କ୍ରୀଡା

ସଚ୍ଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ – Utkal Mail


ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ସେମିଫାଇନାଲ ମୁକାବିଲାରେ ବିରାଟ କୋହଲୀ ଇତିହାସ ରଚିଛନ୍ତି । କ୍ରିକେଟ ଜଗତର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ରେକର୍ଡକୁ ଭାଙ୍ଗି ବିରାଟ ୫୦ତମ ଶତକ ମାରିଛନ୍ତି । ଫଳରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ବିରାଟ ଏହି କୀର୍ତ୍ତିମାନ ରଚିଛନ୍ତି । କିନ୍ତୁ ୪୪ ଓଭରର ଶେଷ ବୋଲରେ ବିରାଟ ୧୧୭ ରନ୍ କରି ସାଉଥୀଙ୍କ ବୋଲରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button