ଦେଶ ବିଦେଶ

ଖରାବେଳ ଟାରେ ଯୁବତୀଙ୍କୁ ଟେକିନେଇ କଲା ବ-ଳା-ତ୍କା-ର..ପରେ ଭିଡିଓ କରି କଲା ସୋସିଆଲ ମିଡ଼ିଆ ରେ ଭା-ଇ-ରା-ଲ

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ନିଜ ଭାଇ ର ଶଳା କୁ ପ୍ରେମ କରି ଶେଷ ରେ ତାକୁ ଜୀବନ ରୁ ମାରି ଦେଲେ ଯୁବତୀ।ବନ୍ଧୁଗଣ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ତାହା ସତ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ଠାରେ।ସେଠାରେ ଏଭଳି ଏଇ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି।ଝିଅ ଟି ରାଗ ରେ ପଡ଼ି ଯାହାକୁ ପ୍ରେମ କରୁ ଥିଲା ତାକୁ ହ-ତ୍ୟା କରି ଦେଲା। ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ମଧୁମିତା ନାମକ ଝିଅ ଟି ନିଜ ଭାଉଜ ଙ୍କ ଭାଇ କୁ ପ୍ରେମ କରି ବସି ଥିଲେ।ହେଲେ ଏହି ପ୍ରେମ କୁ କେହି ସ୍ବୀକାର କରି ନ ଥିଲେ।ସେହି ଭାଉଜ ଙ୍କ ଭାଇ ଶ୍ରିନୁ ମଧ୍ୟ ଏଥିରେ ରାଜି ହୋଇ ନ ଥିଲେ।
ସେ ସିଧା ସିଧା ମଧୁମିତା ଙ୍କୁ ମନା କରି ଦେଇ ଥିଲେ। ମଧୁମିତା ଏଥିରେ ବହୁତ ରାଗି ଯାଇ ଥିଲେ।ସେ ସ୍ରିନୁ ଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁ ଥିଲେ।ଏହି ସମୟ ଭିତରେ ଶ୍ରୀନୁ ଙ୍କ ପରିବାର ତାଙ୍କର ଅନ୍ୟ ସ୍ଥାନ ରେ ବିବାହ କରାଇ ଦେଇ ଥିଲେ।
ବିବାହ ର ଗୋଟେ ମାସ ହୋଇ ନ ଥିଲା।ହେଲେ ଶ୍ରିନୂ ସମସ୍ତଙ୍କୁ ଛାଡି ଚାଲି ଯାଇ ଥିଲା।ତାଙ୍କ ଶବ ଜଙ୍ଗଲ ରୁ ମିଳି ଥିଲା।ଏଥିରେ ସମସ୍ତଙ୍କ ର ଖୁବ୍ ସନ୍ଦେହ ହୋଇ ଥିଲା।ସେଥିପାଇଁ ପୋଲିସ ଧୀରେ ଧୀରେ ମଧୁମିତା ଙ୍କୁ ସନ୍ଦେହ କରିବାକୁ ଲାଗିଲା।
Bb
ମଧୁମିତା ଙ୍କୁ ଏ ବିଷୟ ରେ ପଚରା ଯାଇ ଥିବା ସମୟ ରେ ସେ ବହୁତ ଡରି ଯାଇ ଥିଲେ।ଶେଷ ରେ ସବୁ କିଛି ସତ ସତ ସେ କହି ଥିଲେ।ସେ କହିଥିଲେ କି ସେ ହିଁ ଶ୍ରିନୁ ଙ୍କୁ ହତ୍ୟା କରିଚି।ସେ ତାଙ୍କୁ ଭଲ ନ ପାଇ ଅନ୍ୟ ଜଣକୁ ଭଲ ପାଉ ଥିଲା।
ଯାହାକୁ ନେଇ ସେ ବହୁତ ରାଗି ଯାଇ ଥିଲେ।ତାଙ୍କୁ ସେ ରାସ୍ତା ରୁ ହଟେଇବା ପାଇଁ ଚେଷ୍ଟା କଲେ।ଶେଷ ରେ ନିଜ କାମ ରେ ସେ ସଫଳ ହେଲେ। ଶ୍ରିନୁ ଙ୍କୁ ସେ ହ-ତ୍ୟା କରି ଜଙ୍ଗଲ ରେ ଫୋପାଡି ଦେଇ ଥିଲେ। ପରିବାର ଲୋକେ ଅନେକ ଦିନ ଧରି ଖୋଜିବା ପରେ ଜଙ୍ଗଲ ରୁ ତାଙ୍କ ଶବ କୁ ଉଦ୍ଧାର କରି ଥିଲେ। ଯାହାକି ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ପାଲଟି ଯାଇଚି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button