ପ୍ରତ୍ୟକଦିନ ନଯାଇପାରୁଥିଲେ ମନ୍ଦିର ଘରେ ହିଁ କରନ୍ତୁ ଏହି ଗୋଟିଏ କାମ- ରହିବ ଭଗବାନଙ୍କ କୃପା

ଏମିତି ଦେଖା ଯାଏକି ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ କିନ୍ତୁ ଯେଉଁ ମଣିଷ ପରିଶ୍ରମ କରିଥାଏ ତାକୁ ସଫଳତା ମିଳିଥାଏ, ଆସୁଥିବା ସମସ୍ୟା କୁ ଦୂର କରିବା ପାଇଁ ଏହା ବହୁତ ଜାରୁରୀ କି ପରିଶ୍ରମ କରିବା ସହିତ ଆପଣଙ୍କ ଭାଗ୍ୟର ସାଥ ବହୁତ ଜରୁରୀ ହୋଇଥାଏ । ଜ୍ୟୋତିଷ ଓ ପଣ୍ଡିତ କୁହନ୍ତି କି ଯଦି ଆପଣଙ୍କ କୁଣ୍ଡଳୀରେ ଗ୍ରହ ମାନଙ୍କର ଦୋଷ ରହିଥାଏ କିମ୍ବା କେବେ ବି ଜାଣ ବା ଅଜାଣନ୍ତରେ ଆପଣଙ୍କ ଦ୍ଵାରା କିଛି ପାପ ହୋଇଥାଏ ତାହେଲେ ଏହା ବି ଏକ କାରଣ ହୋଇଥାଏ ଯାହା ପାଇଁ କି ଆପଣଙ୍କୁ ଜୀବନରେ ସହଜରେ ସଫଳତା ମିଳିନଥାଏ ।
ଏପରି ପାରିସ୍ଥିତିରେ ଏହି ସାମସ୍ୟାର ସମାଧାନ ପାଇବା ପାଇଁ କୁହାଯାଇଛିକି ଆମେ ଆମର ଇଷ୍ଟ ଦେବୀ ଦେବତା ଙ୍କୁ ପୂଜା କରିବା ଦରକାର ।
ଆପଣଙ୍କୁ ଜଣେଇବାକୁ ଚାହିଁଛୁକି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି କୁଣ୍ଡଳୀ ଦୋଷ ଦୂର କରିବା ପାଇଁ ଆପଣଙ୍କୁ ନିୟମିତ ରୂପେ ପ୍ରତିଦିନ ମନ୍ଦିରକୁ ଯାଇ ଭଗବାନ ଙ୍କୁ ପୂଜା କରିବା ଦରକାର । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏକି କିଛି କାରଣ ପାଇଁ ସବୁଦିନ ମନ୍ଦିରକୁ ଯାଇ ପାରନ୍ତି ନାହିଁ ଏବଂ ଆମେ ଆଜି ଯେଉଁ ଖବର ଆଣି ଆସିଛୁ ଯାହା ଏପରି ଲୋକଙ୍କ ପାଇଁ ଯେଉଁ ମାନେ ମନ୍ଦିର ଯାଇ ପାରନ୍ତି ନାହିଁ ।
ଯଦି ଘରେ ପୂଜା କରିବା ପାଇଁ ଅଧିକ ସମୟ ମିଳୁନାହିଁ ତାହେଲେ ପ୍ରତିଦିନ ଠାକୁରଙ୍କ ସାମ୍ନାରେ ଘିଅ ଦୀପ ଅବଶ୍ୟ ଜାଳାଅ , ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ରହିଥାନ୍ତି । ଯଦି ଆପଣ ଠିକ ଭାବେ ଆପଣଙ୍କ ଘରେ ପୂଜା କରୁନାହାଁନ୍ତି ତାହେଲେ ଆପଣ ଘର ଥିବା ମନ୍ଦିରର ସଫାଇ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏମିତି କରିବା ଦ୍ଵାରା ଆପଣଙ୍କ ଉପରେ ସବୁବେଳେ ଦେବୀ ଦେବତାଙ୍କ ଆଶୀର୍ବାଦ ରହିଥାଏ ।