ବିଚାର

ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଠାକୁର ଓ ଜାଣି ନିଅନ୍ତୁ ଆପଣଙ୍କର ଭବିଷ୍ୟତ- Personality Test

ବନ୍ଧୁଗଣ ଆପଣ ସମସ୍ତେ ଭଗବାନଙ୍କ ଉପରେ ନିଶ୍ଚୟ ଭରସା କରୁଥିବେ । ଆଉ ଭରସା କାରଣରୁ ଆଜି ଦୁନିଆ ତିଷ୍ଠି ରହିଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ଭଗବାନ ଚିତ୍ର । ସେମାନେ ହେଉଛନ୍ତି ଭଗବାନ ଗଣେଶ, ଶିବ ଓ ଶ୍ରୀକୃଷ୍ଣ । ଏମାନଙ୍କ ମଧ୍ୟରୁ ଆପଣଙ୍କୁ ଯେ କୌଣସି ଜଣଙ୍କୁ ନିଜ ମନ ପସନ୍ଦ ଅନୁଯାୟୀ ବାଛିବାକୁ ପଡିବ । ତା ପରେ ଆମେ ଆପଣଙ୍କର ବର୍ତ୍ତମାନ ଓ ଭବିଷ୍ୟତର ସ୍ଥିତି ବିଷୟରେ କହିବୁ ।

ଯାହା ଦ୍ଵାର ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ଚାଲିଛି ସେଥିରୁ ଆପଣ ବାହାରି ପାରିବେ । ତେବେ ବାଛି ନିଅନ୍ତୁ ୩ଟି ଭଗବାନ ଙ୍କ ମଧ୍ୟ ରୁ ଜଣଙ୍କୁ । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।  ୧- ଭଗବାନ ଗଣେଶ : ଯଦି ଆପଣ ଭଗବାନ ଗଣେଶ ଙ୍କ ଚିତ୍ର ଚୟନ କରିଛନ୍ତି ବର୍ତ୍ତମାନ ସମୟ କହୁଛି ଆପଣ ଦୁଖ ଭୋଗ କରିବେ ନାହିଁ ।

ଯାହା ବି ବିଘ୍ନ  ଆସିଥିଲା ସେଠାରୁ ଖୁସି ଖବର ଆସିବ । ଶତ୍ରୁ ଭୟଭୀତ ରହିବେ । ଯଦି ଆପଣ କୌଣସି କାର୍ଯ୍ୟ କରନ୍ତି ତେବେ ବିବେକ ଓ ଚିନ୍ତାକୁ ଭଲରେ ଲଗାନ୍ତୁ । ସନ୍ତାନ ସୁଖର ପ୍ରାପ୍ତ ହେବ । ରୁଣ ସୁଝିବା ପାଇଁ ପ୍ରାପ୍ୟ ମିଳିଯିବ । ଗ୍ରହ ମାନେ ଆପଣଙ୍କ ସପକ୍ଷରେ ଅଛନ୍ତି । ଜଣେ ବିଶ୍ଵସ୍ତ ପଣ୍ଡିତଙ୍କ ପାଖକୁ ଯାଇ ଜାତକରେ ଥିବା ଦୋଷର ନିବାରଣ କରନ୍ତୁ ।

୨- ଭଗବାନ ଶିବ : ଯଦି ଆପଣଙ୍କୁ ଭଗବାନ ଶିବଙ୍କ ଚିତ୍ର ଅଧିକ ଭଲ ଲାଗିଛି ତେବେ ଦୁସ୍ଵପ୍ନ ଦୂର ହେବ । ସୁଖରେ ଜୀବନ ବିତାଇବେ । ଅଧିକ ବ୍ୟସ୍ତ ରହୁଥିଲେ ସେଥିରେ ସଫଳତା ପାଇବେ । କିନ୍ତୁ ସଫଳତା ଆପଣଙ୍କ ହାତକୁ ବିଳମ୍ବରେ ଆସିବ । ଗ୍ରହ ଦଶା କାରଣରୁ ଏହା ଭିତରେ ମନ୍ଦ ଦଶା ଭୋଗ କରିସାରିଛନ୍ତି । ମାନସିକ ଚିନ୍ତା ଦୂର ହେବ ।

ଆପଣଙ୍କର ଆଗାମୀ ଜୀବନରେ ୩ଟି ମନ୍ଦ ଦଶା ଭୋଗ ହେବ । ସେହି ସମୟରେ ସତର୍କ ରହିବା ସହ ପଣ୍ଡିତଙ୍କୁ ଜାତକ ଦେଖାଇ ପ୍ରତିକାର କରନ୍ତୁ । ଆପଣ ବହୁତ ଦିନ ହେଲା ରୋଜଗାର ବେଳେ ଧନ ବ୍ୟୟ କରୁଥିଲେ । ସନ୍ତାନଙ୍କୁ ନେଇ ସୁଖ ସମ୍ବାଦ ପାଇବେ ।

୩- ଭଗବାନ କୃଷ୍ଣ : ଆପଣଙ୍କୁ ଭଗବାନ କୃଷ୍ଣଙ୍କ ଚିତ୍ର ଆକର୍ଷିତ କରିଥିଲେ ଆପଣ ଦେଖିବାକୁ ଖୁବ ସୁନ୍ଦର, ଚତୁର, ସମାଜରେ ଆପଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣ ଅତୀତରେ ଦୁଖରେ ରହୁଥିଲେ । କିନ୍ତୁ ଏବେ ସବୁ ଦୂର ହେବ । ସନ୍ତାନ, ପରିବାର ତରଫରୁ ଯାହା ଦୁଖ ମିଳୁଥିଲା ତାହା ଦୂର ହେବ । ଅପବ୍ୟୟରେ ସୁଧାର ଆସିବ । ଆର୍ଥିକ ସ୍ଥିତି ଭଲ ରହିବ ।

ଆପଣ ସଞ୍ଚୟ ଅଧିକ କରିବେ । ନାନା ଉଦବେଗ ଜାତ ହେଉଛି । ଆପଣାର ଲୋକ ପର ହେଉଥିଲେ କିନ୍ତୁ ଏବେ ସେମାନେ ନିଜର ହେବେ । ଖରାପ ଫଳ ଯାହା ଜୀବନରେ ଥିଲା ତାହା ଚାଲିଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button