ଓଡିଶା

ବିଲକୁ ଯାଉଥିଲେ ମହିଳା: କଚାଡ଼ିଦେଲା ଦନ୍ତା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳ ୭ ଟାରେ ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ। ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ଆଜି ସକାଳ ୭ ଟାରେ ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ।ବାଇକରୁ ପଡ଼ିଯିବା ପରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ।
ବାଇକରୁ ପଡ଼ିଯିବା ପରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button