ବିଚାର

ଘର ର ଏହି କୋଣ ରେ ଯଦି ଆପଣ ରଖି ଦେବେ ମୟୂର ପଙ୍ଖ, ତାହାଲେ ଆସିବ ପ୍ରଚୁର ଧନ! ଦେଖନ୍ତୁ କେମିତି କରିବେ ପକ୍ରୀୟା…

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୟୁର ପୁଛ ଦେଖିବାକୁ ଖୁବ ସୁନ୍ଦର ଏବଂ ଏହାକୁ ସମସ୍ତେ ଭଲ ପାଆନ୍ତି। ଏହା ସହିତ ଏହାକୁ ପୂଜା ମଧ୍ୟ କରାଯାଏ। କୃଷ୍ଟଙ୍କ ମୁଣ୍ଡରେ ଏହା ଶୋଭା ପାଉଥିବାରୁ ଏହାକୁ ପବିତ୍ର ବୋଲି କୁହାଯାଏ ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ଦେବା ଦେବୀ ଏବଂ ନବଗ୍ରହ ମୟୁର ପୁଛରେ ବାସ କରନ୍ତି।
ହିନ୍ଦୁ ଶାସ୍ତ୍ର ଅନୁସାରେ ମୟୁର ଚୁଳ ଘରେ ରଖିବା ଦ୍ୱାରା ଅମଙ୍ଗଳର ନାଶ ହୋଇଥାଏ, ମୟୁର ପୁଚ୍ଛ ରଖିଲେ କୁଆତ୍ମା ପାଖକୁ ଆସନ୍ତି ନାହିଁ।
Viral news
ମୟୁର ପୁଚ୍ଛକୁ ଶ୍ରୀକୃଷ୍ଣ ନିଜ ମସ୍ତକ ରେ ରଖି ସମ୍ମାନ ଦେଇଛନ୍ତି,ବସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଘରେ ରଖିବା ଦ୍ୱାରା ବସ୍ତୁ ତ୍ରୁଟି ରୁ ମୁକ୍ତି ମିଳିଥାଏ। କେବଳ ଭାରତରେ ନୁହେଁ ଦେଶ ବିଦେଶ ଦୁନିଆର ପ୍ରାୟ ସମସ୍ତ ସ୍ଥାନରେ ମୟୁର ପୁଚ୍ଛକୁ ଆଧ୍ୟାତ୍ମିକର ପ୍ରତୀକ ବୋଲି କୁହାଯାଇଛି। ତେବେ ବନ୍ଧୁଗଣ ଜ୍ୟୋତିବିଦ୍ୟା ଅନୁସାରେ ଘରେ ଯଦି ସଠିକ୍ ସ୍ଥାନରେ ମୟୂର ପୁଚ୍ଛ ରଖାଯାଏ, ତେବେ ଘରେ ପଇସାର ବୃଦ୍ଧି ପାଇଥାଏ।
ଆଉ ଘରର ବସ୍ତୁ ଦୋଷ ମଧ୍ୟ କଟିଥାଏ। ବନ୍ଧୁଗଣ ଘରର ଏପରି ଏକ ସ୍ଥାନରେ ମୟୂର ପୁଚ୍ଛକୁ ରଖିବେ ତାହାଲେ ଘରକୁ ଆସୁଥିବା ଲୋକଙ୍କ ନଜର ଯାଇ ସିଧା ମୟୂର ପୁଚ୍ଛ ଉପରେ ପଡ଼ିବ। ଆଉ ଆସୁଥିବା ନକାରାତ୍ମକ ଶକ୍ତିରୁ ଆପଣ ବର୍ତ୍ତି ଯିବେ। ଆଉ ଧିରେ ଧିରେ ସକାରାତ୍ମକ ଶକ୍ତିରେ ଭାରିଯିବ ଘର। ଆଉ ମଧ୍ୟ ନବଜାତ ଶିଶୁ ଉପରେ ବାହାର ନଲାଗିବା ପାଇଁ ମଧ୍ୟ ଶେଯ ପାଖରେ ଗୋଟିଏ ମୟୂର ପୁଚ୍ଛକୁ ରଖାଯାଇଥାଏ।
Mayur

ତାହାସହ ଘରେ ପିଲାମାନେ ଯଦି ଦୁଷ୍ଟ ହୋଇଥାନ୍ତି, ସେମାନଙ୍କୁ ମୟୂର ପୁଚ୍ଛରେ ବିଞ୍ଛା ଯାଇଥାଏ। ଯେଉଁଥିରେ ସେମାନଙ୍କ ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ଆଉ ଧିରେ ଧିରେ ପିଲାମାନେ ଶାନ୍ତ ସରଳ ପ୍ରଭାବର ହୋଇଥାନ୍ତି। ତେବେ ଏହିସବୁ ଭଲ ବର ଆଉ ଗୋଟିଏ ଶୁଭ ଦିନ ଦେଖି ମୟୂର ପୁଚ୍ଛକୁ ବ୍ୟବହାର କରିଲେ ଅନେକ ସୁଫଳ ମିଳିଥିବା ଜ୍ୟୋତିର୍ବିଜ୍ଞାନୀ ମାନେ କୁହନ୍ତି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button