କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି !

ବନ୍ଧୁଗଣ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ନମ୍ବର ବାଛିବାକୁ ହେବ । ଯାହା କି ରାଶିଚକ୍ର ଉପରେ ଆଧାରିତ ଅଟେ । ଏପରି ବିଷୟ ବସ୍ତୁ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ ଏହି ବିଷୟରେ କିଛି ନୂଆ ତଥ୍ୟ ରହିଛି । ଯାହା ଆପଣଙ୍କ ଭବିଷ୍ୟତ ସହ ଜଡିତ ଅଟେ । ଆପଣଙ୍କ ମନରେ ଯାହା ବି ସମସ୍ଯା ଅଛି ବା ଜୀବନରେ ସମସ୍ଯା ଚାଲିଛି ତେବେ ସେହି ସବୁ ଘଟଣାକୁ ନେଇ ଆପଣ ୩ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ନମ୍ବର ବାଛନ୍ତୁ ।
ଦେଖିବେ ଆପଣଙ୍କର ଉତ୍ତର ଆପଣଅପାନ ନିଶ୍ଚୟ ପାଇ ପାରିବେ । ଏବେ ଆସନ୍ତୁ ଆରମ୍ଭ କରିବା । ୧- ଯଦି ଆପଣ ପ୍ରଥମ ନମ୍ବର ଟି ଚୟନ କରିଛନ୍ତି ତେବେ ଆପଣ ବହୁତ ବାଧା ଦେଇ ଗତି କରି ଫଳ ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ଆପଣ ଯେତେ ଚେଷ୍ଟା କରିଲେ ବି ସମାଧାନ କରିପାରୁ ନାହାନ୍ତି । ପ୍ରତେକ କାର୍ଯ୍ୟ ରେ ବିଘ୍ନ ଘଟୁଛି ।
ବର୍ତ୍ତମାନ ମନ୍ଦ ଫଳ ପ୍ରଦାନ କରୁଛି । ବହୁ କ୍ଲେଶ, ଚିନ୍ତା ରେ ରହୁଛନ୍ତି । ବହୁତ ଗୁଡାଏ ଅକାର୍ଯ୍ୟ ରହିଛି । ମନଗଳିକ କାମକୁ ନେଇ ଚିନ୍ତାରେ ଅଛନ୍ତି । ଧନ କେଉଁଠୁ ଆସିବ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ଆପଣ ଦାରୁଣ ଚିନ୍ତାରେ ପଡି ଯାଇଛନ୍ତି ।
୨- ଆପଣ ଯଦି ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଭଲ ସମୟରେ ଆପଣଙ୍କର ଉତ୍ତର ପାଇବେ ଏବେ । ବୃତ୍ତି କ୍ଷେତରେ ସ୍ୱଳ୍ପ ଆୟ ଯାହା ଦେଖାଯାଇଛି ତାହାର ଉନ୍ନତି ଆଗାମୀ ୭ ମାସ ହେବାରେ ଅଛି । ସନ୍ତାନର ଉନ୍ନତି ପାଇଁ ଆଶା କରୁଛନ୍ତି ତେବେ ବ୍ଯାକୁଳ ହୁଅନ୍ତୁ ନାହି । ସନ୍ତାନଙ୍କ ପାଇଁ ଅଧିକ ଚିନ୍ତା କରି ଅଧିକ କରିପାରିବେ ନାହି ।
କିନ୍ତୁ ଜାଣି ରଖନ୍ତୁ ଆଗାମୀ ଦିନରେ ସନ୍ତାନଙ୍କ ଭବିଷ୍ୟତ ବହୁତ ଭଲ ରହିବ । ଅଶ୍ଵଗନ୍ଧା ମୋଦକ ଓ ମେଥି ମୋଦକ ୩ ମାସ ଯାଏଁ ସ୍ତ୍ରୀ ମାନେ ସେବନ କରନ୍ତୁ । ଆଗାମୀ ଜୀବନରେ ରାଜନୀତି ବା ବଡ ପଦରେ ଯଶସ୍ଵୀ ହେବେ ।
୩- ଆପଣ ଯଦି ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ବହୁତ ଚିନ୍ତାରେ ବହୁ ମୁଲ୍ଯବାନ ସମୟ ନଷ୍ଟ କରୁଛନ୍ତି । ବହୁତ ଯତ୍ନ ପୂର୍ବକ କାମ କରୁଥିବା ବେଳେ ବିପଦରେ ପଡି ଯାଉଛନ୍ତି । ଆପଣଙ୍କ ଲାଗି ସମ୍ମାନ ଏମିତି ଥିଲା ଏବେ ତାହା ନାହି । ଜୀବନରେ ଆପଣ ଯାହା ସୁଖ ବୋଲି ଭବୁଥିଲେ ତାହା ଏବେ ଦୁଖରେ ପରିଣତ ହେବାକୁ ଯାଉଛି ।
ଅତି ନିଜର ଲୋକ ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ଆପଣ ଯାହାକୁ ଅଧିକ ଭଲ ପାଉଥିଲେ ସେ ଦୂରେଇ ଯାଇଛନ୍ତି । କୌଣସି ବ୍ୟକ୍ତିଙ୍କ କଥାକୁ ନେଇ ଦୁଖରେ ଅଛନ୍ତି । ସେଥିପାଇଁ ଅତୀତକୁ ଭୁଲି ଯାଆନ୍ତୁ । ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତୁ । ବିଦ୍ୟା କ୍ଷେତ୍ରରେ ଜୟ ଲାଭ କରିବେ । ପାରିବାରିକ ଶାନ୍ତିରେ ବ୍ୟାଘାତ ସୃଷ୍ଟି ହେବ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।