ଦେଶ ବିଦେଶ

କାର ଭିତରେ ହେଉଥିଲେ ଅ-ନୈ-ତି-କ କାର୍ଯ୍ୟକଳାପ..୧୦ କିମି ପିଛା କରି ଶେଷରେ ଧରିଲା ଟ୍ରାଫିକ ପୋ-ଲି-ସ

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।୪୫ ବର୍ଷୀୟ ଶିକ୍ଷୟିତ୍ରୀ ରଖିଲେ ଛାତ୍ର ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ।ଏଭଳି କଥା ଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଏହି ଘଟଣା ଟି ଦେଖିବାକୁ ମିଳିଚି ଆମେରିକା ରେ।
ସେଠାରେ ସେଠାରେ ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବା ବଦଳ ରେ ଛାତ୍ର ଙ୍କ ସହିତ ରଖିଛନ୍ତି ଶା-ରୀ-ରି-କ ସମ୍ପର୍କ।ସେହି ମହିଳା ଙ୍କ ସ୍ଵାମୀ ହେଉଛନ୍ତି ଜଣେ ସୁରକ୍ଷା ବିଭାଗ ର ଉଚ୍ଚ ପଦସ୍ତ କର୍ମଚାରୀ।ତେବେ ଏହି ଘଟଣା କୁ ସେଠାରେ ଥିବା ଲୋକ ମାନେ ଖୁବ୍ ନିନ୍ଦା କରିଛନ୍ତି।
ସୂଚନା ଅନୁସାରେ ମହିଳା ଙ୍କ ନାମ ହେଉଚି ଏରିକ ୱାର୍ଡ।ଯିଏ କି ଗୋଟିଏ ସ୍କୁଲ ରେ ପାଠ ପଢ଼ାଉ ଥିଲେ।ପିଲା ମାନଙ୍କୁ ଭଲ ଶିକ୍ଷା ଦେଉଥିଲେ।ହେଲେ ସେ ଏଭଳି କାମ ସେ କରିବେ ବୋଲି କେହି ଆଶା କରି ନ ଥିଲେ।
ତାଙ୍କରି ସ୍କୁଲ ର ଜଣେ ୧୭ ବର୍ଷୀୟ ବାଳକ ଙ୍କ ସହିତ ସେ ରାସ୍ତା କଡ ରେ ଦେଖା ଯାଇ ଥିଲେ।କାର ଭିତରେ ଉଭୟ ବାଳକ ଓ ଶିକ୍ଷୟିତ୍ରୀ ନ-ଗ୍ନ ଅବସ୍ଥା ରେ ରହିଥିଲେ।ପରସ୍ପର ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ମହିଳା ଙ୍କ ସ୍ଵାମୀ ହେଉଛନ୍ତି ଆମେରିକା ର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ।ତାଙ୍କରି ଗାଡ଼ି ଆଣି ମହିଳା ଜଣକ ଏଭଳି କାର୍ଯ୍ୟ କରୁ ଥିଲେ।ପୋଲିସ ପ୍ରଥମେ ସେହି ମହିଳା ଙ୍କୁ ଧରି ପକାଇ ଥିଲେ।
Yy

ଏହା ପରେ ପୋଲିସ ୧୭ବର୍ଷୀୟ ବାଳକ ଙ୍କୁ ଧରିବା ପାଇଁ ଚେଷ୍ଟା କରି ଥିଲେ।ହେଲେ ସେହି ପିଲା ଟି ଜୋର୍ ରେ ଗାଡ଼ି ଚଳାଇ ପଳାଇ ଯାଇ ଥିଲା।ଏହା ପରେ ପିଲା ଟି ଗାଡ଼ି ଟି ନେଇ ଗୋଟେ ସ୍ଥାନ ରେ ପିଟି ଦେଇ ଥିଲା। ସେଠାରେ ପୋଲିସ ତାଙ୍କୁ ଧରି ଦେଇ ଥିଲା।ହେଲେ ମହିଳା ଙ୍କୁ ପୋଲିସ ଗିରଫ କରି ୨୦ ବର୍ଷ ପାଇଁ ଜେଲ ଦଣ୍ଡ ର ବ୍ୟବସ୍ଥା ହୋଇଛି।ତେବେ ମହିଳା ଜଣକ ଗୁ-ଣ୍ଡା-ଗ-ର୍ଦୀ ପାଇଁ ଏଭଳି ଦଣ୍ଡ ଭୋଗ କରିବାକୁ ପଡିଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button