ସ୍ୱାସ୍ଥ୍ୟ

ଏହି ପତ୍ର ସେବନ ଦ୍ୱାରା ପୁରୁଣା ରୁ ପୁରୁଣା କାସ ଭଲ ହୋଇଥାଏ, ଥରେ ବ୍ୟବହାର କରି ଦେଖନ୍ତୁ

ଆପଣ ମାନେ ବହୁତ୍ ଲୋକଙ୍କୁ ଦେଖିଥିବେ ନଚେତ୍ ଆପଣଙ୍କ ନିଜର ପାଟିରେ କେବେ ନା କେବେ ଘା ହୋଇଥିବ ଯାହା କାରଣରୁ ଆପଣଙ୍କୁ ଖାଇବା ପାଇଁ ବହୁତ୍ ଅସୁବିଧା ହେଇଥାଏ । ଆମେ ଆପଣଙ୍କୁ ଆଜି ଏମିତି ଗୋଟେ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ଚର୍ମ ଜଣିତ ସମସ୍ୟା ହେଉ ବା ପୁରୁଣା ରୁ ପୁରୁଣା କାସ୍ ଆପଣଙ୍କ ସବୁ ସମସ୍ୟା ର ସମାଧାନ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଲାଭକାରୀ ପତ୍ର ବିଷୟରେ ବିସ୍ତାର ସହ ।

ଆପଣ ମାନେ ପିଜୁଳି ଗଛ ନିଜ ଆଖ ପାଖରେ ବହୁତ୍ ଦେଖିବାକୁ ପାଇଥିବେ ଏହି ପିଜୁଳି ପତ୍ର ଆପଣ ମାନଙ୍କ ପାଇଁ ରାମ ବାନ ଚିକିତ୍ସା ହୋଇଥାଏ । ଆପଣଙ୍କୁ ଯଦି କାଶ ବହୁତ୍ ବର୍ଷ ଧରି ଅଛି ତେବେ ଆପଣଙ୍କୁ ପିଜୁଳି ପତ୍ର ବାଟି ତାର ଗୋଟେ ଚାମଚ୍ ରସ ପିଇବାକୁ ହବ ଏହା ପରେ ଦେଖିବେ ଆପଣଙ୍କ କାଶ ଗାୟବ ହୋଇଯିବ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ ଆପଣ ଥରେ ଏହା କରିକି ଦେଖନ୍ତୁ । ଯଦି ଆପଣଙ୍କୁ ଡାଇବେଟିଜ୍ ଭଳି ସମସ୍ୟା ଅଛି ତେବେ ଆପଣଙ୍କୁ ସକାଳେ ଖାଲି ପେଟରେ ଦୁଇଟି ପିଜୁଳି ପତ୍ର ଚୋବେଇକି ଖାଇବା ଉଚିତ୍ ଏହା ଛଡ଼ା ଯଦି ଆପଣଙ୍କ ରକ୍ତ ଚାପ୍ ସମସ୍ୟା ଅଛି ତେବେ ବି ଆପଣଙ୍କୁ ସକାଳେ ଉଠି ଖାଲି ପେଟରେ ପିଜୁଳି ପତ୍ର ସେବନ କରିବା ଆବଶ୍ୟକ ଅଟେ ।

ଆପଣଙ୍କ ସବୁ ସମସ୍ୟା ଦୂର ହବ ଓ ଆପଣଙ୍କ ରକ୍ତ ଚାପ୍ କଣ୍ଟ୍ରୋଲ ରେ ରହିବ । ପିଜୁଳି ପତ୍ର ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତି ରୋଧକ କ୍ଷମତା ବଢ଼ିଥାଏ, ଏହି ଭଳି ବହୁତ୍ ପ୍ରକାର ରୋଗରୁ ମଧ୍ୟ ପିଜୁଳି ପତ୍ର ଆମ ଶରୀରକୁ ସୁରକ୍ଷା ଦେଇଥାଏ । ଆପଣଙ୍କୁ ପିଜୁଳି ପତ୍ର ନିୟମିତ ରୂପରେ ସେବନ କରିବା ଉଚିତ୍ ଅଟେ, ଏହା ଦ୍ୱାରା ବହୁତ୍ ଚର୍ମ ରୋଗ ମଧ୍ୟ କମିଯାଏ ଓ ଆପଣଙ୍କ ଶରୀରରେ ନୂଆ ଚର୍ମ ଆସିଥାଏ ।

ଆପଣଙ୍କୁ ପିଜୁଳି ପତ୍ର ବାଟିକି ମଧ୍ୟ ଚର୍ମରେ ଲଗାଇବା ଉଚିତ୍ ଅଟେ କାହିଁକିନା ଏହା ଦ୍ୱାରା ଆପଣଙ୍କ ଚର୍ମ ରୋଗ ଶିଘ୍ର ଭଲ ହୋଇଥାଏ । କିଛି ବି ଜର ହେଉ ଯେମିତିକି ଡେଙ୍ଗୁ, ମେଲେରିଆ ଓ ଅନ୍ୟ ସବୁ ଜର ସେହି ସମୟରେ ଆପଣଙ୍କୁ ପିଜୁଳି ପତ୍ର ବାଟିକୀ ପିବା ଉଚିତ୍ ହୋଇଥାଏ । ସେଥିପାଇଁ ପିଜୁଳି ପତ୍ର ସବୁଦିନ ସେବନ କରିବା ଆବଶ୍ୟକ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button