୁଃଖ ଦିଅନ୍ତି ନାହିଁ। ଏବଂ କାହାର କ୍ଷତି କରିବା ବିଷୟରେ ଭୁଲରେ ବି ଚିନ୍ତା କରନ୍ତି ନାହିଁ। କାହାର ଲାଭ ଉଠାଇବା କାହାର ବ୍ୟବହାର କରିବା ଏମାନଙ୍କୁ ଜଣା ହିଁ ନଥାଏ। ଏମାନେ ଆଗୁଆ କାହାଠାରୁ ସାହାର୍ଯ୍ୟ ବି ମାଗି ପାରନ୍ତି ନାହିଁ। ସେଥିପାଇଁ ଏମାନଙ୍କୁ ଏକୁଟିଆ ପଣର ଅନୁଭବ ହୋଇଥାଏ ଏବଂ ଦୁଃଖରେ ଆଖିରୁ ଲୁହ ଝରିପଡ଼େ। ଯେଉଁ ସ୍ତ୍ରୀ ମାନଙ୍କୁ କଥା କଥାରେ କାନ୍ଦ ଆସୁଥାଏ ଏପରି ସ୍ତ୍ରୀ ମାନେ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଷ୍ଟ୍ରଙ୍ଗ ହୋଇଥାନ୍ତି। କାହିଁକିନା ଏମାନଙ୍କୁ ଏହି କଥାର କିଛିବି ଫରକ ପଡିନଥାଏ। କି ଏମାନଙ୍କର କାନ୍ଦିବା ଦ୍ୱାରା ଲୋକମାନେ କଣ ଚିନ୍ତା କରିବେ। ଯଦି କିଏ ଏମାନଙ୍କୁ ଖରାପ କଥା କହିଦିଏ ବା ଆଖିରୁ ଲୁହ ଝରାଇ ଅନ୍ତରର ଭାବନାକୁ ପ୍ରକାଶ କରି ଦେଇଥାଏ। ଅନ୍ୟ ସ୍ତ୍ରୀମାନଙ୍କ ଭଳି କଥାକୁ ନିଜ ଭିତରେ ଦବାଇ ରଖି ପଛରେ ଦେଖିଲେ ବି ଏପରି ଚିନ୍ତା ରଖନ୍ତି ନାହିଁ। ଯଦି ଭୁଲ କଥା ଅଟେ ତାହାକୁ ଭୁଲ ବୋଲି ଆପଣଙ୍କର ସାମ୍ନାରେ ହିଁ କହିଦେଇଥାନ୍ତି। ଏମାନଙ୍କର ମନରେ କାହା ପ୍ରତି ଖରାପ ଭାବନା ରହି ନଥାଏ ଏବଂ କାହା ସହିତ ବି ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କର ଲାଇଫ ପାର୍ଟନର ଏପରି ଅଛନ୍ତି ତ ତାଙ୍କ ଉପରେ କ୍ରୋଧ କରିବା ଠିକ ନୁହେଁ। ତାଙ୍କର ପିଲାଳିଆମୀ ଜାଣି କରି ତାଙ୍କର ସାଥିରେ ଠିଆ ହେବା ଉଚିତ। ବହୁତ ପୁରୁଷଙ୍କୁ ନିଜର କାନ୍ଦୁଥିବା ପତ୍ନୀଙ୍କ ଉପରେ ବହୁତ କ୍ରୋଧ ଆସିଥାଏ। କିନ୍ତୁ ସେ ତାଙ୍କର ମନ କଥା ଜାଣନ୍ତି ନାହିଁ ଏବଂ କ୍ରୋଧର ଆଦେଶରେ ନିଜ ବିଷୟରେ ହିଁ ଚିନ୍ତା କରିଥାନ୍ତି। ଯଦି ଆପଣଙ୍କର ପତ୍ନୀ ଆପଣଙ୍କ କଥାରେ ଭାବୁକ ହୋଇଯାଉଛନ୍ତି ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। କାହିଁକିନା ଆପଣଙ୍କୁ ଏପରି ପତ୍ନୀ ମିଳିଛନ୍ତି ଯିଏ ଆପଣଙ୍କୁ କେବେବି ଧକା ଦେବେନାହିଁ। ତ ଏପରି ମହିଳାଙ୍କର ଆଉ ଏକ ବିଶେଷ ଗୁଣ ମଧ୍ୟ ରହିଛି ଏବଂ ତାହା ହେଲା ଆପଣଙ୍କର ଉପରେ ଯେତେବେଳେ ବିପଦ ଆସି ଯାଉ ପଛେ ସେମାନେ କେବେବି ଆପଣଙ୍କର ହାତ ଛାଡିବେ ନାହିଁ। କଠିନରୁ କଠିନ ପରିଶ୍ରମ କରିଲେ ବି ସେ ଆପଣଙ୍କର ସହିତ ଦୃଢ଼ତାର ସହିତ ଠିଆ ହୋଇ ରହିବେ ଏବଂ ଆପଣଙ୍କର ଧର୍ଯ୍ୟ ବଢ଼ାଇବାର କାର୍ଯ୍ୟ କରିବେ। ଏପରି ମହିଳାମାନେ ଯାହାକୁ ବି ନିଜର ଜୀବନସାଥୀ କରିଥାନ୍ତି ତ କେବଳ ମନ ଦ୍ୱାରା ହିଁ ପ୍ରଭାବିତ ହୋଇଥାନ୍ତି। ଏମାନଙ୍କୁ ଭଲ ଏବଂ ଖରାପ ମଧ୍ୟରେ ପ୍ରଭେଦ ଭଲ ଭାବରେ ଜଣାଥାଏ। କିନ୍ତୁ ଜେବେବି ଏମାନଙ୍କ ସାଥିରେ କିଛି ଖରାପ ହୋଇଥାଏ ଏମାନେ ତାଙ୍କୁ ସହ୍ୟ କରିପାରନ୍ତି ନାହିଁ। ଏବଂ କାନ୍ଦିବାକୁ ଲାଗି ଯାଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button