ମନୋରଞ୍ଜନ

ଓଡିଆ ହିରୋଇନ ମାନଙ୍କ ଭଉଣୀମାନେ ତାଙ୍କ ଠାରୁ ବି ସୁନ୍ଦରୀ ଅଟନ୍ତି କଣ ଆପଣ ଦେଖିଛନ୍ତି ?

ଆପଣମାନେ ସମସ୍ତେ ଓଲିଉଡ ହିରୋଇନ ମାନଙ୍କୁ ଖୁବ ବେସ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କୁ ଅଭିନୟ କରୁଥିବାର ମଧ୍ୟ ଦେଖିଛନ୍ତି କିନ୍ତୁ କଣ ଆପଣ ତାଙ୍କ ଭଉଣୀ ମାନଙ୍କୁ ଦେଖିଛନ୍ତି ଯିଏ ତାଙ୍କ ଭଳି ସୁନ୍ଦରୀ ଅଟନ୍ତି, ଆଜି ଆମେ ଆପଣଙ୍କୁ କିଛି ବିଶେଷ ହିରୋଇନ ମାନଙ୍କ ଭଉଣୀ ମାନଙ୍କ ସହ ଦେଖା କରେଇବୁ ଆସନ୍ତୁ ଜାଣିବା ଏହି ହିରୋଇନ ମାନଙ୍କ ଭଉଣୀ ମାନଙ୍କ ବିଷୟରେ ବିସ୍ତାର ସହ ।

Image Courtesy: Google

୧. ପୁନମ :

ତେବେ ପୁନମ ଓଲିଉଡ ଜଗତ ଉପରେ ନିଜ ଅଭିନୟ ଦ୍ଵାରା ନିଜ ନା ଲେଖିଛନ୍ତି କିନ୍ତୁ କଣ ଆପଣ ତାଙ୍କ ଭଉଣୀକୁ ଦେଖିଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ପୁନମ ବଡ ଭଉଣୀକୁ ଦେଖାଉ ଅଛୁ ଯିଏ କୌଣସି ଅଭିନେତ୍ରୀ ନୁହନ୍ତି କିନ୍ତୁ ଦେଖିବାରେ କୌଣସି ହିରୋଇନ ଠାରୁ କମ ମଧ୍ୟ ନୁହନ୍ତି ।

୨. ଶିବାନୀ :

ଶିବାନୀଙ୍କୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ଶିବାନୀ ଛୋଟବେଳୁ ଚଳଚିତ୍ର ଦୁନିଆରେ ପାଦ ରଖିଥିଲେ ଓ ବଡ ହେଲା ପରେ ମଧ୍ୟ ତାଙ୍କୁ ଅଭିନୟ କରିବା ବହୁତ ପସନ୍ଦ ଅଟେ ଏହା ଛଡା ଶିବାନୀ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି ତେବେ ଯେ ହାଉଛନ୍ତି ଶିବାନୀଙ୍କର ସାନ ଭଉଣୀ ।

Image Courtesy: Google

୩. ତମନ୍ନା :

ତେବେ ତମନ୍ନାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ସେଥିପାଇଁ ତାଙ୍କ ଫିଲ୍ମ ସୁପର ଡୁପର ହିଟ ହୋଇଥାଏ ତେବେ ତମନ୍ନା ବହୁତ ବଡ ବଡ ଅଭିନେତା ଯେମିତିକି ବାବୁସାନ, ଅନୁଭବ ମୋହାନ୍ତି ଓ ଅନ୍ୟ ବଡ ଷ୍ଟାର ସହ ବହୁତ ଫିଲ୍ମ କରିଛନ୍ତି । ତେବେ ଯେ ହେଲେ ତାଙ୍କ ସାନ ଭଉଣୀ ଯିଏ ଦେଖିବାରେ ତମନ୍ନାଙ୍କର ଠାରୁ କିଛି କମ ନୁହନ୍ତି ।

Image Courtesy: Google

୪. ଅର୍ଚିତା :

ତେବେ ଆରଚିତାଙ୍କୁ ଓଡିଆ ଦୁନିଆରେ କେହି ଜାଣି ନଥିବେ ଏହା ସମ୍ଭବ ନୁହ ଅର୍ଚିତା ନିଜ ସୁନ୍ଦରତା ଏବଂ ନିଜ ଅଭିନୟ ଦ୍ଵାରା ଦର୍ଶକମାନଙ୍କ ମନରେ ଘର କିଣି ନେଇଛନ୍ତି, ତାଙ୍କ ଫିଲ୍ମ ପାଇଁ ଲୋକ ଅପେକ୍ଷା କରନ୍ତି ଯେଉଁ ଫିଲ୍ମ ଅର୍ଚିତା କରନ୍ତି ତାହା ସୁପର ହିଟ ହୋଇଥାଏ ସେଥିପାଇଁ ବଡ ବଡ କଳାକାର ମାନେ ତାଙ୍କ ସହ କାମ କରିବା ପାଇଁ ଇଛା କରନ୍ତି । ତେବେ ଯେ ହେଉଛନ୍ତି ଆରଚିତାଙ୍କ ସାନ ଭଉଣୀ

Image Courtesy: Google

୫. ଋଆ :

ତେବେ ଋଆ ମଧ୍ୟ ଓଲିଉଡ ଜଗତ ସବୁ ବଡ କଳାକାର ମାନଙ୍କ ସହ କାମ କରିଛନ୍ତି ଓ ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ମଧ୍ୟ ବେସ ଖୁସି ହୋଇଛନ୍ତି, ତେବେ ଋଆ ନିଜ ଭଉଣୀ ସହ ବହୁତ ମସ୍ତି କରନ୍ତି ଓ ଦୁଇ ଭଉଣୀ ସାଙ୍ଗ ଭଳି ବହୁତ ମଜା କରନ୍ତି ତେବେ ଯେ ହେଲେ ଋଆଙ୍କ ଭଉଣୀ ଦିଆ ଯିଏ ସବୁବେଳେ ନିଜ ଭଉଣୀ ସହ ରୁହନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button